Southର ସୁପରଷ୍ଟାର Vijay Thalapathyଙ୍କ ସ୍ତ୍ରୀ ଦେଖିବାକୁ କୌଣସି Bollywood ହେରୋଇନଠାରୁ କମ ନୁହନ୍ତି

ସୁପର ଷ୍ଟାରଙ୍କ ଭିତରେ ଜୋସେଫ ବିଜୟଙ୍କର ନାମ  ସାମିଲ ଅଛି । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ସାଉଥ ଫିଲ୍ମରେ ଅଲଗା ସ୍ଥାନ ବନେଇଛନ୍ତି । ସେ ତାଙ୍କ କାରିୟରରେ ଯେତେବୀ ଫିଲ୍ମରେ କାମ କରିଛନ୍ତି ସବୁ ସୁପର ହିଟ ହୋଇଛି । ସେଥିଲାଗି ତାଙ୍କୁ ସାଉଥ ଫିଲ୍ମର ସୁପର ଷ୍ଟାର ବୋଲି କୁହାଯାଏ । ତାଙ୍କର ଖାସିୟତ ଏହା ଅଟେକି ସେ ତାଙ୍କର ଚରିତ୍ରକୁ ଏତେ ସୁନ୍ଦର ଭାବରେ ନିଭାନ୍ତିକି ଏକଦମ ରିଏଲ ଲାଗିଥାଏ ।

ତାଙ୍କ ଏହି ଅନ୍ଦାଜ ଲଗି ସାଉଥ ଇଣ୍ଡସଷ୍ଟ୍ରି ତାଙ୍କର ଦିବାନା ଅଟେ । ଆପଣଙ୍କ କଣ ତାଙ୍କର ସ୍ତ୍ରୀ ବିଷୟରେ ଜାଣିଛନ୍ତି କଣ କରୁଛନ୍ତି ଓ କେମିତି ଦେଖିବା ପାଇଁ ।

ସାଉଥ ଇଣ୍ଡସଷ୍ଟ୍ରିର ଯୋଶେଫ ବିଜୟର ଜନ୍ମ ୨୨ ଜୁନ ୧୯୭୪ରେ ତାମିଲନାଡୁରେ ହୋଇଥିଲା । ତାଙ୍କର ସବୁ ପଢା ମଧ୍ୟ ସେଠାରେ ହୋଇଥିଲା । ଯଦି ଆମେ ଆଲୋଚନା କରିବା ତାଙ୍କ ଫିଲ୍ମ କାରିୟର ବିଷୟରେ ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ୧୯୮୪ ରେ ବେତ୍ରିରୁ ବାଳ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ବହୁତ ଫିଲ୍ମରେ ତାଙ୍କୁଭାବରେ କାମ କରିବାକୁ ଅଫର ବାଳ କଳାକାର ଭାବରେ ମିଳିଥିଲା ।

ଏଥିରେ ସେ ବହୁତ ସଫଳତା ହାସିଲ କରିଥିଲେ । ଏହା ପରେ ୧୯୯୨ ରେ ସେ ଫିଲ୍ମ ‘ନାଲୟା ଥିରପୁ’ ରେ ମୁଖ୍ୟ ଅଭିନେତା ରୂପେ କାମ କରିଥିଲେ । ତାଙ୍କର ସେଇ ସାନଦାର ଅଭିନୟକୁ ଦେଖି ବହୁତ ନିର୍ମାତା ପ୍ରଭାବିତ ହୋଇଥିଲେ ଓ ତାଙ୍କ ଫିଲ୍ମରେ ଅଫର ଦେଇଥିଲେ ।

ସେ ଏହି ସବୁ ଫିଲ୍ମକୁ ସ୍ଵୀକାର କରିଥିଲେ ସଫଳତା ବହୁତ ହାସିଲ ମଧ୍ୟ କରିଥିଲେ । ବର୍ତମାନ ସେ ତାଙ୍କର ଆସୁଥିବା ଫିଲ୍ମ ମାଷ୍ଟର ଶୁଟିଙ୍ଗରେ ବ୍ୟସ୍ତ  ଅଛନ୍ତି, ଯାହା ୨୦୨୦ ରେ ଆସିବ ।ଯଦି ଆଲୋଚନା କରିବା ତାଙ୍କ ସ୍ତ୍ରୀ ବିଷୟରେ ତାଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଅଟେ । ପେଷାରେ ସେ ଜଣେ ବିଜନେସ ଓମ୍ୟାନ ଅଟନ୍ତି ।

ବହୁତ ବଡ ଘର ଝିଅ ଅଟନ୍ତି । ଯଦି ଜାଣିବା ତାଙ୍କ ଲବ ଷ୍ଟୋରି ବିଷୟରେ ତାଙ୍କ ଦେଖା ଗୋଟେ ଶୁଟିଙ୍ଗ ସେଟରେ ହୋଇଥିଲା । ଯେଉଁଠି ବିଜୟ ତାଙ୍କର ଫିଲ୍ମ ଶୁଟିଙ୍ଗରେ ବ୍ୟସ୍ତ ଥିଲେ, ଶୁଟିଙ୍ଗ ବ୍ରେକ ସମୟରେ ସଂଗୀତା ତାଙ୍କ ପାଖକୁ ଆସିଥିଲା ଓ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଦେଇଥିଲେ ।

ସେଠାରେ ବିଜୟକୁ ପ୍ରଥମ ନଜରରେ ସଂଗୀତା ସହିତ ପ୍ରେମ ହୋଇଥିଲା । ବିଜୟ ଡେରିନକରୀ  ସଂଗୀତାକୁ ପ୍ରପୋଜ କରିଥିଲେ । ସଂଗୀତା ମଧ୍ୟ ତାଙ୍କୁ ଭଲ ପାଉଥିଲେ  ସେ ମଧ୍ୟ ହଁ କହିଥିଲେ । ବିଜଯ ଧର୍ମରେ ଖ୍ରୀଷ୍ଟିୟାନ ଅଟନ୍ତି ଓ ସଂଗୀତା ହିନ୍ଦୁ ଅଟନ୍ତି । ତାଙ୍କ ପ୍ରେମ ଭିତରେ କେବେ ଧର୍ମର ପ୍ରତିବନ୍ଧକ ଆସିନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *