ସାଉଥ ଇଣ୍ଡଷ୍ଟ୍ରି ଏହି Top 6 ଅଭିନେତ୍ରୀ ମାନେ କରିଛନ୍ତି Secret ଜାଗାରେ Tatto, ନମ୍ବର 3 ଅଭିନେତ୍ରୀ ତ ପାର କରିଦେଇଛନ୍ତି ସବୁ ସୀମା

ସାଉଥ ଇଣ୍ଡଷ୍ଟ୍ରି ରେ ଏମିତି ଅଭିନେତ୍ରୀ ମାନେ ଅଛନ୍ତି ଯିଏ ନିଜର ଅଭିନୟ ସହ ନିଜର ଫ୍ୟାସନ ଓ ସୁନ୍ଦରତା ପାଇଁ ଜଣାଶୁଣା ହୋଇଥାନ୍ତି । କିଛି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ ଓ ବ୍ୟକ୍ତିଗତ ଲାଇଫ କୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଏହା ଛଡା ସାଉଥ ଜଗତର ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯିଏ ତାଟୂ ର ଦିଵାନି ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରି ର ଏମିତି କେଉଁ ଅଭିନେତ୍ରୀ ଅଛନ୍ତି ଯିଏ ଟାଟୁ ପାଇଁ ପାଗଳ ହୋଇଥାନ୍ତି ।

୧- ଶୃତି ହସନ : ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶୃତି ହସନ ଯିଏ ବଲିଉଡ ଠାରୁ ଆରମ୍ଭ କରି ସାଉଥ ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ତାଙ୍କର ଦେହରେ କେତେକ ଜାଗାରେ ଟାଟୁ କରିବାର ନଜର ଆସିଛନ୍ତି ।

୨- ନୟନା ତାରା : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନୟନା ତାରା ଯିଏ ନିଜର ସୁନ୍ଦରତାରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ସେ ଡ୍ୟାନ୍ସର ପ୍ରଭୁ ଦେବାଙ୍କ ସହ ରିଲେସନ ରେ ଥିବା ସମୟରେ ତାଙ୍କ ନାଁ ହାତରେ ଟାଟୁ କରିଥିଲେ । ବର୍ତ୍ତମାନ ତାହା ବଦଳାଇ କିଛି ଅଲଗା ତତଉ କରିଛନ୍ତି ।

୩- ତ୍ରିଷା କ୍ରୀଷ୍ଣନ : ତୃଷା ଏମିତି ଜଣେ ସାଉଥ ଅଭିନେତ୍ରୀ ଯିଏ ସବୁ ଚରିତ୍ରକୁ ବେଶ ଭଲ ଭାବେ ପ୍ରଦର୍ଶନ କରିଛନ୍ତି । ଅଭିନୟ ବ୍ଯତୀତ ସେ ଟାଟୁ କରିବାରେ ବହୁତ ସଉକ ରଖିଥାନ୍ତି । ସେ ତାଙ୍କ ଶରୀରରେ ଅନେକ ସ୍ଥାନରେ ତାତୁ କରିଛନ୍ତି । ସେ ନିଜ କାନ୍ଧ ଓ ହାତରେ ଟାଟୁ କରିବାର ନଜର ଆସୁଛନ୍ତି ।

୪- ରଶ୍ମିକା ମନ୍ଦାନା : ସାଉଥ ଇଣ୍ଡଷ୍ଟ୍ରି ରେ ନିଜର ଅଭିନୟ ଓ ଏକ୍ସପ୍ରେସନ ପାଇଁ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କୁ କିଏ ନ ଜାଣିଛନ୍ତି । ଏହା ବ୍ଯତୀତ ସେ ନିଜର ଟାଟୁ ପାଇଁ ମହଦୀ ବେଶ ଚର୍ଚ୍ଚିତ ଅଟନ୍ତି । ସେ ତାଙ୍କ ହାତରେ ଏମିତି ଏକ ଟାଟୁ କରିଛନ୍ତି ଯେଉଁଥିରେ ଲେଖା ଯାଇଛି ଯେ କେବେ ବଦଳା ଯାଇପାରିବ ନାହି ।

୫- ସମନ୍ଥା : ସାଉଥ ଜଗତର ସୁପର ଷ୍ଟାର ନାଗାର୍ଜୁନଙ୍କ ବୋହୁ ଅଭିନେତ୍ରୀ ସମନ୍ଥା ଟାଟୁ ଅକରିବା ଲିସ୍ଟରେ ପଛରେ ନାହାନ୍ତି । ସେ ତାଙ୍କ ହାତରେ ଟାଟୁ କରିଛନ୍ତି ଯାହା ତାଙ୍କ ସ୍ଵାମୀ ନାଗା ଚୈତନ୍ୟଙ୍କ ହାତରେ ରହିଛି । ଏହା ବ୍ଯତୀତ ସେ କାନ୍ଧ ତଳେ ମଧ୍ୟ ଏକ ଟାଟୁ କରିଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି ।

୬- ତାପସୀ ପନ୍ନୁ : ସାଉଥ ଜଗତରେ ଅନେକ ଫିଲ୍ମରେ କାମ କରି ଟ୍ଯାଲେଣ୍ଟେଡ ଅଭିନେତ୍ରୀ ତାପସୀ ପନ୍ନୁ ଙ୍କୁ କିଏ ନ ଜାଣିଛନ୍ତି । ବର୍ତ୍ତମାନ ସେ ବଲିଉଡରେ ନିଜର ଅଭିନୟ ଜାରି ରଖିଛନ୍ତି । ଏହି ଭିଡିଓ ରେ ତାପସୀ ନିଜ ଗୋଡରେ ଟାଟୁ କରିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ସାଉଥ ଅଭିନେତ୍ରୀଙ୍କ ମଧ୍ୟରୁ କାହାର ଅଭିନୟ ଭଲ ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *