ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଝୁରି ଝୁରି ଚାଲିଗଲେ ଭାଇ, Pintuଙ୍କ ବିଷୟରେ କିହୀ ମେଇତି କହିଲେ Jitu… ଦେଖନ୍ତୁ Video

ଦର୍ଶକ ବନ୍ଧୁ, ବର୍ତ୍ତମାନ ଓଲିଉଡ ଜଗତର ଲୋକପ୍ରିୟ ଅଭିନେତା ତଥା ଚର୍ଚ୍ଚିତ ଚେହେରା ପିଣ୍ଟୁ ନନ୍ଦ ଙ୍କ ଦେ-ହା-ନ୍ତ କୁ ନେଇ ଚାରି ଆଡେ ଶୋ-କା-କୁ-ଳ ପରିବେଶ ଦେଖା ଦେଇଛି । ତାଙ୍କର ମୃ-ତ୍ୟୁ ପରେ ତାଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ, ସାଙ୍ଗ ସାଥି ସମସ୍ତେ ମ-ର୍ମା-ହ-ତ ହୋଇ ପଡିଛନ୍ତି । ସମସ୍ତେ ଏବେ ତାଙ୍କୁ ଝୁରି ହେଉଛନ୍ତି । କିନ୍ତୁ ବାସ୍ତବତା ହେଲା ସେ ଆଉ ଫେରିବେ ନାହି ।

ସେ ଏବେ ଅଫେରା ରାଇଜର ରାଜକୁମାର ହୋଇ ଯାଇଛନ୍ତି । ଯେଉଁଠି ଆଉ ଫେରିବେ ନାହି । ତେବେ ପିଣ୍ଟୁ ଙ୍କ ମୃ-ତ୍ୟୁ କୁ ନେଇ ତାଙ୍କର ସହ କର୍ମୀ ମାନେ ଅନେକ ମତ ଦେଉଛନ୍ତି । ଯାହା ହୃଦୟ ସ୍ପର୍ଶୀ ଅଟେ । ତେବେ ଏହାରି ମଧ୍ୟରେ ଗଣମାଧ୍ୟମରେ ଜିତୁ ଯିଏ କି ପିଣ୍ଟୁ ଙ୍କର ସହ କର୍ମୀ ଅଟନ୍ତି ସେ ଏକ ବଡ ବୟାନ ଦେଇଛନ୍ତି । ଜିତୁ ପିଣ୍ଟୁ ଙ୍କ ପରିବାର ବିଷୟରେ କିଛି ବଡ ଖୁଲାସା କରିଛନ୍ତି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ଖବର ବିଷୟରେ । ଜିତୁ କହିଛନ୍ତି ଯେ “ସେ ସବୁ ଜିନିଷ କୁହନ୍ତି ନାହି । ଏମିତି ବାଲାନ୍ସ କରି କୁହନ୍ତି ଯେମିତି ତାଙ୍କ ପରିବାରର ନାଁ ଟା ବାହରେ ନ ପଡୁ । ସେ ଭିତରେ ଯାହା ବି ଜାକି କି ରଖିଥିଲେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ନିଜ ପରିବାରର ଚିନ୍ତା ଅଧିକ କରୁଥିଲେ ପିଣ୍ଟୁ । ଜଣେ ପୁରୁଷ ଭିତରେ କାନ୍ଦେ ନିଜର ଦୁଖ କଷ୍ଟ ବାହାରେ ଦେଖାଇ ପାରେ ନାହି ।

ପିଣ୍ଟୁ ଭାଇ ଯଦି ପ୍ରଥମରୁ ନିଜର ସ୍ୱାସ୍ଥ୍ୟ ବିଷୟରେ ଜଣାଇଥାନ୍ତେ ତେବେ ହୁଏ ତ ଆଜି ଆମ ଗହଣରେ ଥାନ୍ତେ । ଭାରି ଦୁଖ ଲାଗୁଛି । କାହିଁଙ୍କି ନା ମୋତେ ଜିତୁଆ ଡାକିବାକୁ ଆଉ କେହି ନାହାନ୍ତି । ସେ ଡାକ ମୁଁ ଆଉ ପାଇବି ନାହି । ସମସ୍ତେ ସମସ୍ତଙ୍କ ବାଟରେ ଥାନ୍ତି । ଯେବେ ତାଙ୍କର ପାରିବାରିକ ବିବାଦ ହେଲା ସେତେବେଳେ ପିଣ୍ଟୁ ଭାଇ ମୋର ଆକ୍ଟ ସିନେମା କରୁଥିଲେ ଜଗତସିଂପୁର ରେ ।

ସେତେବେଳେ କହିଲେ ଜିତୁଆ ରେ ଆଉ ବଞ୍ଚିବୀ ନାହି । ଆଉ ଦୁନିଆରେ କିଛି ନାହି ଆଉ ଭଲ ଲାଗୁ ନାହି ମୋତେ । ସେହି ପରିସ୍ଥିତି ସମୟ ଗୁଡାକ ଆଉ ମନେ ପଡୁଛି । ତାଙ୍କର ମୋର ସମ୍ପର୍କ ବହୁତ ଗଭୀର ଥିଲା । ମୁଁ କହିବି ଯଦି ଆମେ ସଚେତନ ହେବା ସଜାଡି ହେବା ହୁଏ ତ ଆମେ ଜିତି ପାରିବା । କିନ୍ତୁ ଯଦି ଆମେ ଅନ୍ୟ କାହାର ପ୍ରଭାବରେ ପଡିବା ତେବେ ବଳି ପଡିବା” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *