ଓଡିଆ ସିରିୟଲ ଅଭିନେତ୍ରୀ Sradhaଙ୍କ ସହ ଘଟିଲା ଏମିତି କିଛି, ଶେଷରେ କାନ୍ଦି କାନ୍ଦି ଜଣାଇଲେ ଦୁଃଖ: ଦେଖନ୍ତୁ Video

ଟିଭି ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଛୋଟ ପରଦା ଠାରୁ ଆରମ୍ବ କରି ବଡ ପରଦା ଯାଏଁ ଅଭିନେତା ଓ ଅଭିନେତ୍ରୀ ମାନେ ପରିଚିତ ଅଟନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ହେବା ସହ ଅଭିନୟ କରୁଥିବା କଳାକାର ମାନଙ୍କୁ ବହୁତ ସାରା ଭଲ ପାଇବା ଦେଉଛନ୍ତି । ଟେଲିଭିଜନ ଜଗତରେ ଅନେକ ସିରିଏଲ ପ୍ରସାରିତ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଶ୍ରଦ୍ଧା ଅଚାନକ ଲାଇଭ ଆସି କଣ କହିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ” ରେ ଲିଡ ନାୟିକା ଭାବେ ଅଭିନେତ୍ରୀ ଶ୍ରଦ୍ଧା କୁ ଅଭିନୟ କରିବାର ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ଶ୍ରଦ୍ଧା ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ସେ ଲାଇଭ ଆସି କହିଛନ୍ତି କି ତାଙ୍କର ଇଂଷ୍ଟାଗ୍ରାମ ଆଇଡି ହ୍ୟାକ ହୋଇଛି । ତାଙ୍କର ପ୍ରକୃତ ଆଇଡି ଯେଉଁଥିରେ ପ୍ରିୟାଙ୍କା ରଥ ନାଁ ରେ ସେଭ ହୋଇଛି । କିନ୍ତୁ ତାଙ୍କର ଏହି ଅଫିସିଆଲ ଆଇଡି କେହି ଜଣେ ଅଜଣା ବ୍ୟକ୍ତି କାଲୀ ଦିନ ସମୟରେ ହ୍ୟାକ କରିଛି । ହ୍ୟାକ କରିବା ପରେ ତାଙ୍କ ଆଇଡିରେ ପ୍ରିୟାଙ୍କା ରଥ ଅଫିସିୟାଲ-୧ ନାଁ ରେ ଆଡ କରିଛି ।

ଶ୍ରଦ୍ଧା କହିଛନ୍ତି ଯେ ତାଙ୍କର ଫଲୋର୍ଷ ଥିଲେ ୯୯.୭, ସେ ଫଲୋ କରୁଥିଲେ ୧୪ ଜଣଙ୍କୁ । ଏହା ସହ ସେ ତାଙ୍କର ଆଇଡି ରେ ପୋଷ୍ଟ କରିଥିଲେ ୩୭୮ । ତାଙ୍କର ଶେଷ ଋଲ୍ସ ଥିଲା କ୍ଯାଟ ଗେଟପ ରେ ସେ ଏକ ଗୀତ ରେ ଭିଡିଓ କରିଥିଲେ । କିନ୍ତୁ ତାଙ୍କର ଏହି ଅଫିସିଆଲ ଆଇଡି କୁ କେହି ଜଣେ ଅଜଣା ବ୍ୟକ୍ତି ହ୍ୟାକ କରି ଏହାର ଅପବ୍ୟବହାର କରୁଛି ବୋଲି ଅଭିନେତ୍ରୀ ଶ୍ରଦ୍ଧା ଲାଇଭ ଆସି କହିଛନ୍ତି । ନିଜର ଆଇଡି ହ୍ୟାକ ହେବା ହୋଗୁ ସେ ବହୁତ ଦୁଖ ପ୍ରକାଶ କରିଛନ୍ତି ।

ତେବେ “କୁଆଁରୀ ବୋହୁ’ ସିରିଏଲର ସେ ଭଲ ବୋହୁ ହେବା ସହ ଜଣେ ଭଲ ପ୍ରେମିକା ଓ ସ୍ତ୍ରୀ ହେବାର ଖୁବ ସୁନ୍ଦର ଅଭିନୟ କରୁଛନ୍ତି । ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସୁଛି । ଆଶା କରୁଛୁ ଅଭିନେତ୍ରୀ ଶ୍ରଦ୍ଧା ଏହି ଭଳି ନିଜର ଅଭିନୟ ଆଗକୁ ଏମିତି ଜାରି ରଖନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରିୟଙ୍କା ରଥ ବା ଶ୍ରଦ୍ଧାଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମର ଏହି ବିବରଣୀ ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *