ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ- Vastu Shastra

ଜୀବନ ମ-ରଣ, ସୁଖ ଦୁଃଖ, ଏହି ସବୁ ଜୀବନର ମହତ୍ବପୂର୍ଣ ଅଙ୍ଗ ଅଟେ । କେବେ ଜୀବତ ଖୁସିରେ ଭରିଯାଏତ କେବେ ଦୁଖର ଲହରୀ ଖେଳିଯାଏ । ସବୁ ବ୍ୟକ୍ତିଙ୍କ ଜୀବନରେ ସୁଖଦୁଃଖ ଆସିଥାଏ । ଏହାସବୁ ସମୟ ଚକ୍ର କାରଣରୁ ହୋଇଥାଏ ସମୟଠୁ ବଳବାନ ଆଉ କିଛି ନହିଁ । ସମୟ ଆଗରେ ସବୁ କିଛି ଝୁକି ଯାଇଥାଏ । ଆପଣ ଆପଣଙ୍କ ଜୀବନରେ ଏମିତି ବହୁତ ଲୋକଙ୍କୁ ଧନିରୁ ଗରିବ ଓ ଗରିବରୁ ଧନୀ ହେବାରେ ଦେଖିଥିବେ । ସମୟ ଏମିତି ହତିଆର ହୋଇଥାଏ ତାର ଭରଣ କେହି କରିପାରିନଥାନ୍ତି । ତେବେ ଆମେ କେମିତି ଜାଣିବା ଏହି ସମୟ ଚକ୍ର ଆମ ପାଇଁ କେମିତି ହୋଇବ ବୋଲି ।


ସମୟ ଆମ ପାଇଁ ଖୁଶିର ଦ୍ଵାରା ଖୋଲିବ ନା ସଙ୍କଟ । ଏମିତି ବହୁତ ସାରା ପ୍ରଶ୍ନ ଆମ ମନରେ ଉତ୍ପନ ହୋଇଥାଏ । ଶେଠୀ ପାଇଁ ଆଜିର ଏହି ଲେଖାରେ କିଛି ଏମିତି ସଙ୍କେତ ବିଷୟରେ ଯାହା ଆପଣଙ୍କୁ ଆପଣଙ୍କ ଶୁଭ ସମୟ ବିଷୟରେ ଜାଣି ହୋଇଥାଏ । ଯେବେ ନାରଦ ମୁନି ବୈକୁଣ୍ଠ ଧାମରେ ପହଞ୍ଚିଥିଲେ ସେ ଭଗବାନ ବିଷ୍ଣୁ ଙ୍କୁ ଏହି ସଙ୍କେତ ବିଷୟରେ ପଚାରିଥିଲେ । ଶ୍ରୀ ହରି ବିଷ୍ଣୁ କହିଥିଲେ ସେ ନିଜେ ମଣିଷ ମାନଙ୍କ ପାଖକୁ ଏମିତି ସଙ୍କେତ ପଠାଇ ଥାନ୍ତି ଯାହା ସେ ତାଙ୍କ ଆସୁଥିବା ସମୟ ବିଷୟରେ ଜାଣି ହୋଇଥାଏ ।


ସେଇ ସଙ୍କେତ ପ୍ରକୃତି ଦ୍ଵାରା ପଶୁଙ୍କ ଦ୍ଵାରା ଓ ଭକ୍ତଙ୍କ ଦ୍ଵାରା ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ସେଇ ସଙ୍କେତ ବିଷୟରେ ଯାହା ସ୍ଵୟଂ ବିଷ୍ଣୁ ଏହି କଥା କହିଛନ୍ତି । ଯଦି ଆପଣଙ୍କ ଆଖି ବ୍ରହ୍ମ ମୁହୂର୍ତରେ ଖୋଲୁଚି ଆଉ ଆପଣଙ୍କୁ ଇଶ୍ଵରଙ୍କ ସ୍ମରଣ ହେଉଛି ଆପଣଙ୍କୁ ଜଣା ପଡିବକି ଆପଣଙ୍କୁ କିଏ କୌଣସି ଦିଗ ଆଡକୁ ପ୍ରଭାବିତ କରୁଛି । ତେବେ ବୁଝି ଜାଆନ୍ତୁ ଆପଣଙ୍କ ପାଇଁ ଭଲ ସମୟ ଆସୁଛି ଓ ଶୀଘ୍ର ସଫଳତାର ଦ୍ଵାରା ଖୋଲିବ । ଆପଣଙ୍କୁ ଆପଣଙ୍କ ଜୀବନର ଯୋଗ୍ୟ ରାହା ମିଳିବାର ଅଛି । ଯାହା ଉପରେ ଇଶ୍ଵର ଆପଣଙ୍କର ନିଜେ ସମର୍ଥନ କରିବେ ।


ଯଦି ମନ ବିନା କାରଣରେ ଖୁସି ହୋଇଥାଏ ଓ ଆପଣଙ୍କ ମନ ସବୁବେଳେ ହସହସ ମୁହଁ ରହିଥାଏ ଆଉ ଆପଣଙ୍କୁ ରାଗ ଜମାବି ଆସୁନି । ଏହି ସଙ୍କେତ ଦର୍ଶାଇ ଥାଏ ଆପଣଙ୍କ ଜୀବନରେ ଖୁସି ଆସିବାର ଅଛି । ଯାହା ଦ୍ଵାରା ଆପଣ ସବୁବେଳେ ଖୁସି ରହିବେ । ଏହି ସମୟରେ ଆମେ ଯେଉଁ ବିଷୟରେ କେବେ ଭବିନଥାଉ ସେଇ ଜିନିଷ ବିଷୟରେ ଖୁସି ଖବର ମିଳିଥାଏ । ଆମ ମନ ଭିତରେ ଇଶ୍ଵର ବସ କରିଥାନ୍ତି । ଶେଥି ଲାଗି ମନ ଖୁସି ରହିବା ସବୁଠୁ ଶୁଭ ସଙ୍କେତ ହୋଇଥାଏ । ଯଦି ଆପଣଙ୍କ ଘରକୁ ଗୋ ମାତା ବାରମ୍ବାର ଖାଇବାକୁ ଆସିଥାଏ ଆଉ ମାଙ୍କଡ ଆପଣଙ୍କ ଘରୁ ଜିନିଷ ନିଜେ ଉଠାଇକି ନେଇଯାଇଥାଏ ।


ବିଲେଇ ଆପଣଙ୍କ ଘରେ ଛୁଆଙ୍କୁ ଜନ୍ମ ଦେଇଥାଏ । ଏହି ଶୁଭ ସଙ୍କେତ ଦର୍ଶାଇ ଥାଏକି ଆପଣଙ୍କ ସମୟ ବହୁତ ଭଲ ଆସୁଛି ବୋଲି । ଯେଉଁଥିରେ ଆପଣ ଆପଣଙ୍କ ଜୀବନରେ କୌଣସି ଉଚ ପଦରେ ପହଞ୍ଚିବାକୁ ଯାଉଛନ୍ତି । ଛୋଟ ପିଲାଙ୍କ ଭିତରେ ଇଶ୍ଵର ବସିଥାନ୍ତି ଏମିତି ଆମେ ସବୁ ମାନି ଥାଉ । ଯଦି କିଏ ଛୋଟ କନ୍ୟା ଆପଣଙ୍କୁ ବାର ବାର ଦେଖି ହସିଥାଏ ବା ଆପଣଙ୍କ ଘରେ ତାଙ୍କର ଆଗମନ ହୋଇଥାଏ । ଏହା ବହୁତ ଶୁଭ ସଙ୍କେତ ହୋଇଥାଏ । ଆପଣଙ୍କ ଜୀବନ ଖୁସିରେ ଭରିବାର ଅଛି ବୋଲି ଜାଣିଥାନ୍ତୁ । ଏମିତି ସଙ୍କେତ ଈଶ୍ବରଙ୍କ କୃପାରୁ ହିଁ ମିଳିଥାଏ ।

Leave a Reply

Your email address will not be published. Required fields are marked *