ACF Soumya ଡେଥ ମିଷ୍ଟ୍ରି: ସଙ୍ଗୀନ ଦଫା 302 ପରେ ବି ବିଦ୍ୟା ଘରେ ! ଦେଖନ୍ତୁ କେମିତି ବଡମୁଣ୍ଡଙ୍କୁ ବଞ୍ଚାଇବାକୁ ଚାଲିଛି ପୋଲିସର ପ୍ରୟାସ, ଦେଖନ୍ତୁ Video

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା ଗତ ୨୩ ରୁ ୨୪ ଦିନ ବିତି ଯାଇଥିଲେ ମଧ୍ୟ ପୋ-ଲି-ସ ଖାଲି ତ-ଦ-ନ୍ତ କରୁଛି କିନ୍ତୁ ଦୋ-ଷୀ କିଏ ଆଜି ଯାଏଁ ଜଣା ପଡି ନାହି । ପୋ-ଲି-ସ ଖାଲି ଏ ଜିଲାରୁ ସେ ଜିଲ୍ଲା, ଏଠାରୁ ସେଠାକୁ ବୁଲୁଛି ପୋ-ଲି-ସ ପିକନିକ କରୁଛି ନା ତ-ଦ-ନ୍ତ କରୁଛି ଏହାକୁ ନେଇ ବଡ ପ୍ରଶ୍ନ ଉଠୁଛି ।

ସୋମ୍ୟଙ୍କ ଭାଇ କହିଛନ୍ତି ସେମାନେ ଗତ ୧୨ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ବାସ ଭାବନକୁ ଆସି ଦରଖାସ୍ତ ଦେଇଥିଲେ ମଧ୍ୟ ଆଜି ଯାଏଁ ପୋ-ଲି-ସ କେବଳ ତ-ଦ-ନ୍ତ କରୁଛି ଓ ତ-ଦ-ନ୍ତ ଆଗକୁ ବଢି ନାହି । ସେଥିପାଇଁ ସୋମ୍ୟଙ୍କ ପରିବାର ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଆସିଛନ୍ତି ଓ ଲିଖିତ ଆକାରରେ ଏକ ଦରଖାସ୍ତ ଦେଇଛନ୍ତି ଯେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-ର ଏକ ସ୍ଵତନ୍ତ୍ର ଯା-ଞ୍ଚ କରାଯାଉ । ସୋମ୍ୟଙ୍କ ମୃ-ତ୍ୟୁ ଏକ ଯୋଜନା ବଦ୍ଧ ହ-ତ୍ୟା-କା-ଣ୍ଡ ଆଉ କିଛି ଦିନ ପରେ ଏହି ଘଟଣାକୁ ଚପାଇ ଦିଆଯିବ ବୋଲି ତାଙ୍କ ପରିବାର ଲୋକେ କହୁଛନ୍ତି ।

ଏହାର କାରଣ ହେଉଛି ପୋ-ଲି-ସ ମାନଙ୍କ ଉପରେ ଉପରୁ ବହତୁ ଚାପ ରହୁଛି ଯାହାର ଅ-ଭି-ଯୋ-ଗ ସୋମ୍ୟଙ୍କ ପରିବାର କରିଛନ୍ତି । ସୋମ୍ୟଙ୍କ ପରିବାରର ମତରେ ତାଙ୍କ ଭାଇ ପୋଡିବା ପରେ ବିଦ୍ୟା ଭାରତୀ ତାଙ୍କୁ ନ ଜଣାଇ କୁରାଣ୍ଡି ଥାନା ଓଆଇସିଙ୍କୁ କଣ ପାଇଁ ଫୋନ କରିଥିଲେ ।

ଏହା ପରେ ସୋମ୍ୟଙ୍କ ମୃ-ତ୍ୟୁର ୪ ଦିନ ପରେ ପୋ-ଲି-ସ ଜାଣିଶୁଣି ତାଙ୍କ ବାସ ଭାବଙ୍କୁ ସିଲ କରିଥିଲା । ଏହା ଛଡା ଡିଏଫଓ ଜଙ୍ଗଲ ମନ୍ତ୍ରୀଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି ବୋଲି ସୋମ୍ୟଙ୍କ ଭାଇ ଅ-ଭି-ଯୋ-ଗ କରିଛନ୍ତି ।

ତେଣୁ ଏହି ମା-ମ-ଲା-କୁ ଦବେଇ ଦେବା ପାଇଁ ଉଦ୍ୟମ ଚାଲିଛି । ଏ ନେଇ ସୋମ୍ୟଙ୍କ ପରିବାର ଆଜି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଦାବି କରିଛନ୍ତି ଯେ ଏହି ଘଟଣାର ଯା-ଞ୍ଚ ସିବିଆଇକୁ ଦିଆଯାଉ । ବିଦ୍ୟା ଭାରତୀଙ୍କୁ ୩୦୨ ଦଫା ଲାଗିବା ପରେ ମଧ୍ୟ ପୋ-ଲି-ସ କାହିଁକି ତାଙ୍କ ଘରକୁ ଯାଇ ପଚରାଉଚରା କରୁଛି ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି ।

କଣ ପାଇଁ ବିଦ୍ୟାଙ୍କୁ ରିମାଣ୍ଡରେ ପୋ-ଲି-ସ ଆଣୁ ନାହି, ବିଦ୍ୟାଙ୍କ ପାଖରେ ରହିଛି ମର୍ଡରର ପ୍ଲାନିଂ, ବିଦ୍ୟା ଗି-ର-ଫ ହେଲେ ବଡ ଅଫିସରଙ୍କ ନାଁ ସାମନାକୁ ଆସିବ ଏହି ଭଳି ଅ-ଭି-ଯୋ-ଗ ଆଣିଛନ୍ତି ସୋମ୍ୟଙ୍କ ଭାଇ । ପୋ-ଲି-ସ କୌଣସି ବଡ ମୁଣ୍ଡକୁ ବଞ୍ଚାଇବାକୁ ପ୍ରୟାସ କରୁଛି ବୋଲି ସୋମ୍ୟଙ୍କ ଭାଇ ଅ-ଭି-ଯୋ-ଗ କରିଛନ୍ତି । ତେବେ ସୋମ୍ୟଙ୍କ ମୃ-ତ୍ୟୁ ଘଟଣା ରେ ସତ ଆଉ କେତେ ଦିନ ପରେ ସାମନାକୁ ଆସିବ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *