ସିରିୟଲ Jay Shri Krishnaରେ କରିଥିଲେ କୃଷ୍ଣଙ୍କ ଛୋଟବେଳର ଅଭିନୟ, ଆଜି ଦେଖି ଚିହ୍ନିବା କଷ୍ଟ

ଆପଣ ମାନେ ଜାଣିଛନ୍ତି କି ଅଭିନୟ ଦୁନିଆରେ ଅନେକ ଚେହେରା ଅଛି । ତା ଭିତରୁ କିଛି ସଫଳ ଥିବା ବେଳେ କିଛି ଚେହେରା ବିଫଳ ଥାନ୍ତି । ତେବେ କେତେକଙ୍କ ଭାଗ୍ୟ ଏକ ସିରିୟାଲ ରୁ ଆରମ୍ଭ ହୋଇ ଥିବା ବେଳେ କିଛି ଲୋକଙ୍କ ଅଭିନୟ ସେହି ଠାରେ ଶେଷ ହୋଇ ଯାଏ । ଏହି ଭଳି କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଇଛା ରେ ଏହି ଦୁନିଆକୁ ଆସିଥିବା ବେଳେ କିଛି ଅଭିନେତ୍ରୀ

ନିଜ ମାତା ଓ ପିତାଙ୍କ ଦ୍ଵାରା ଆସି ଥାନ୍ତି । ଯେଉଁ ଚରିତ୍ରରେ ଅଭିନୟ କରି ଥାନ୍ତି ସେମାନେ ସେହି ଚରିତ୍ରରେ ସେମାନେ ଆଗକୁ ଚାଲି ମଧ୍ୟ । ଦର୍ଶକ ମାନେ କିଛି ଚରିତ୍ରକୁ ବାର ବାର ଦେଖିବା ପାଇଁ ଭଲ ପାଇ ଥାନ୍ତି । ତେବେ ଆଜି ଆମେ କଥା ହେବା ପାଇଁ ଯାଉଛୁ ଆଜି ଶିଶୁ କଳା କାର ମାନଙ୍କ ବିଷୟରେ ।

ଯଦି ଆମେ ଶିଶୁ କଳା କାର ମାନଙ୍କୁ ଦେଖିବା ତାହେଲେ ତାଙ୍କ ମଧ୍ୟରୁ ଅନେକ ଚରିତ୍ର ଖୁବ ସଫଳ ହୋଇ ଛନ୍ତି । କିନ୍ତୁ କହିବା ପାଇଁ ଗଲେ ଦେଖିବା କି ଏହି କଳା କାର ମାନେ ବଡ ହୋଇ କିଭଳି ଅଭିନୟ କରୁଛନ୍ତି ତାହା ଦର୍ଶକ ଦେଖି ନାଥନ୍ତି । କିନ୍ତୁ ସେମାନଙ୍କ ଛୋଟ ବେଳର ଅଭିନୟ ସବୁଙ୍କ ମନରେ ଚାପ ଛାଡି ଦେଇ ଥାଏ ।

ଏହି ଶିଶୁ କଳା କାର ମାନେ ଏବେ ବଡ ହୋଇ ଅନେକ ଅନ୍ୟ ଚରିତ୍ର ମାଧ୍ୟମରେ ଆମ ଆଗକୁ ଆସିଲେଣି ମାତ୍ର ବୟଶ ସହ ସେମାଙ୍କ ଚେହେରାରେ ପରିବର୍ତ୍ତନ ପାଇଁ ଆମେ ତାଙ୍କୁ ଜାଣି ପାରି ନଥାଉ । ଆପଣଙ୍କୁ କଣ ଲାଗୁଛି ଏହି ଛୋଟ ଅଭିନେତା ଅଅଭିନେତ୍ରୀ ମାନେ ଆମ ସାମନାକୁ ଆସିଲେ ଆମେ କିଭଳି ଭାବେ ତାଙ୍କୁ ଜାଣିବା । ଯଦି ଆମେ ତାଙ୍କ ନାମ ଯାନୀଥିବା ଓ ତାଙ୍କ ବିଷୟରେ ଜାଣିଥିବା ତାହେଲେ ଆମେ ତାଙ୍କ ସାମନାକୁ ଆସି ପାରିବା ।

ତେବେ ଆସନ୍ତୁ ଜାଣିବା କି ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ଛୋଟ ବେଳେ କୃଷ୍ଣ ଙ୍କ ବାଲ୍ୟ କାଳର ଅଭିନୟ କରିଥିବା ଏହି ଝିଅଟି ଏବେ କିଭଳି ଦେଖା ଯାଉଛି । କଲର୍ଷ ଟିଭି ରେ ଦେଖାଇ ଥିବା “ଜୟ ଶ୍ରୀ କୃଷ୍ଣ” ରେ ଏକ ଛୋଟ ଝିଅ ଅଭିନୟ କରିଥିଲା ତାହାର ନାମ ହେଉଛି ଧୃତି ଭାଟିଆ । ଏହାକୁ ଦେଖିକି ଦର୍ଶକ ନା କେବଳ ତା ନିରୀଶ ମୁହଁ ଓ ହାସରେ ମୋହିତ ହୋଇ ଥିଲେ ବରଂ ସେମାନେ ଏହି କୁନି ଝିଅ ଭିତରେ ଭଗବାନ କୃଷ୍ଣ ଙ୍କ ପ୍ରତିମା ଦେଖି ଥିଲେ ।

୨୦୦୮ ରେ ଅଭିନୟ କରିଥିବା ଦୃତି ଭାଟିଆ ଏବେ ୧୪ ବର୍ଷର ହୋଇ ଗଲେଣି । ସେ ଏହା ପରେ ଆହୁରି କିଛି ସିରିୟାଲ ରେ ଅଭିନୟ କରିଥିଲେ । ସେଗୁଡିକ ହେଉଛି । “ଇସ ପୟାର କୋ କ୍ଯା ନାମ ଦୂ “,”ମାତା କା ଚୋକି ” ଭଳି ସିରିୟାଲ ରେ ଅଭିନୟ କରିଥିଲେ । ମାତ୍ର ତାଙ୍କୁ ଅଧିକ ଲୋକ ପ୍ରିୟ ମିଳିଥିଲା କୃଷ୍ଣ ଚରିତ୍ରରେ । ଏବେ ସେ ଦେଖିବା କୁ ଖୁବ ସୁନ୍ଦର ଓ ନିଜ ପଢା ରେ ଧ୍ୟାନ ଦେଉଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *