Special Scheme : ମାସକୁ 1500 ଟଙ୍କା Deposit କରି ପାଆନ୍ତୁ 35 ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିନକୁ ମାତ୍ର ୫୦ ଟଙ୍କା ଦିଅନ୍ତୁ । ମାସକୁ ୧୫୦୦ ଟଙ୍କା ଜମା କରି ପାଆନ୍ତୁ ବର୍ଷକୁ ୩୫ ଲକ୍ଷ ଟଙ୍କା । ଏମିତି ସୁଯୋଗ ଆଣି ଦେଇଛି ଆପଣଙ୍କ ଘର ପାଖରେ ଥିବା ପୋଷ୍ଟ ଅଫିସ । ମାର୍କେଟରେ ନିବେଶ କରି ଟଙ୍କା କମାଇବା ପାଇଁ ଅନେକ ଲୋକ ଚେଷ୍ଟା କରିଥାନ୍ତି । କିଛି କ୍ଷେତ୍ରରେ ଏହା ସଫଳ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଲସ ହୋଇଥାଏ । ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ଆଣିଛି ଗ୍ରାମ ସୁରକ୍ଷା ଯୋଜନା । ଏହା ଏମିତି ଏକ ସ୍କିମ ଯେଉଁଥିରେ ସାଧାରଣ ଲୋକ ମାନେ ଏହାର ସୁବିଧା ପାଇ ପାରିବେ । ଏବେ ଆସନ୍ତୁ ଜାଣିବା ଏହି ସ୍କିମ କରିବା ପାଇଁ କଣ କରିବାକୁ ପଡିବ ।

ସୂଚନା ଯୋଗ୍ୟ ୧୯ରୁ ୫୫ ବର୍ଷ ମଧ୍ୟରେ କୌଣସି ବ୍ୟକ୍ତି ଭାରତୀୟ ନାଗରିକ ଗ୍ରାମ ସୁରକ୍ଷା ଯୋଜନାକୁ ନେଇ ପାରିବେ । ଏହି ଯୋଜନାରେ ସର୍ବନିମ୍ନ ବୀମା ରାଶି ୧୦,୦୦୦ ନ୍ତାଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ଯାଏଁ ନିବେଶ କରିହେବ । ଯୋଜନାର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୟ ମାସିକ, ଅର୍ଦ୍ଧବାର୍ଷିକ ବା ବାର୍ଷିକ କରି ପାରିବେ । ସବୁତହରୁ ଖାସ କଥା ହେଉଛି ଏହି ବୀମା ଯୋଜନାରେ ରୁଣ ସୁବିଧା ମଧ୍ୟ ରହିଛି । ପଲିଶି କିଣିବାର ୪ ବର୍ଷ ପରେ ଜେଣ ବ୍ୟକ୍ତି ରୁଣ ସୁବିଧାର ଲାଭ ଉଠାଇ ପାରିବେ । କେବଳ ଏତିକି ନୁହେଁ ବରଂ ପଲିଶି ସରେଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।

୩ ବର୍ଷ ପରେ ଜଣେ ଗ୍ରାହକ ପଲିଶିକୁ ସରେନ୍ଦ୍ର କରିବାର ବିକଳ୍ପ ଚୟନ କରି ପାରିବେ । ଏହି ସମୟରେ ଆପଣଙ୍କୁ ଏହା ସହ ଜଡିତ କୌଣସି ଲାଭ ମିଳି ନ ଥାଏ । ଯଦି ଜଣେ ବ୍ୟକ୍ତି ୧୯ ବର୍ଷର ଥିବେ ଓ ସେ ଗ୍ରାମ ସୁରକ୍ଷା ପଲିଶି କିଣନ୍ତି ତେବେ ମାସିକ ପ୍ରିମିୟମ ୧୫୧୫ ଟଙ୍କା ଦେବାକୁ ପଡିବ । ପଲିଶି କେର୍ତ୍ତାକୁ ୫୫ ବର୍ଷ ପାଇଁ ୩୧.୭୦ ଲକ୍ଷ ଟଙ୍କା ଓ ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଟଙ୍କା ମ୍ୟାଚୁରୀତି ବେନିଫିଟ ମିଳିବ ।

୬୦ ବର୍ଷ ପାଇଁ ମ୍ୟାଚୁରୀତି ବେନିଫିଟ ୩୪.୬୦ ଲକ୍ଷ ଟଙ୍କା ରହିବ । ଯଦି ଆପଣ ମାନେ ଗ୍ରାମ ସୁରକ୍ଷା ଯୋଜନା ସୁବିଧା ପାଇବାକୁ ଚାହୁଁଛନ୍ତି ତେବେ ନିକଟତର ପୋଷ୍ଟ ଅଫିସ ଯାଇ ଏହାର ସଠିକ ସୂଚନା ନିଅନ୍ତୁ । ଏହା ସହ ଅଫିସିଆଲ ୱେବ ସାଇଟ ବା ଟୋଲ ଫ୍ରି ନମ୍ବରରେ ଫୋନ କରି ଜାଣି ପାରିବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *