ଶ୍ରାବଣ ବ୍ରତ ଏହି 5ଟି ମହିଳା ଭୁଲରେ ବି ରଖନ୍ତୁ ନାହିଁ… ଲାଗିବ ଭୟଙ୍କର ପାପ, ମହାଦେବ ହେବେ କ୍ରୋଧିତ

ଏହି ପବିତ୍ର ମାସରେ ଏମିତି ମହିଳାକି ପୁରୁଷଙ୍କୁ ଶ୍ରାବଣ ମାସରେ ବ୍ରତ ରଖିବା ଉଚିତ ନୁହେଁ । ଭଗବାନ ଶିବ ହୋଇଥାନ୍ତି କ୍ରୋଧିତ । ମହାଦେବ ଏମିତି ବ୍ୟକ୍ତିଙ୍କ ସେବା କେବେବି ସ୍ଵୀକାର କରିନଥାନ୍ତି । ଧାର୍ମିକ ମହତ୍ଵ ଅନୁସାରେ ଶ୍ରାବଣ ମାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ ହୋଇଥାଏ ।

ସେଥି ପାଇଁ ଶ୍ରାବଣ ମାସରେ ବହୁତ ପୂଜା ଅର୍ଚନା କରାଯାଇଥାଏ । ଶ୍ରାବଣ ମାସ ପ୍ରେମର ମାସ ବୋଲି ମଧ୍ୟ କୁହାଯାଇଥାଏ । ଏହି ମାସରେ ଭକ୍ତ ଶ୍ରାବଣ ସୋମବାରର ବ୍ରତ ରଖିଥାନ୍ତି । ଏହି ବ୍ରତ ରଖିବା ଦ୍ଵାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି ।


ନିଜ ଭକ୍ତର ସବୁ ମନୋକମନା ପୂରଣ କରିଥାନ୍ତି । ସୁଖୀ ବୈବାହିକ କାମନା ପାଇଁ ମଧ୍ୟ ସୋମବାର ବ୍ରତ ରଖାଯାଇଥାଏ । ଶ୍ରାବଣ ମାସରେ ଲୋକ ଗଙ୍ଗା ନଦୀ ବା ଅନ୍ୟ ପବିତ୍ର ନଦୀରୁ ଜଳ ଆଣିଥାନ୍ତି । ଆଉ ଭଗବାନ ଶିବଙ୍କ ଜଳାଭିଶେଖ କରିଥାନ୍ତି । ଯାହା ଦ୍ଵାରା ଦେବା ଙ୍କ ଦେବ ମହାଦେବ ପ୍ରସନ୍ନ କରିବାର ପ୍ରୟାସ କରାଯାଇଥାଏ । ପାଞ୍ଚଟି ଏମିତି ମହିଳା ଓ ପୁରୁଷ ଥାନ୍ତି ଯେଉଁ ମାନେ କେବେବି ବ୍ରତ ରଖିବା କଥା ନୁହେଁ । ମହାଦେବ ଏମାନଙ୍କ ପୂଜା ସ୍ୱାୟକର କରିନଥାନ୍ତି । ଯଦି ଆପଣ ମଧ୍ୟ ଏଥିରେ ସାମିଲ ଅଛନ୍ତି ତେବେ ଜାଣନ୍ତୁ ଏହି ସବୁ କଥା । ସ୍ଵାମୀ ସ୍ତ୍ରୀ ଙ୍କ ପାଇଁ ଶ୍ରାବଣ ମାସର ବ୍ରତ ରଖିବା ବହୁତ ମହତ୍ଵ ପୂର୍ଣ ହୋଇଥାଏ ।

ଏହି ବ୍ରତ ସାଥି ହୋଇକଲେ ବୈବାହିକ ଜୀବନ ସାର୍ଥକ ହୋଇଥାଏ ଆଉ ସାତ ଜନ୍ମର ସାଥ ମିଳିଯାଇଥାଏ । ଯଦି ଆପଣ ହିନ୍ଦୁ ରୀତି ନୀତି ଅନୁସାରେ ସାତ ଫେରା ନେଇକି ବିବାହ କରିନାହାନ୍ତି ତେବେ ଆପଣ ଶ୍ରାବଣ ମାସର ଏହି ବ୍ରତକୁ ରଖିପାରିବେ ନହିଁ । ମନରେ କ୍ରୂର ବିଚାର ରଖୁଥିବା ବ୍ୟକ୍ତି ଶ୍ରାବଣ ମାସର ବ୍ରତ ରଖିପାରିବେ ନହିଁ । ମହାଦେବ ଏମିତି ଦୁଷ୍ଟ ଲୋକର ପୂଜା କେବେବି ସ୍ଵୀକାର କରିନଥାନ୍ତି । ଯଦି ଆମେ ଶସ୍ତ୍ର ହିସାବରେ ଜୀବ ଯଦି ମନରେ ଭୁଲ ବିଚାର ଆସିବ ବା ଅନ୍ୟ ପାଇଁ ଭୁଲ ବିଚାର ମନରେ ଆସିଥାଏ ତେବେ ଆପଣ ଶ୍ରାବଣ ବ୍ରତ କେବେବି ରଖନ୍ତୁ ନହିଁ ।


ଯେଉଁ ବ୍ୟକ୍ତି ଛାଡପତ୍ର ନେଇଥାନ୍ତି ସ୍ବାମୀଠୁ କି ସ୍ତ୍ରୀଙ୍କ ଠାରୁ ତେବେ ଏମିତି ବ୍ୟକ୍ତି କେବେବି ଶ୍ରାବଣ ମାସର ବ୍ରତ ରଖିପାରିବେ ନହିଁ । କାରଣ ଏହି ମାସ ପ୍ରେମର ପ୍ରତୀକ ମାସ ହୋଇଥାଏ । ଶେଠୀ ପାଇଁ ଆପଣ ଏହି ବ୍ରତକୁ କେବେବି ରଖନ୍ତୁ ନହିଁ । ଶାସ୍ତ୍ରରେ ରହିଛି ଯେଉଁ ପ୍ରେମୀ ଯୋଡା ଅଲଗା ଅଲଗା ରହିଥାନ୍ତି ତାଙ୍କୁ ସମୟର ସହିତ ଏକ ହୋଇଯିବ କଥା ତେବେ ଯାଇ ଇଶ୍ଵର ତାଙ୍କ ଭକ୍ତି ସ୍ଵୀକାର କରିଥାନ୍ତି । ସ୍ଵାମୀ ସ୍ତ୍ରୀ ଯଦି ମିସିକି ସ୍ଵାମୀ ସ୍ତ୍ରୀଙ୍କ ଆରାଧନା କରିଥାନ୍ତି ବହୁତ ଭଲ ଫଳ ପ୍ରାପ୍ତ ହୋଇଥାଏ ।

ଚାଣକ୍ୟଙ୍କ ଅନୁସାରେ ଗୋଟିଏ ବେଶ୍ୟାର ପୂଜା ମଧ୍ୟ ଭଗବାନ କେବେ ସ୍ଵୀକାର କରିନଥାନ୍ତି । ଏହା ଶାସ୍ତ୍ର ବିରୂଧ ହୋଇଥାଏ । ଏମିତି କରିବା ଦ୍ଵାରା ମହାପାପ ହୋଇଥାଏ । ଶ୍ରାବଣ ମାସର ଏହି ପବିତ୍ର ମାସରେ ଏମିତି ମହିଳା ମାନଙ୍କୁ ଏହି ପୂଜାରୁ ଦୂରରେ ରହିବା ଉଚିତ । ଶାସ୍ତ୍ର ଅନୁସାରେ କୁଆଁରୀ କନ୍ୟାକୁ କେବେବି ଶିବ ଲିଙ୍ଗା ସ୍ପର୍ଶ କରିବା କଥା ନୁହେଁ । ଏହା ବହୁତ ପାପ ହୋଇଥାଏ । ଯେଉଁ ଲୋକଙ୍କର ସ୍ତ୍ରୀକୁ ନେଇ ଖରାପ ବିଚାର ରହିଛି ଆଉ ବହୁତ ଗାଳି ମଧ୍ୟ ଦେଇଥାନ୍ତି ଏମିତି ବ୍ୟକ୍ତିକୁ ମହାଦେବ ନର୍କରେ ମଧ୍ୟ ଜାଗା ଦେଇନଥାନ୍ତି । ଆଉ ଭୋଳାନାଥ ଏମିତି ବ୍ୟକ୍ତିଙ୍କ ପୂଜା କେବେ ସ୍ଵୀକାର କରିନଥାନ୍ତି ।

Leave a Reply

Your email address will not be published. Required fields are marked *