Southର ସୁପର ଯୋଡି Naga Chaitanya ଓ Samantha Akkineni ନେବାକୁ ଯାଉଛନ୍ତି ତଲାକ, ଜାଣନ୍ତୁ କଣ ପାଇଁ 4 ବର୍ଷ ପରେ ଭାଙ୍ଗିଲା ବିବାହ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦିନ ମାନଙ୍କରେ ସାଉଥ ଇଣ୍ଡଷ୍ଟ୍ରିର ସୁପର ଯୋଡି ଅଭିନେତ୍ରୀ ସାମନ୍ଥା ଅକନେନୀ ଓ ଅଭିନେତା ନାଗା ଚୈତନ୍ୟଙ୍କ ସ-ମ୍ପ-ର୍କକୁ ନେଇ ଖୁବ ଜୋରରେ ଚର୍ଚ୍ଚା ଲାଗି ରହିଥିଲା । ସାଉଥ ଜଗତର ସୁପର ଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ସାଉଥ ଜଗତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ଅନେନୀ ଦୁହେଁ ପରସ୍ପରକୁ ପ୍ରେମ କରି ୨୦୧୭ ଅକ୍ଟୋବର ୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ବିବାହର ଠିକ ୪ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି ବୋଲି ନିଜେ ସାମନ୍ଥା ସୂଚନା ଦେଇଛନ୍ତି । ଦୁହେଁ ନିଜର ଅଲଗା ହେବା କଥାକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ପୋଷ୍ଟ କରିଛନ୍ତି ।

ଏହି ଖବର ପ୍ରଚାର ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ନିରାଶ ହୋଇଛନ୍ତି । ଦୁହିଙ୍କର ସ-ମ୍ପ-ର୍କକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେବା ସହ ଅନେକ କାରଣ ଗୁଡିକ ସାମନାକୁ ଆସିଥିଲା । ସାମନ୍ଥା ପୋଷ୍ଟ କରି ଲେଖିଛନ୍ତି ଯେ ତାଙ୍କର ଓ ନାଗା ଚୈତନ୍ୟଙ୍କ ମଧ୍ୟରେ ଯେଉଁ ବନ୍ଧୁତା ଥିଲା ତାହା ଆଗକୁ ବଳବତ୍ତର ରହିବ । ସେ ନିଜର ସ୍ତ୍ରୀ ଧର୍ମ ବେଶ ଭଲ ବାହାବେ ନିବହାଇବା ସହ ଦୁହେଁ ଦୁହିଙ୍କ ପ୍ରତି ସମ୍ମାନ ମଧ୍ୟ କରନ୍ତି । ଅନେକ ବିଚାର ବିମର୍ଶ ପରେ ଦୁହେଁ ପରସ୍ପର ସହ ଏକାଠି ରହି ପାରିବେ ନାହି ବୋଲି ସାମନ୍ଥା ମତ ପ୍ରକାଶ କରିଛନ୍ତି । ୨୦୧୦ରେ ଦୁହେଁ ଶୁ-ଟି-ଙ୍ଗ ସେ-ଟରୁ ଡେଟ କରିବା ଆରମ୍ଭ କରିଥିଲେ ଓ ପରେ ଦୁହିଙ୍କ ମଧ୍ୟରେ ପ୍ରେମ ସ-ମ୍ପ-ର୍କ ଗଢି ଉଠିଥିଲା ।

ଗୋଆରେ ଏହି ଦୁଇ ଯୋଡିଙ୍କର ମ୍ୟାରେଜ ଖୁବ ଧୂମଧାମରେ ସେଲିବ୍ରେସନ ହୋଇଥିଲା । ଦୁହେଁ ବି-ଛେ-ଦ ହେବାର ମୁଖ୍ୟ କାରଣ ଯାହା ସାମନାକୁ ଆସିଛି ତାହା ହେଉଛି ନାଗା ଚୈତନ୍ଯ ନିଜର ପରିବାର ବିଷୟରେ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ସାମନ୍ଥା ନିଜର ଅଭିନୟ କ୍ଯାରିୟରକୁ ଅଧିକ ଗୁରୁତ୍ଵ ଦେଉଥିଲେ । ଯାହା ଫଳରେ ଦୁହିଙ୍କ ମଧ୍ୟରେ ମ-ତ-ଭେ-ଦ ଦେଖା ଯାଇଥିଲା । ଦୁହିଙ୍କ ସ-ମ୍ପ-ର୍କରେ ମ-ତ-ଭେ-ଦ ଚାଲିଥିଲା ବୋଲି ସେତେବେଳେ ଜଣା ପଡିଥିଲା ଯେବେ ସାମନ୍ଥା ନିଜର ସର ନେମ ଟ୍ବିଟରୁ ହଟାଇ ଥିଲେ । ଏହାକୁ ଆଧାର କରି ଜଣା ପଡିଥିଲା ଯେ ଦୁହିଙ୍କ ସ-ମ୍ପ-ର୍କରେ ଅନେକ ଦିନ ହେବ ଫାଟ ସୃଷ୍ଟି ହୋଇଛି ।

ଏଥିପାଇଁ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଥିଲେ । ଶେଷରେ ଅନେକ ବିଚାର ପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ଗୋଟେ ସମୟରେ ସାମନ୍ଥା ନାଗା ଚୈତନ୍ଯଙ୍କ ଜନ୍ମଦିନରେ ମହଦୀ ଯୋଗ ଦେଇ ନ ଥିଲେ । ଦୀର୍ଘ ୪ ବର୍ଷର ସ-ମ୍ପ-ର୍କକୁ ଦୁହେଁ ବହୁତ ଜଲ୍ଦି ଶେଷ କରିବାକୁ ଯାଉଛନ୍ତି । ଦୁହିଙ୍କର ଚତୁର୍ଥ ବାର୍ଷିକ ମହୋଶ୍ଚବ ଆସିବା ପୂର୍ବରୁ ଦୁହେଁ ପରସ୍ପର ଠାରୁ ଅଲାଗ ହେବାକୁ ଯାଉଛନ୍ତି । ତେବେ ଏହି ଦୁଇ ସୁପର ଯୋଡିଙ୍କ ଅଲଗା ହେବାକୁ ନେଇ ସାଉଥ ଇଣ୍ଡଷ୍ଟ୍ରି ନିରାଶ ହେବା ସହ ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ନିରାଶ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *