ଶ୍ରାବଣ ମାସ ସୋମବାର ଦିନ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏଇ 5ଟି ଜିନିଷ, ସବୁ ମନୋସ୍କାମନା ଏବ ପୂର୍ଣ୍ଣ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ବହୁତ ଶୁଭ ବୋଲି କୁହାଯାଏ । ଶ୍ରାବଣ ମାସର ସୋମବାର ଦିନ ର କିଛି ବିଶେଷ ମହତ୍ଵ ଆମ ଶାସ୍ତ୍ରରେ ରହିଛି । ମହାଦେବଙ୍କ ପୂଜା ଆରାଧନା କରିବା ପାଇଁ ସୋମବାରକୁ ବହୁତ ଶୁଭ ବୋଲି ମାନାଯାଏ ।

ଶ୍ରାବଣ ମାସ ସୋମବାର ଦିନ ଦେବା ଦେବା ମହାଦେବଙ୍କୁ ଶ୍ରଦ୍ଧାର ସହ ପୂଜା ଆରାଧନା କରିଲେ ଏହାର ଫଳ ଅନ୍ୟ ସୋମବାର ଅପେକ୍ଷା ବହୁତ ଗୁଣା ବଢିଯାଏ । ଆଜି ଆମେ ଆପଣ ମାନଙ୍କୁ ଶ୍ରାବଣ ମାସ ସୋମବାର ଦିନ ଶିବ ଲିଙ୍ଗରେ କଣ ଅର୍ପଣ କରିଲେ ମନସ୍କାମନା ପୂରଣ ହେବ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପାଣି : ଶ୍ରାବଣ ମାସ ସୋମାବର ଦିନ ଓମ ନମହ ଶିବାୟ ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଜଳ ଅର୍ପଣ କରିଲେ ଆପଣଙ୍କର ସବୁ ମନୋସ୍କାମନା ପୂରଣ ହେବ ।

୨- କ୍ଷୀର : ଶ୍ରାବଣ ମାସ ସୋମବାର ଦିନ ଶିବ ଲିଙ୍ଗରେ କ୍ଷୀର ଢାଳିଲେ ଆପଣଙ୍କର ସବୁ ଶାରୀରିକ ରୋଗ ଭଲ ହେବ ସହ ଅନେକ ଲାଭ ମଧ୍ୟ ମିଳିବ ।

୩- ଚିନି : ଶ୍ରାବଣ ମାସର ସୋମବାର ଦିନ ଚିନି ଭଗବାନ ଶିବଙ୍କୁ ଅର୍ପଣ କରିଲେ ଆପଣଙ୍କ ଘରେ ସୁଖ ସମୃଦ୍ଧିର ଆଗମନ ହେବ । ଏହା ଛଡା ଦେବ ଦେବା ମହାଦେବଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ ।

୪- ଘିଅ : ଶ୍ରାବଣ ମାସ ସୋମବାର ଦିନ ଶିବ ଲିଙ୍ଗରେ ଘିଅ ଅଭିଷେକ କରାଇଲେ ଆପଣଙ୍କୁ ଶକ୍ତି ପ୍ରାପ୍ତ ହେବ । ଯେଉଁ ମାନଙ୍କର ସନ୍ତାନ ସୁଖ ପ୍ରାପ୍ତ ହେଉ ନ ଥିବ ସେମାନେ ସନ୍ତାନ ସୁଖ ପ୍ରାପ୍ତ କରିବେ ।

୫- ମହୁ : ଯଦି ଆପଣ ନିଜର ବଚନ ବା ବାଣୀକୁ ମଧୁର କରିବାକୁ ଚାହୁଛନ୍ତି ସେଥି ପାଇଁ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଶିବ ଲିଙ୍ଗ ଉପରେ ମହୁ ଢାଳିଲେ ବା ଅଭିଷେକ କରିଲେ ଶୁଭ ଫଳ ମିଳିଥାଏ ।

୬- ଭାଙ୍ଗ : ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଶିବ ଳିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିଲେ ମହାଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । କାରଣ ଭାଙ୍ଗ ସହିତ ଭଗବାନ ଶିବଙ୍କର ଗମ୍ଭୀର ସମ୍ପର୍କ ରହିଛି । ଆପଣଙ୍କ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଥାଏ ।

୭- ଚନ୍ଦନ : ଯଦି ଶିବ ଲିଙ୍ଗରେ ଶ୍ରାବଣ ମାସର ଯେ କୌଣସି ସୋମବାର ଦିନ ଚନ୍ଦନ ଲଗାଇବେ ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ଏହା ଛଡା ଆପଣଙ୍କ ଜୀବନରେ ଅନେକ ବଡ ପରିବର୍ତ୍ତନ ମଧ୍ୟ ଆସିବ ।

୮- କେଶର : ଯଦି ଶ୍ରାବଣ ମାସର ସୋମବାର ଦିନ ଶିବ ଲିଙ୍ଗ ଉପରେ କେଶର ଅର୍ପଣ କରାଯାଏ ତେବେ ବ୍ୟକ୍ତି ଜୀବନରେ ସବୁ ସମସ୍ଯା ଦୂର ହୋଇଯିବ । ଏହା ଛଡା ଭଗବାନ ଶିବଙ୍କର ଆଶୀର୍ବାଦ ମହଦୀ ପ୍ରାପ୍ତ ହୋଇଥାଏ ।

ଏହି ପରି ଭାବେ ଶ୍ରାବଣ ମାସ ସୋମବାର ଦିନ ମହାଦେବଙ୍କ ନିକଟରେ ଏହି ସବୁ ଜିନିଷର ଅଭିଷେକ କରିଲେ ଶୁଭ ଫଳ ମିଳିଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *