Sradhaଙ୍କ ସହ ବ୍ରେକଅପ ପରେ ଏମିତି ଦିନ କାଟୁଛନ୍ତି ଅଭିନେତା Rajesh, ଦେଖି ଆଶ୍ଚର୍ଯ୍ୟ ହେବେ

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଦମଦାର ପ୍ରଦର୍ଶନ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ସାମାଜିକ କାମ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । କିଛି କଳାକାର ମାନେ ସୋସିଆଲ ମିଡିଆରେ ନିଜର କିଛି ପର୍ଶନାଲ କଥା ଶେୟାର କରି ଦର୍ଶକ ମାନଙ୍କ ପ୍ରଶଂସା ସାଉଣ୍ଟି ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ରାଜେଶ ନିଜର ବଡ ଭାଇଙ୍କ ପୁଅ ସହ କିପରି ଟାଇମ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଟେଲିଭିଜନ ଜଗତର ଅଭିନେତା ରାଜେଶ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଟିଭି ଜଗତରେ ଅନେକ ସିରିଏଲରେ ଦମଦାର ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ବର୍ତ୍ତମାନ ତାଙ୍କ ଘରେ ଏକ ଖୁସି ଖବର ଆସି ପହଞ୍ଚିଛି । ସୂଚନା ଅନୁସାରେ ତାଙ୍କ ବଡ ଭାଇ ଙ୍କର ଗୋଟେ କୁନି ପୁଅ ହୋଇଛି । ଯାହା ସେ ରାଜେଶ ତାଙ୍କର ସବୁ ସମୟ ସ୍ପେନ୍ଡ କରୁଛନ୍ତି । ଏହି ଭିଡିଓ ରେ ରାଜେଶ କୁନି ପୁଅ ସହ ମଜାମସ୍ତି କରିବା ସହ ତା ସହ ବହୁତ ସୁନ୍ଦର ଭାବେ କଥା ହେଉଛନ୍ତି ।

ସେ ତାଙ୍କ ପୁତୁରା ସହ ଫୋଟୋ ଅପଲୋଡ କରି ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରୁଛନ୍ତି । ତାଙ୍କର ପୁତୁରା ର ନାଁ ହେଉଛି ତେଜ । ସେ ତାଙ୍କର ଶୁଟିଙ୍ଗ ରୁ ଫେରିବା ପରେ ନିଜ ପୁତୁରା ତେଜ ସହ ଖେଳୁଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଅଭିନେତ୍ରୀ ଶ୍ରଦ୍ଧାଙ୍କ ସହ ରାଜେଶଙ୍କର ସମ୍ପର୍କ ଭାଙ୍ଗିବା ପରେ ସେ ନିଜକୁ ବହୁତ ଷ୍ଟ୍ରାଙ୍ଗ କରି ରଖିଛନ୍ତି ।

ସେ ନିଜର ବାକି ସମୟ ନିଜ ପୁତୁରା ସହ ଏହି ଭଳି ଭାବେ ବିତାଉଛନ୍ତି । ସେ ତାଙ୍କ ପୁତୁରା ଙ୍କ ସହ ଭିଡିଓ କରି ତା ସହ ଖୁସି ଥିବାର ଜଣା ପଡ଼ୁଛନ୍ତି । ତେବେ ତାଙ୍କର ଅଭିନୟ ପାଇଁ ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଜେଶ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *