ACF ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ଘଟଣା: Soumyaଙ୍କ ମା ଦେଲେ ବଡ ବୟାନ, କହିଲେ ବିଦ୍ୟା ଭାରତୀଙ୍କୁ ଆରେଷ୍ଟ ନ କଲେ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ଙ୍କ ମୃ-ତ୍ୟୁ ମାମଲା ଆଜିକୁ ପ୍ରାୟତ ଦେଢ ମାସ ବୀତି ଗଲାଣି । ପୋଲିସ ପ୍ରଥମେ ଏହି ମାମଲା ର ତଦନ୍ତ କରି ମଧ୍ୟ କୌଣସି ତଥ୍ୟ ହାସଲ ଅକରିପାରି ନାହି । ଏ ଯାଏଁ ସୋମ୍ୟଙ୍କ ମୃ-ତ୍ୟୁ ଘଟଣା ରେ ପ୍ରକୃତ ଅ-ପ-ରା-ଧୀ କିଏ ତାହା ଆଜି ଯାଏଁ ଜଣାପଡି ନାହି । ଏହାରି ମଧ୍ୟ ରେ ସୋମ୍ୟ ଙ୍କ ମୃ-ତ୍ୟୁ ମାମଲା ର ତଦନ୍ତ କାରଇବ୍ରାଞ୍ଚ କୁ ହସ୍ତାନ୍ତର କରା ଯାଇଛି । କିନ୍ତୁ କ୍ରାଇମବ୍ରାଞ୍ଚ ଏହି ମାମଲା ର ତଦନ୍ତ କରୁଥିଲେ ମଧ୍ୟ କୌଣସି ତଥ୍ୟ ସାମନା କୁ ଆସି ନାହି ।

ସୋମ୍ୟ ଙ୍କ ପରିବାର ଲୋକେ ସୋମ୍ୟ ଙ୍କ ସ୍ତ୍ରୀ ବିଦ୍ୟା ଭାରତୀ, ଡିଏଫଓ, ପୋଲିସ କନେଷ୍ଟବଳ ମମତା ପାଣ୍ଡେ ଙ୍କ ନାଁ ରେ ଅ-ଭି-ଯୋ-ଗ କରିଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ ପୋଲିସ କ୍ଳିନ ଚିଟ ଦେଇ ସାରିଛି ।

କିନ୍ତୁ ବିଦ୍ୟା ଭାରତୀ ଙ୍କ ହାତ ଲେଖା ଚିଠି ରେ ଯେଉଁ ସବୁ ତଥ୍ୟ ମିଳିଛି ତାହାକୁ ନେଇ ତାଙ୍କ ଉପରେ ଅଧିକ ସନ୍ଦେହ କରା ଯାଉଛି । କିନ୍ତୁ ପୋଲିସ କୁ କ୍ରାଇମବ୍ରାଞ୍ଚ ଆଜି ଯାଏଁ ଏ ବିଦ୍ୟା ଭାରତୀ ଙ୍କୁ ଗି-ର-ଫ କରି ନାହି । ଏହାର ପ୍ର-ତି-ବା-ଦ କରି ସୋମ୍ୟ ଙ୍କ ମା କହିଛନ୍ତି ତାଙ୍କ ପୁଅ ମୃ-ତ୍ୟୁ ହେବାର ଗତ ଦେଢ ମାସ ବୀତି ଯାଇଥିଲ ମଧ୍ୟ ତାଙ୍କୁ ଏ ଯାଏଁ ନ୍ୟାୟ ମିଳିଲା ନାହି କି ଆଗକୁ ନ୍ୟାୟ ମିଳିବ ବୋଲି ସେମାନେ ଆଶା ହରାଇଛନ୍ତି ।

କାରଣ ସେ ତାଙ୍କ ପୁଅ କୁ ଏତେ ଟଙ୍କା ଖାର୍ଚ୍ଚ କରି ପାଠ ପଢାଇ ମଣିଷ କରାଇଥିଲେ କଣ ଏହି ଦିନ ଦେଖିବା ପାଇଁ ବୋଲି ସୋମ୍ୟ ଙ୍କ ମା କହିଛନ୍ତି । କଣ ପାଇଁ ଆଜି ଯାଏଁ ବିଦ୍ୟା ଭାରତୀ ଙ୍କୁ ଗି-ର-ଫ କରାଯାଇ ନାହି ଏହାକୁ ନେଇ ସୋମ୍ୟ ଙ୍କ ମା ପ୍ର-ତି-ବା-ଦ କରିଛନ୍ତି । ତେବେ ଯେଉଁ ପୁଅ ତାଙ୍କୁ ପୋଷିବାର ଥିଲା ସେ ଆଜି ଆଉ ଏ ଦୁନିଆରେ ନାହି ତେବେ ସେମାନେ ବଞ୍ଚିକୁ କଣ କରିବେ ବୋଲି ସୋମ୍ୟ ଙ୍କ ମା କହିଛନ୍ତି ।

ଯଦି ଆସନ୍ତା ୭ ଦିନ ମଧ୍ୟ ରେ ବିଦ୍ୟା ଭାରତୀୟ ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ନ କରିବ ତେବେ ସୋମ୍ୟ ଙ୍କ ବାପା ଓ ଆମ ଦୁହେଁ ନବୀନ ନିବାସରେ ଆ-ତ୍ମ-ହୁ-ତି ଦେବେ ବୋଲି ତାଙ୍କ ମା କହିଛନ୍ତି । ତେବେ ସୋମ୍ୟ ଙ୍କ ମାଙ୍କର ଏହି ନିଷ୍ପତି ନେଇ କ୍ରାଇମବ୍ରାଞ୍ଚ ଆଗକୁ କଣ କରିବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *