ହୋଇଯିବେ କୋଟିପତି ଯଦି କରନ୍ତି ଭଗବାନ ଶ୍ରୀକୃଷ୍ଣ ଙ୍କ ଏହି ମନ୍ତ୍ର ଜପ – ଏବେ ହିଁ ଜାଣି ନିଅନ୍ତୁ

ଜୀବନରେ କିଏ ବା ଧନୀ ହେବାକୁ ନ ଚାହେଁ ? କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଧନୀ ହେବା ଲେଖା ନଥାଏ । ତେବେ ସେହିଭଳି କିଛି ଲୋକଙ୍କ ପାଇଁ ଆମେ ଆଜି ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧିତ କୌଣସି ସମସ୍ୟା ଦେଖାଦେବ ନାହିଁ । ତେବେ ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଭଗବାନ ଶ୍ରୀକୃଷ୍ଣ ଙ୍କର ଏହି ମନ୍ତ୍ର ସବୁ ଜପ କରିବେ ତେବେ ଆପଣ ବହୁତ ଧନୀ ହେଇ ପାରିବେ । ଆପଣ ମଧ୍ୟ ଏହି ମନ୍ତ୍ର ଜପ କରି ଧନୀ ହେବାର ଉପାୟ କରନ୍ତୁ-

“ଗୋକୁଲ ନାଥୟ ନମଃ”

ଭଗବାନଙ୍କର ଏହି ମନ୍ତ୍ର ମଣିଷ ଜୀବନ ରେ ଅନେକ ପରିବର୍ତ୍ତନ ଆଣିଥାଏ ଏବଂ ଏହି ମନ୍ତ୍ର ଦ୍ୱାରା ଅପାର ଧନ ପ୍ରାପ୍ତି ମଧ୍ୟ ହେଇଥାଏ I

“ଓଁ ଶ୍ରୀ ହଂ କ୍ଲି ଶ୍ରୀ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲାହବାୟ ଶ୍ରୀ ଶ୍ରୀ ଶ୍ରୀ ”

ଏହି 23 ଅକ୍ଷର ଥିବା ମନ୍ତ୍ର ଯାହା କି ଜୀବନ ରେ ସମସ୍ତ ବାଧା ବିଘ୍ନ କୁ ଦୂର କରିଥାଏ I

“କ୍ଲି ଗ୍ଲୋ କ୍ଲି ଶ୍ୟାମ ମଙ୍ଗଳୟ”

ଭଗବାନ ଶ୍ରୀ କୃଷ୍ଣଙ୍କର ଏହି ମନ୍ତ୍ରକୁ ଯିଏ ସିଦ୍ଧ କରିଥାଏ ସେ ତା ଜୀବନରେ ସମସ୍ତ ଇଚ୍ଛା ଓ ଅଭିଳାଷ କୁ ପୁରଣ କରିଥାଏ I

“କୃ କୃଷ୍ନାୟ ନମଃ”

ଏହା ହେଉଛି ଶ୍ରୀ କୃଷ୍ଣ ଙ୍କ ଦ୍ୱାରା କୁହାଯାଇଥିବା ମୂଳ ମନ୍ତ୍ର ଯାହା ର ପ୍ରୟୋଗ କରି ଜଣେ ବ୍ୟକ୍ତି ତାର ଅଟକି ରହିଥିବା ଧନ ପ୍ରାପ୍ତ କରିପାରିବ I ଏବଂ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ଭରି ଦେଇପାରିବେ

“ଓଁ ଶ୍ରୀ ନମଃ ଶ୍ରୀ କୃଷ୍ଣାୟ ପରିପୂର୍ଣତମୟ ସ୍ୱାହା”

ଏହି ମନ୍ତ୍ର ହେଉଛି ହେଉଛି ଶ୍ରୀ କୃଷ୍ଣ ଙ୍କ ସପଟାକ୍ଷର ମନ୍ତ୍ର I ଶାସ୍ତ୍ରରେ ଲେଖା ଯାଇଛି ଅନ୍ୟ ସମସ୍ତ ମନ୍ତ୍ର 108 ଥର ଜପ କରିବାରେ ହିଁ ସିଦ୍ଧ ହେଇଯାଇଥାଏ କିନ୍ତୁ ଏହି ମନ୍ତ୍ର କୁ 5ଲକ୍ଷ ଥର ଜପ କରିବା ଦ୍ୱାରା ସିଦ୍ଧ ପାଇପାରିବେ । ଏହି ମନ୍ତ୍ର ଜପ କରିଥିବା ଲୋକ ପ୍ରାୟ କୋଟିପତି ହେଇଥାନ୍ତି

Leave a Reply

Your email address will not be published. Required fields are marked *