ACF ସୋମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କ ବାପା ଦେଲେ ଏମିତି ପ୍ରତିକ୍ରିୟା, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଆଜିକୁ ୧୪ ଦିନ ହୋଇଥିଲେ ମଧ୍ୟ ଆଜି ଯାଏଁ ପ୍ରକୃତରେ ଅ-ପ-ରା-ଧୀ କିଏ ତାହା ଜଣା ପଡି ନାହି । ତେବେ ସୂଚନା ଅନୁସାରେ ବର୍ତ୍ତମାନ ସୋମ୍ୟଙ୍କ ପୋ-ଷ୍ଟ-ମ-ର୍ଟ- ମ ରିପୋର୍ଟ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି ।

ରିପୋର୍ଟ ଅନୁସାରେ ସୋମ୍ୟଙ୍କ ଶରୀରର ୯୦% ପୋ-ଡି ଯାଇଥିବାରୁ ତାଙ୍କର ମୃ-ତ୍ୟୁ ହୋଇଛି । ସୋମ୍ୟଙ୍କ ପରିବାର ଲୋକେ ତାଙ୍କର ମୃ-ତ୍ୟୁ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡିଜିଙ୍କୁ ଦାବି କରିଛନ୍ତି । ସୋମ୍ୟଙ୍କ ବାପା କହିଛନ୍ତି ଯେ ତାଙ୍କର ପୁଅର ମୃ-ତ୍ୟୁ ପାଇଁ ତାଙ୍କୁ ନ୍ୟାୟ ଦରକାର । ଯଦି ଦରକାର ପଡେ ତେବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆଗରେ ଅନସନ କରିବେ । ଏହା ଛଡା ସୋମ୍ୟଙ୍କ ପରିବାର ଲୋକେ ହାଇ କୋର୍ଟର ମଧ୍ୟ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ।

ସୋମ୍ୟଙ୍କ ବାପାଙ୍କ କହିବା ମୁତାବକ ଯଦି ସୋମ୍ୟ ଓ ବିଦ୍ୟା ଭାରତୀ ଗୋଟେ ଘରେ ରହୁଥିଲେ ତେବେ ସୋମ୍ୟଙ୍କର ଶରୀର ୯୦% ପୋ-ଡି ଗଲା କିନ୍ତୁ ବିଦ୍ୟାଙ୍କ କାହିଁକି କିଛି ହେଲାନି । ତେଣୁ ସୋମ୍ୟଙ୍କ ବାପା ବିଦ୍ୟାଙ୍କୁ ଆ-ରେ-ଷ୍ଟ କରାଗଲେ ସବୁ ସତ ସାମନାକୁ ଆସିବ ବୋଲି ଦାବି କରିଛନ୍ତି ।

ସୋମ୍ୟଙ୍କ ବାପା ଆହୁରି ମଧ୍ୟ କହିଛନ୍ତି ସୋମ୍ୟଙ୍କ ମୃ-ତ୍ୟୁର ଗତ ୧୪ ଦିନ ବୀତି ଯାଇଥିଲେ ମଧ୍ୟ ପୋଲିସ ଏ ଯାଏଁ ପ୍ରକୃତରେ କଣ ଘ-ଟ-ଣା ଘ-ଟି-ଥି-ଲା ବା କିଏ ଅ-ପ-ରା-ଧୀ ତାହା ଜାଣି ପାରିଲା ନାହି । ପୋଲିସ ହୁଏ ତ ଠିକ ଭାବେ ଯାଞ୍ଚ କରୁ ନାହି ବୋଲି ସୋମ୍ୟଙ୍କ ବାପା ଦାବି କରିଛନ୍ତି ।

ପୋଲିସ କେବଳ ଡିଏଫଓ, ରୋଷେୟା, ମହିଳା କନେଷ୍ଟବଳ ମମତା ପଣ୍ଡା ଙ୍କୁ ପଚରାଉଚରା କରିଲେ ସତ କଣ ସାମନାକୁ ଆସିବ ତାହାକୁ ନେଇ ସୋମ୍ୟଙ୍କ ବାପା ପ୍ରଶ୍ନ କରିଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା କୁ ପୋଲିସ ତଦନ୍ତ ଜାରି ରଖିଛି ବୋଲି ଏସ୍ପି ନିଜ ରାଏ ରେ କହିଛନ୍ତି ।

ପୋଲିସ ଓ କ୍ରାଇମ ବ୍ରାଞ୍ଚର ତଦନ୍ତ ରେ ସୋମ୍ୟଙ୍କ ପରିବାର ଲୋକେ ଖୁସି ବା ଦୁଖ ନାହାନ୍ତି ବୋଲି ତାଙ୍କ ବାପା ନିଜ ରାଏ ରେ କହିଛନ୍ତି । ତେବେ ସୋମୟଙ୍କ ପରିବାର କଣ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଯାଇ ଅନସନ କରିବେ ତାହା ଏବେ ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଅରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *