ACF ସୋମ୍ୟରଞ୍ଜନଙ୍କୁ ଡେଥ କେସ: ମିଡିଆ ସାମ୍ନାରେ କିଛି ଏମିତି କହିଲେ Soumyaଙ୍କ ବାପା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଜଣାପଡି ନାହି । ଏ ନେଇ ସୋମ୍ୟଙ୍କ ପରିବାର ହାଇକୋର୍ଟରେ ଅସନ୍ତୋଷ ପ୍ରାକାଶ କରିଛନ୍ତି । ସୋମ୍ୟଙ୍କ ପରିବାର କହିଛନ୍ତି ଯେ କଣ ପାଇଁ ରାତିରେ ପ୍ରମାଣ ସଂଗ୍ରହ କରି ନଷ୍ଟ କରାଗଲା ? ୧୨ ତାରିଖ ରାତିରେ ଯେଉଁ ପ୍ରମାଣ ସଂଗ୍ରହ କରା ଯାଇଥିଲା ତାହା ତ-ଦ-ନ୍ତରେ ଉପୋଯୋଗ କରାଗଲା ନାହି କାହିଁକି ? ଆବଶ୍ୟକ ଥିବା ବେଳେ ପାରିପାର୍ଶ୍ଵିକ ପ୍ରମାଣ ନଷ୍ଟ କାହିଁକି କାଲେ IIC ବିବେକାନନ୍ଦ ? DFOଙ୍କ ଘନିଷ୍ଠ ସହଯୋଗୀ ହୋଇ ଥିବାରୁ ଜାଣିଶୁଣି ପ୍ରଥମ ଦିନରୁ ହିଁ ଏପରି କରା ଯାଇଥିଲା ।

ସୋମ୍ୟଙ୍କ ମୃ-ତ୍ୟୁ ଘଟଣା ଗତ ୮୧ ଦିନ ବିତି ଯାଇଥିଲେ ମଧ୍ୟ ନ୍ୟାୟ ମିଳିବାର ସମ୍ଭାବନା ନାହି ବୋଲି ସୋମ୍ୟଙ୍କ ବାପା କହିଛନ୍ତି । ବହୁ ଚର୍ଚ୍ଚିତ ଏସିଏଫ ସୋମ୍ୟଙ୍କ ମୃ-ତ୍ୟୁ ମାମଲା ବର୍ତ୍ତମାନ ହାଇକୋର୍ଟରେ ପହଞ୍ଚିଛି । ସୋମ୍ୟଙ୍କ ବାପା ଅଭିରାମ ମହାପାତ୍ର ସିବିଆଇ ତ-ଦ-ନ୍ତ ହେବା ପାଇଁ କୋଟର ଦ୍ଵାରସ୍ଥ ହୋଇଛନ୍ତି । ଘଟନା ଘଟିବାର ୮୧ ଦିନ ବିତି ଯାଇଥିଲେ ମଧ୍ୟ କ୍ରା-ଇ-ମବ୍ରାଞ୍ଚ ତ-ଦ-ନ୍ତର କୌଣସି ଫଳ ମିଳି ନାହି ବୋଲି ସୋମ୍ୟଙ୍କ ବାପା କୋର୍ଟରେ ଆବେଦନ କରିଛନ୍ତି । ଏହା ସହ ସୋମ୍ୟଙ୍କ ବାପା ଦର୍ଶାଇଛନ୍ତି ଯେ ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ କ୍ରା-ଇ-ମବ୍ରାଞ୍ଚ ବିଦ୍ୟା ଭାରତୀଙ୍କ ବ୍ୟତିତ ଅନ୍ୟ ଅଭିଯୁକ୍ତ ମାନଙ୍କ ବି-ରୁ-ଦ୍ଧରେ କୌଣସି ପଦକ୍ଷେପ ନେଇ ନାହି ।

ଜୁଲାଇଆ ୧୨ ତାରିଖ ଯେଉଁ ଦିନ ସୋମ୍ୟଙ୍କ ସହ ଦୁର୍ଘଟଣା ଘଟିଥିଲା ସେହି ଦିନ ରାସ୍ତା ମଝିରେ ଆମ୍ବୁଲାନ୍ସ ଅଟକାଇ IIC ଥାନା ଅଧିକାରୀ ବିବେକାନନ୍ଦ ସ୍ଵାଇଁ ଓ ଗୁରାଣ୍ଡି ଥାନା OIC ମମତା ପଣ୍ଡା ଅନେକ ତଥ୍ୟ ସଂଗ୍ରହ କରିଥିଲେ ମଧ୍ୟ ସେହି ପ୍ରମାଣ ଗୁଡିକୁ ତ-ଦ-ନ୍ତରେ ବ୍ୟବହାର କରାଯାଇ ନାହି । ଓଡିଶା ପୋ-ଲି-ସ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରୁଥିବା ଅ-ଭି-ଯୋ-ଗ କରିଛନ୍ତି ସୋମ୍ୟଙ୍କ ବାପା । ଘଟଣା ଦିନ ଆମ୍ବୁଲାନ୍ସ ଅଟକାଇ ମମତା ପଣ୍ଡା ଓ ବିବେକାନନ୍ଦ ସ୍ଵାଇଁ ଘରୁ କୌଣସି ପ୍ରମାଣ ସଂଗ୍ରହ କରି ନଷ୍ଟ କରିଥିଲେ ।

ଏହି ସବୁକୁ ଅ-ଭି-ଯୋ-ଗକୁ ଦ୍ରୁଷ୍ଟିରେ ରଖି ସିବିଆଇ ବା ହାଇକୋର୍ଟ ମନିଟର ଏସଆଇଡି ଦ୍ଵାରା ତ-ଦ-ନ୍ତ କରିବାକୁ ଆବେଦନ କରିଛନ୍ତି ସୋମ୍ୟଙ୍କ ବାପା ଅଭିରାମ ମହାପାତ୍ର । ଏ ସବୁ ବ୍ଯତୀତ ତ-ଦ-ନ୍ତରେ ଅନେକ ଦିନ ବିତି ଯାଇଥିଲେ ବି ଆଜି ଯାଏଁ ସୋମ୍ୟଙ୍କୁ ନ୍ୟାୟ ମିଳି ପାରିଲା ନାହାଇ । ତେବେ ଆଗକୁ ବି ସୋମ୍ୟଙ୍କୁ ନ୍ୟାୟ ମିଳିବାର ଆଶଙ୍କା କ୍ଷୀଣ ବୋଲି କହିଛନ୍ତି ସୋମ୍ୟଙ୍କ ବାପା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *