Special Report: କ୍ୟାନ୍ସର ପୀଡ଼ିତ 29 ବର୍ଷୀୟ ଯୁବକ Harischandra ସାଇକେଲକୁ କରିଦେଲେ ବାଇକ, ଦେଖନ୍ତୁ Video

ବର୍ତ୍ତମାନର ବଡ ଖବର କ୍ୟା-ନ୍ସ-ର ଭା-ଙ୍ଗି ପାରିନି ଆତ୍ମବଳ । ବୁଦ୍ଧି ଖଟାଇ ସାଇକେଲକୁ କରିଲେ ବାଇକ । ଅପାନ ମାନେ କ୍ୟା-ନ୍ସ-ର ପୀ-ଡି-ତଙ୍କୁ ଦେଖିଥିବେ । କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ସେ କ୍ୟା-ନ୍ସ-ରରେ ପୀ-ଡି-ତ ଥାଇ ମଧ୍ୟ ଏମିତି କିଛି କରିଛନ୍ତି ଯାହା ପାଇଁ ଚର୍ଚ୍ଚା ଚାଲିଛି । ଶରୀରରେ ଅନେକ ସ୍ଥାନରେ ମାଂ-ସ ପି-ଣ୍ଡୁ-ଳା ବଢି ଚାଲିଥିଲେ ମଧ୍ୟ ନିଜ ଆତ୍ମବିଶ୍ଵାସ ହରାଇ ନାହାନ୍ତି ଜଣେ ୨୯ ବର୍ଷୀୟ ଯୁବକ । କୋରାପୁଟ ପେଠା ଗାଁ ର ହରିଶଚନ୍ଦ୍ର କୁମ୍ବାରଙ୍କର ଏହି କାହାଣୀ ।

ତାଙ୍କ ଶରୀରରେ ପେଟରୁ ପିଠି ଯାଏଁ ସବୁ ଜାଗାରେ ବଢି ଚାଲିଛି ମାଂ-ସ ପି-ଣ୍ଡୁ-ଳା । ସେ ତାଙ୍କ ବୁଦ୍ଧି ବଳରେ ତିଆରି କରିଛନ୍ତି ଏକ ସୁନ୍ଦର ସାଇକେଲ ବାଇକ । ନନ୍ଦପୁର ଅଞ୍ଚଳର ମେକାନିକ ରାମଚନ୍ଦ୍ର ଗୋଲାଙ୍କ ଠାରୁ ଶିଖିଥିବା ବିଦ୍ୟାକୁ ଜୀବିକା କରି ପେଟା ଗାଁ ରେ କରିଛନ୍ତି ଏକ ଛୋଟ ଗ୍ଯାରେଜ । ସେ ଦୁଇ ଚକିଆ ଯାନର ଯନ୍ତ୍ରପାତିକୁ ବ୍ୟବହାର କରି ତିଆରି କରିଛନ୍ତି ସାଇକେଲ ବାଇକ । ଏହି ବାଇକ ଘଣ୍ଟା ପ୍ରତି ୪୦କିମି ବେଗରେ ଯାଉଥିବା ସହ ଲିଟର ପେଟ୍ରୋଲ ପିଛା ୭୦ରୁ ୮୦କିମି ମାଇଲେଜ ଦେଖାଉଛି ।

ପିଲାଦିନୁ ଆର୍ଥିକ ଅଭାବରୁ ମାତ୍ର ୫ମ ଯାଏଁ ପାଠ ପଢିଥିବା ହରିଶ ଆଜି ସ୍ଥାନୀୟ ଅଞ୍ଚଳରେ ଯୁବ ବାଇକ ମେକାନିକ ଭାବେ ପରିଚିତ ଅଟନ୍ତି । କ୍ୟା-ନ୍ସ-ରରେ ପୀ-ଡି-ତ ଥାଇ ମଧ୍ୟ ସେ ଲୋକ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଚିକିତ୍ସା ପାଇଁ ସେ କଟକର ଆଚାର୍ଜ୍ୟ ହରିହର ମେଡିକାଲରେ ପରୀକ୍ଷା କରିବା ସହ ଭୁବନେଶ୍ଵରର ନୀଳାଚଳ ହସ୍ପିଟାଲରେ ଅସ୍ତ୍ରୋପଚାର କରିବା ସତ୍ବେ ମାଂ-ସ ପି-ଣ୍ଡୁ-ଳା ଗୁଡିକ ବଢିବାରେ ଲାଗିଛି । ତାଙ୍କୁ କେମୋ ଥେରାପି ଓ ଅସ୍ତ୍ରୋପଚାର ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହି ସାଇକେଲ ବାଇକ ତିଆରି କରିବା ପାଇଁ ହରିଶଙ୍କୁ ୨୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । କୋରୋନା ମ-ହା-ମା-ରୀ ସମୟରେ ଘରେ ନ ବସି ଏମିତି ନିଆରା କାମ କରି ଦେଖାଇଛନ୍ତି କ୍ୟା-ନ୍ସ-ର ପୀଡ଼ିତା ହରିଶଚନ୍ଦ୍ର । ମାଂ-ସ ପି-ଣ୍ଡୁ-ଳା ତାଙ୍କ ଶରୀରରେ ବଢିବା କାରଣରୁ ଜୀବନ ପ୍ରତି ବିପଦ ଅଛି ଜାଣି ମଧ୍ୟ ହରିଶ ନିଜ ଜୀବନକୁ ହସି ହସି କାଟୁଛନ୍ତି । ଯଦି ସରକାର ଓ ଅନ୍ୟ କୌଣସି ବ୍ୟକ୍ତି ତାଙ୍କୁ ଆର୍ଥିକ ସାହାଯ୍ୟର ହାତ ବଢାଇବେ ତେବେ ସେ କ୍ୟା-ନ୍ସ-ର ଭଳି ମା-ରା-ତ୍ମ-କ ରୋଗକୁ ଏଡାଇ ଦେଇ ଦେଖିଥିବା ସ୍ଵପ୍ନ କୁ ଆହୁରି ଆଗକୁ ନେବାରେ ସଫଳ ହୋଇ ପାରନ୍ତେ । ସେ ଏତେ ସୁନ୍ଦର ଭାବେ ସାଇକେଲ ବାଇକ ତିଆରି କରିଛନ୍ତି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ।

ବନ୍ଧୁଗଣ ଯଦି ଆପଣ ମାନେ ହରିଶଙ୍କୁ କୌଣସି ପ୍ରକାରର ଆର୍ଥିକ ସାହାଜ୍ଯ କରିବେ ତେବେ ସେ କ୍ୟା-ନ୍ସ-ରରୁ ମୁ-କ୍ତି ପାଇ ପାରିବେ । ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *