ଶ୍ରାବଣ ମାସରେ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଅଲୌକିକ ଦୃଶ୍ୟ, ଶିବଲିଙ୍ଗ ପାଖରେ ଫଣା ଟେକି ଠିଆ ହୋଇଛନ୍ତି ସ୍ଵୟଂ ନାଗରାଜ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଶ୍ରାବଣ ମାସର ସୋମବାର ଦିନ ବହୁତ ଶ୍ରଦ୍ଧା ଓ ଭକ୍ତି ର ସହ ମହାଦେବା ଙ୍କ ପୂଜା ଆରାଧନା କରାଯାଏ । ତେବେ କିଛି ଲୋକ ମାନେ ଶ୍ରାବଣ ମାସର ପ୍ରତେକ ସୋମବାର ଦିନ ପାଣି ଭାର ନେଇ ଶିବ ମନ୍ଦିର ଯାଇଥାନ୍ତି । ଏପରି କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେବେ ଆଜିର ଆମର ଏହି ଲେଖା ରେ ଏମିତି କିଛି ଅଦ୍ଭୁତ ଘଟଣା ବିଷୟରେ ଉଲ୍ଲେଖ ରହିଛି ଯେଉଁ ଠାରେ ସ୍ଵୟଂ ନାଗ ଦେବତା ଦର୍ଶନ ଦେଇଛନ୍ତି ।

ସୂଚନା ଅନୁସାରେ ଶ୍ରାବଣ ଆମସର ଶେଷ ସୋମବାର ଦିନ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ହୁଏ ଆଗରୁ କେବେ କେହି ଦେଖି ନ ଥିବେ । ଏହି ଭିଡିଓ ରେ ଶିବ ଲିଙ୍ଗ ପାଖରେ ସ୍ଵୟଂ ନାଗ ଦେବତା ପ୍ରକଟ ହୋଇ ଥିବାର ଜଣା ପଡୁଛି ।

ଏହି ଅଦ୍ଭୁତ ଘଟଣା ଟି ଘଟିଛି ହରିଶଙ୍କର ର ଶିବ ମନ୍ଦିର ରେ । ଯେଉଁ ଠାରେ ସ୍ଵୟଂ ନାଗ ଦେବତା ଦର୍ଶନ ଦେଇଛନ୍ତି ଯାହାକୁ ଦେଖିବା ପରେ ସେଠାରେ ଥିବା ଭକ୍ତ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଫଣା ଟେକି ନାଗ ଦେବତା ଠିଆ ହେବାର ଦୃଶ୍ୟ ଏହି ଭିଡିଓ ରେ ଜଣା ପଡୁଛି ।

ଭକ୍ତ ମାନେ ନାଗ ଦେବତା ଙ୍କୁ ଦେଖିବା ପରେ ତାଙ୍କର ଦର୍ଶନ କରିଥିଲେ । ଅନେକ ଲୋକ ମାନଙ୍କର ଭିଡ ଜମି ଥିଲା ନାଗ ଦେବତାଙ୍କୁ ଦେଖିବା ପାଇଁ । ତେବେ ଏହା ହୁଏ ତ ପ୍ରଥମ ଥର ପାଇଁ ହୋଇପାରେ ଯେ ଶ୍ରାବଣ ମାସର ଶେଷ ସୋମବାର ଦିନ ଏପରି ଅଦ୍ଭୁତ ଓ ଚମତ୍କାର ଘଟଣା ଘଟିଛି । ମହାଦେବ ହେଉଛନ୍ତି ବିନାଶକାରୀ ତଥା ପୁରା ବିଶ୍ଵ ସଂହାର କର୍ତ୍ତା । ମହାଦେବ ଙ୍କ କୃପା ରହିଲେ ବ୍ୟକ୍ତି ଜୀବନରେ ସଫଳତା ଆସିବା ସହ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

କିନ୍ତୁ କେହି ବ୍ୟକ୍ତି କେବେ ବିଶ୍ଵାସ କରି ନ ଥିବ ଯେ ସେ ନିଜ ଆଖି ଆଗରେ ସ୍ଵୟଂ ନାଗ ଦେବତା ଙ୍କୁ ଦେଖିବ । ଏହି ଘଟଣା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ପ୍ରଭୁ ନାଗ ଦେବତା ଙ୍କର ଦର୍ଶନ କରି ସେଠାରେ ଥିବା ଭକ୍ତ ମାନେ ନିଜକୁ ଧନ୍ଯ ମନେ କରିଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *