ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଏହି 5ଟି ଜିନିଷ ଚଢାଇବା ଦ୍ଵାରା ହୋଇଥାଏ ଘୋର ପାପ, ଆପଣ କରୁ ନାହାନ୍ତି ତ ଏହି ଭୁଲ

ଶ୍ରାବଣ ମାସରେ ହିନ୍ଦୁ ଧର୍ମରେ ବହୁତ ମହତ୍ଵ ହୋଇଥାଏ । ଶ୍ରାବଣ ମାସରେ ବ୍ରତ ଓ ପର୍ବର ରାଜା ଯଦି କୁହାଯିବ ତେବେ ଭୁଲ ହେବନି । ଏହି ମାସରେ ବହୁତ ଦିନ ଏମିତି ଆସେ ସାହୁ ଦେବା ଦେବୀଙ୍କର ପୂଜା କରାଯାଇଥାଏ । ଆଉ ବହୁତ ପୂଜା ପର୍ବ ମଧ୍ୟ ହୋଇଥାଏ, ଏହା ମହାଦେବଙ୍କର ଏହା ବିଶେଷ ମାସ ହୋଇଥାଏ ।

ଶ୍ରାବଣ ମାସରେ ଭଗବାନ ଶିବଙ୍କର ଉପାସନା କରାଯାଇଥାଏ । ”ଓଂ ତତ ପୁରୁସାୟ ବିଦମହେ, ମହାଦେବାୟ ଧି ମହୀ, ତନ୍ନୋ ରୁଦ୍ରାୟ ପ୍ରଚୋଦୟାତ ” । ଏହା ଶିବ ଗାୟତ୍ରୀ ମନ୍ତ୍ର ଅଟେ । ଯେତେ ସରଳ ଏହାର ଉଚାରଣ ଅଟେ ଆଉ ଯେତେ ସୁନ୍ଦର ଏହାର ଅର୍ଥ ଅଟେ । ସେତେ ଅଧିକ ଅଦଦ୍ଭୁତ ଓ ଚମତ୍କାରୀ ଏହାର ପ୍ରଭାବ ହୋଇଥାଏ ।


କାରଣ ଶ୍ରାବଣ ମାସରେ ଭଗବାନ ଶିବଙ୍କ ଆରାଧନା ଯଦି ଗାୟତ୍ରୀ ମନ୍ତ୍ର ଶକ୍ତି ମଧ୍ୟରେ କରାଯାଏ । ତେବେ ଶିବଙ୍କ କୃପା ଓ ମା ପାର୍ବତୀଙ୍କ ଆଶୀର୍ବାଦରୁ ଆମର କଲ୍ଯାଣ ନିଶ୍ଚିତ ରୂପରେ ହୋଇଥାଏ । ଏହି ଶ୍ଳୋକର ଅର୍ଥ ଏହା ହୋଇଥାଏ ହେ ପରମେଶ୍ଵର , ହେ ଆଦର୍ଶ ପୁରୁଷ ହେ ମହାଦେବ, ମୁଁ ଆପଣଙ୍କ ଚରଣରେ ପ୍ରଣାମ କରୁଛି । ଆଶୀର୍ବାଦ ଓ ବୁଦ୍ଧି ଦ୍ଵାରା ମୋର ମାର୍ଗ ଦର୍ଶନ କରନ୍ତୁ । ଆଉ ଶିବ ଙ୍କର ମୂଳ ମନ୍ତ୍ର ହେଉଛି ଓଂ ନମଃ ଶିବାୟ । ଶ୍ରାବଣ ମାସରେ କରାଯାଇଥିବା ବ୍ରତ ବିଶେଷ ରୂପରେ ଫଳଦାୟୀ ହୋଇଥାଏ । ଶ୍ରାବଣ ମାସରେ ଶିବ ଗାୟତ୍ରୀ ମନ୍ତ୍ରର ଜପ କରିବା ଦ୍ଵାରା ଦେବଙ୍କର ଦେବ ମହାଦେବ ନିଜ ଭକ୍ତ ମାନଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ।

ଏମିତିରେ ଭୋଳାନାଥଙ୍କର ସବୁ ଭକ୍ତ ଉପରେ ବହୁତ ଆଶୀର୍ବାଦ ରହିଥାଏ । କିନ୍ତୁ ଶ୍ରାବଣ ମାସରେ ମହାଦେବ ନିଜ ଭକ୍ତଙ୍କ ଉପରେ ବହୁତ ଅଧିକ କୃପାଳୁ ହୋଇଥାନ୍ତି । ଆଉ ବାବଙ୍କ ଉପରେ ଆସ୍ଥା ରଖିଥିବା ଭକ୍ତ ପୁରା ଭକ୍ତିର ସହିତ ପୂଜା ଓ ଆରାଧନା କରିଥାଏ । ବୋଲାବାବ ତାଙ୍କର ସବୁ ମନୋସ୍କାମନା ପୂର୍ଣ କରିଥାନ୍ତି । ବାବା ଭୋଳାନାଥଙ୍କୁ କିଛି ଜିନିଷରେ ପ୍ରସନ୍ନ କରିହେବ । କିନ୍ତୁ ମହାଦେବଙ୍କର ପୂଜା କରିବା ସମୟରେ କିଛି ନିୟମର ପାଳନ କରିବା ବହୁତ ଆବଶ୍ୟକ ହୋଇଥାଏ ।


ମହାଦେବ ବୈରାଗୀ ଅଟନ୍ତି । ତାଙ୍କ ପୂଜା କରୁଥିବା ସମୟରେ ତାଙ୍କୁ କେବେ ଶୃଙ୍ଗାର ବସ୍ତୁ ଅର୍ପଣ କରନ୍ତୁ ନହିଁ । କୁମକୁମ ଆଉ ହଳଦୀ ମଧ୍ୟ ଚଢାନ୍ତୁ ନହିଁ । ଅକ୍ଷତ ଅର୍ପଣ କରିବା ସମୟରେ ଧ୍ୟାନରେ ରଖିବେକି ଚାଉଳ ଅଖଣ୍ଡ ଥିବ । ଆଉ ଭଙ୍ଗା ନଥାଉ । ତୁଲସୀ ପତ୍ର, କେତକୀ ଫୁଲ, ଭଗବାନ ଶିବଙ୍କ ପୂଜାରେ ବର୍ଜିତ ଅଛି । ଲାଲ ରଙ୍ଗ ଫୁଲ ଅପେକ୍ଷା ଧଳା ରଙ୍ଗର ଫୁଲ ଅର୍ପଣା କରନ୍ତୁ । ବାବଙ୍କ ଉପରେ କେବେ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନହିଁ । ଶିବ ପୁରାଣରେ ଏମିତି କରିବା ବର୍ଜିତ ରହିଛି । ମହାଦେବଙ୍କ ପୂଜାରେ ନଡିଆର ଉପଯୋଗ କରନ୍ତୁ ନହିଁ ।

କାରଣ ନଡିଆ ଶ୍ରୀ ମାନେ ଲକ୍ଷ୍ମୀଙ୍କର ପ୍ରତୀକ ଅଟେ । ଯାହାର ସମ୍ବନ୍ଧ ଭଗବାନ ବିଷ୍ନୁଙ୍କ ଠାରେ ରହିଛି । ଶିବ ଲିଙ୍ଗ ଉପରେ ନଡିଆ ପାଣି ଅର୍ପଣ କରନ୍ତୁ ନହିଁ । ମହାଦେବଙ୍କୁ ବେଳ ପତ୍ର ଚଢଉଥିବା ସମୟରେ ଧ୍ୟାନ ରଖିବେ ସେଥିରେ ତିନୋଟି ପତ୍ର ଥିବ । ଆଉ ସେ ଫଟା ବାଲା ନଥିବ । ମହାଦେବଙ୍କ ପୂଜାରେ କଳା ତିଳର ଉପଯୋଗ କରନ୍ତୁ ନହିଁ ନା କଳା ରଙ୍ଗର କପଡା ପିନ୍ଧିକି ଯିବ । ସମ୍ଭବ ହେଲେ ଶ୍ରାବଣ ମାସରେ କଳା ରଙ୍ଗର କପଡା ପିନ୍ଧନ୍ତୁ ନହିଁ । ମହାଦେବଙ୍କ ଅଭିଷେକ କାଲେ କଞ୍ଚା କ୍ଷୀରରେ ଅଭିଷେକ କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *