ନମସ୍କାର ବନ୍ଧୁଗଣ । ଏସେଫଓ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-ରେ ଦିନକୁ ଦିନ ନୂଆ ନୂଆ ପ୍ରମାଣ ପୋ-ଲି-ସ ହାତରେ ଲାଗୁଛି । ଗତ କାଲି ପୋ-ଲି-ସ ହାତରେ ଏକ ନାଲି ରଙ୍ଗର ଫାଇଲ ମିଳିଛି । ସେହି ଫାଇଲରେ କଣ ଅଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଏବେ ସୂଚନା ଅନୁସାରେ ଆଉ ଏକ ହାତ ଲେଖା ଚିଠି ବିଦ୍ୟା ଭାରତୀଙ୍କର ପୋ-ଲି-ସକୁ ମିଳିଛି ।
ସେହି ଚିଠିରେ ଲେଖା ଯାଇଛି ଯେ “ଛି ମଲା ବେଳେ ମୁହଁରେ ପୋକ ପଡନ୍ତୁ, ମୋ ଦୂଶମନକୁ ବି ଏମିତି ଗୋଟେ ଲୋକ ନ ଦିଅନ୍ତୁ, ହେ ଭଗବାନ କିଛି ବି କରି ଡିଭୋର୍ସ କରେଇ ଦିଅ, ତା ସହିତ ଖ-ରା-ପ ଭା-ଷା-ରେ ଗା-ଳି ଗୁ-ଲ-ଯ ଏହି ଭଳି ଶବ୍ଦର ପ୍ରୟୋଗ ବିଦ୍ୟା ଭାରତୀ କରିଛନ୍ତି ।
ଏହି ଚିଠିରୁ ସ୍ପଷ୍ଟ ହେଉଛି ଯେ ବିଦ୍ୟା ଭାରତୀ ନିଜିଆ ସ୍ଵାମୀ ସୋମ୍ୟଙ୍କୁ କେତେ ଘୃ-ଣା କରୁଛନ୍ତି । ଗତ କାଲି ସୋମ୍ୟଙ୍କ ବାସ ଭବନରୁ ଏହି କମଳା ରଙ୍ଗର ଚିଠି ମିଳିଛି ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚିଠି ବିଦ୍ୟା ନିଜେ ଲେଖିଛନ୍ତି ବୋଲି ସ୍ଵୀକାର କରିବା ସହ ମନ ଖରାପ ଥିଲେ ଏହିଭଳି ଶବ୍ଦର ପ୍ରୟୋଗ କରନ୍ତି ବୋଲି ବିଦ୍ୟା ନିଜ ସଫେଇରେ କହିଛନ୍ତି ।
ଏହି ଚିଠି ସାମନାକୁ ଆସିବା ପରେ ସୋମ୍ୟଙ୍କ ପରିବାର ଓକିଲ ପାର୍ଥ ସାରଥି ନାୟକ ବିଦ୍ୟାଙ୍କୁ ତୁରନ୍ତ ଗି-ର-ଫ କରି ପଚରାଉଚରା କରିବାକୁ ଦାବି କରିଛନ୍ତି । ବିଦ୍ୟାଙ୍କୁ ପୋ-ଲି-ସ ରିମାଣ୍ଡରେ ଆଣି ପଚରାଉଚରା କରିଲେ ସବୁ ସତ ସାମନାକୁ ଆସିବ ବୋଲି ଆଇନଜୀବୀ ପାର୍ଥ ସାରଥି ନାୟକ କହିଛନ୍ତି ।
ବର୍ତ୍ତମାନ ବିଦ୍ୟା ଭାରତୀଙ୍କର ଆଉ ଏକ ଚିଠି ମିଳିବା ଯୋଗୁ ପ୍ରଶ୍ନ ଉଠୁଛି ଯେ ବିବାହର ମାତ୍ର ୬ ମାସ ମଧ୍ୟରେ କିପରି ଜଣେ ସ୍ତ୍ରୀ ମନରେ ସ୍ଵାମୀ ପାଇଁ ଏତେ ମାତ୍ରାରେ ଘୃ-ଣା ଆସିପାରେ । କଣ ପାଇଁ ଜଣେ ସ୍ତ୍ରୀ ନିଜ ସ୍ଵାମୀ ଠାରୁ ଅଲଗା ହେବ ପାଇଁ ଚାହୁଁଥିଲେ । ଏପରିକି ବିଦ୍ୟା ଭାରତୀ ସୋମ୍ୟଙ୍କ ଠାରୁ ଅଲଗା ହେବା ପାଇଁ ଭଗବାନଙ୍କୁ ମଧ୍ୟ କାକୁତି ମିନତୀ ହେଉଥିବାର ଚିଠିରେ ଲେଖା ଯାଇଛି ଯାହା ଏବେ ପ୍ରଶ୍ନ ଭାବେ ଉଙ୍କି ମା-ରୁ-ଛି ।
ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ପୋ-ଲି-ସ ତଦନ୍ତ ଜାରି ରଖିଛି । ପୁଣି ଠାରେ ବିଦ୍ୟା ଭାରତୀଙ୍କ ଉପରେ ସ-ନ୍ଦେ-ହ ଘେର ଆସିଛି ଯେଉଁଥିରେ ସେ ପୂରାପୂରି ଫଶୀ ଯାଇଛନ୍ତି । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।