Special Story: ଓଡିଶାର ଦିବ୍ୟାଙ୍ଗ ଯୁବକ ଭୀମ ସା ଏମତି କଲେ ମୋଦୀ ଓ ନବୀନଙ୍କ Mimicry, ଦେଖିଲେ ହେବେ ଆଶ୍ଚର୍ଯ୍ୟ…. Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏମିତି ଏକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି ଯାହାର ପ୍ରଦର୍ଶନ କରିଛନ୍ତି ଓଡିଆ ଯୁବକ ଦିବ୍ୟାଙ୍ଗ ଭୀମ ସା ଯିଏ ଝାରସୁଗୁଡା ପଞ୍ଚପଡା ଗାଁ ର ଅଟନ୍ତି ଯିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନକଲ କରୁଛନ୍ତି । ଏହି ଯୁବକ ଜଣକ ଏତେ ନିଆରା ଢଙ୍ଗରେ ଦୁହିଙ୍କର ନକଲ କରୁଛନ୍ତି ଯାହା ନ ଶୁଣିଲେ ବିଶ୍ଵାସ କରିହେବ ନାହି । ଦିବ୍ୟାଙ୍କ ହେଲେ ବି ସେ ଅନେକ କଳାର ଅଧିକାରି ଅଟନ୍ତି । ସେହି ଯୁବକ କହିଛନ୍ତି ଯେ ନବୀନ ଜି କେସେ ହୋ ଯେମିତି ମୋଦୀ କୁହନ୍ତି ।

ଏହା ପରେ କହିଛନ୍ତି ମୋର ଓଡିଶାକୁ ମୁଁ ଆପଣଙ୍କୁ ସ୍ଵାଗତ ଅକରୁଛି, ଧନ୍ୟବାଦ ନବୀନ ଜି । ଝାରସୁଗୁଡାର ଦିବ୍ୟାଙ୍ଗ ଭୀମ ସା ମିମିକ୍ରୀ କରି ଦେଖାଉଛନ୍ତି । ସେ ଫୋନ ରେ ନବୀନ ପଟ୍ଟାଙ୍କୟ ଓ ନରେନ୍ଦ୍ର ମୋଦୀ ଙ୍କ ସହ ବାର୍ତ୍ତାଳାପ କରୁଛନ୍ତି । ଦିବ୍ୟାଙ୍ଗ କହିଛନ୍ତି ନବୀନଜି ଇଲେକ୍ସନ ପାଇଁ ଆପଣ କଣ କରୁଛନ୍ତି, ଆମର ଓଡିଶା ଲୋକଙ୍କ ପାଇଁ ବିଜୁ ସହାୟକ ଯୋଜନା, କାଳିଆ ଯୋଜନା ଦେଲି ଲୋକ ମାନଙ୍କୁ, ଆଉ ସ୍କୁଲରେ ପିଲା ମାନଙ୍କୁ ପଢିବା ପାଇଁ ବହିପତ୍ର ଦେଲି, ଆଗାମୀ ଇଲେକ୍ସନ ଜିତିଳେ ମୁଁ ଗଜପତି ସ୍କୁଲରେ ଚିକେନ ଦେବୀ ଯାହା ନବୀନ ସରକାର କୁହନ୍ତି ।

ମୋଦୀ କୁହନ୍ତି ଏସେ ନହିଁ ହେଁ ନବୀନ ଜି ହମ ତୋ ଅଗଲି ଇଲେକଷ୍ଣ ମେ କମଳା ଖିଲାଏଙ୍ଗେ । ନବୀନ କୁହନ୍ତି ନାହି ନାହି ମୋଦୀ ବାବୁ ମୋର ଓଡିଶା ବାସୀ ମତେ ଭଲ ଭାବେ ଚିହ୍ନିଛନ୍ତି । ଆପଣଙ୍କୁ ଗୁଜୁରାଟ ଲୋକ ବୋଧେ ଆପଣଙ୍କୁ ଚିହ୍ନି ନାହାନ୍ତି ତେଣୁ ମୋର ଓଡିଶା ବାସୀ ବିଜେଡି ଦଳକୁ ବହୁତ ଜୟଯୁକ୍ତ କରନ୍ତି ଯାହା ନବୀନ କୁହନ୍ତି । ଯେତେବେଳେ ନବୀନ ଓ ମୋଦୀ ଦୁହେଁ ଏକାଠି ହୋଇଥାନ୍ତି ସେହି ସମୟରେ ଯେଉଁ ସବୁ କଥା କିପରି ଭାବେ ହୋଇଥାନ୍ତି ତାହାର ନକଲ କରିଛନ୍ତି ଦିବ୍ୟାଙ୍ଗ ଭୀମ ସା । ସେ କହିଛନ୍ତି ନବୀନଙ୍କ ଭାଷାରେ ନମସ୍କାର ବନ୍ଧୁଗଣ, ଭାଇ ଭଉଣୀ ମାନେ ଆପଣଙ୍କ ପାଖକୁ ଆସି ମତେ ବହୁତ ଖୁସି ଲାଗେ ।

ନବୀନଙ୍କ ଭାଷାରେ ନୂଆଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ନବୀନଙ୍କ ଭାଷାରେ ମୋଦୀଜି କେମିତି ଅଛନ୍ତି ଆସନ୍ତୁ ଟିକେ କୁଣ୍ଢାକୁଣ୍ଡି ହେବା । ବହୁତ ଦିନରୁ ଦେଖା ସାକ୍ଷାତ ହେଲେ ଆମେ ଦୁହେଁ । ମୋଦୀଙ୍କ ଭାଷାରେ ଦେଖିଏ ନବୀନଜି ଆଗେ ହମ ଓଡିଶା ଆଏ ହେ, ଆଗେ କମଲ ଖିଲନେ ବାଲା ହେ । ନବୀନଙ୍କ ଭାଷାରେ ଦେଖନ୍ତୁ ମୋଦୀ ବାବୁ ଏଇଟା ତ ସମୟ କହିବ କିଏ ଜିଟୁଛି କିଏ ହାରୁଛି । ମୋଦୀଙ୍କ ଭାଷାରେ ଆଗେ କମଲା ଖିଲେଗା ଶଙ୍ଖ ନାହି ବଜେଗା କ୍ୟୁଇଙ୍କି ହମା ଜୋ ହେ ଆଗେ କମଳା ଖିଲେଗା କମଲା ଫୁଲ ଛାପେ ଛାପ ଏସା ହି ହୋଗା ନବୀନଜି । ଏହିପରି ଭାବେ ଓଡିଆ ଯୁବକ ଦିବ୍ୟାଙ୍କ ମୋଦୀ ଓ ନବୀନଙ୍କର ବାର୍ତ୍ତାଳାପର ନକଲ କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *