ଶ୍ରୀମନ୍ଦିର ଭିତରେ ରାତି କାଟିଲେ ସେବାୟତ, ଦର୍ଶନ ଦେଲେ ପ୍ରଭୁ ଲକ୍ଷ୍ମୀନାରାୟଣ… ତାଙ୍କ ସହ ଯାହା ଘଟିଲା ଜାଣି ବିଶ୍ଵାସ କରିବେନି

ବନ୍ଧୁଗଣ କଥାଟି ବହୁତ ଦିନର । ଆକାଶରେ ଢାଙ୍କି ରହିଛି କଳା ମେଘ । ସତେ ଯେମିତି ସେଦିନର ରାତି କିଛି ଅଲଗା ଥିଲା । ସାୟ ହୋଇଯାଇଥାଏ ମହାବାହୁଙ୍କର ପାହାଡ ପଡିବାର । ସବୁଦିନ ପାଇଁ ଭଳି ସେଦିନ ବି ସେବାୟତ ମାନେ କାଳିଆର ନୀତି ସାରି ମନ୍ଦିର ପାହାଡ ପକାଇ ଗୁମୂଟ ଗୃହରୁ ଚାଲି ଯାଇଥିଲେ । ହେଲେ ଶ୍ରୀମନ୍ଦିରରେ ଏକା ରହି ଯାଇଥିଲେ ବୃଦ୍ଧ ସେବାୟତ ।

ବୁଢା ହୋଇଯାଇଥିଲେ ସେଥିପାଇଁ ଥକା ଲାଗିବାରୁ ତାଙ୍କର ମନ୍ଦିରରେ କୋଣରେ ଆଖି ଲାଗି ଯାଇଥିଲା । ହେଲେ ଆଖି ଖୋଲିଲା ବେଳକୁ ମନ୍ଦିର ଭିତର ସୁନାସାନ ହୋଇଯାଇଥିଲା । କାରଣ ସେବାୟତ ମାନେ ମନ୍ଦିର ଦ୍ଵାରା ବନ୍ଦ କରି ଘରକୁ ପଳାଇ ଯାଇଥିଲେ । ଏତିକି ବେଳେ ବୃଦ୍ଧ ସେବାୟତଙ୍କର ନଜର ପଡିଲା ତିନି ଠାକୁରଙ୍କ ରତ୍ନ ସିଙ୍ଘାସନ ଉପରକୁ । ଆଉ ସେ ଦୃଶ୍ୟ ଦେଖି ତାଙ୍କ ଶରୀର ଶିହରି ଉଠିଲା ।

ସେ ଦ୍ରୁଶ୍ଯର କଳ୍ପନା କରିବା ଶବ୍ଦରେ ସମ୍ଭାବନା ନୁହେଁ । କୋଟି ବ୍ରମ୍ହାଣ୍ଡେଶ୍ଵର ପରଆତ୍ମା ସ୍ଵୟଂ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀ ଆବିର୍ଭାବ ହୋଇଛନ୍ତି ଯାହାକୁ ଦେଖି ବୃଦ୍ଧ ସେବାୟତ ସ୍ତବ୍ଧ ହୋଇଗଲେ । ଆଖିରୁ ଲୁହ ଝରିପଡିଲା ଆଉ ଅନାଇଥାନ୍ତି ରତ୍ନ ସିଙ୍ଘାସନକୁ । ଶେଷରେ ଧୀର ଧୀରେ ସ୍ଵପ୍ନରେ କୁହନ୍ତି ହେ ପ୍ରଭୁ !

ହଜାର ହଜାର ତପସ୍ୟା କରି ବି ଆପଣଙ୍କର ଦିବ୍ୟ ଦର୍ଶନ ମିଳେନି ହେଲେ ଆଜି ଏହି ହତଭାଗା ବୁଢା ସେବକକୁ ଦର୍ଶନ ଦେଉଛନ୍ତି । ମୁଁ ଧନ୍ଯ ହୋଇଗଲି ପ୍ରଭୁ । ବାସ ଏତିକି କହି ପଛକୁ ଯାଉଥିଲେ ସେବାୟତ ଜଣକ । କିନ୍ତୁ ଅଚାନକ ଯାହା ଘଟିଲା ତାହା ଜାଣିଲେ ଆପଣଙ୍କ ରୋମ ମୂଳ ଟାଙ୍କୁରି ଉଠିବ । ହଠାତ ଶୂନ୍ୟବାଣୀ ହେଲା ଆଉ ଚକା ଆଖି ସେବାୟତଙ୍କୁ ଦେଲେ ନିର୍ଦ୍ଦେଶ ଯେ ଆଜିର ରାତିରେ ମନ୍ଦିର ଭିତରେ ଜାହ ବି ଘଟିଛି ତୁମେ ବି ଯାହା ବି ଦେଖିଚା ସେ ସବୁ ଗୋପନ ରଖିବ ନହେତ ତୁମର ପ୍ରାଣ ଚାଲିଯିବ ।

ଏତିକି ଶୁଣିବା ପରେ ବୃଦ୍ଧ ସେବାୟତ କହିଲେ ହେ ପ୍ରଭୁ ! ମୋ ଭଳି ହତଭାଗାକୁ ଦର୍ଶନ ଦେଇ ଆପଣ ଧନ୍ୟ କରିଦେଲେ । ହେଲେ ଏହି କଥା ସବୁ ଦିନ ପାଇଁ ଗୋପନ ରହିବ । ଭଗବାନଙ୍କ ମୁଖ ରହିଥାଏ ରତ୍ନ ସିଙ୍ଘାସନ ଆଡକୁ ଓ ପିଠି ବୃଦ୍ଧଙ୍କ ଆଡକୁ । ଏତିକି ଭିତରେ ରାତି ପାହିଗଲା । ସେଇ 3ରୁ 4 ଘଣ୍ଟାର ସମୟ ଏମିତି 10 ମିନିଟ ଭଳି ଲାଗିଲା ।

ଅନ୍ୟ ସେବାୟତ ମାନେ ଆସି ବ୍ରହ୍ମ ମୂହୁର୍ତ୍ତରେ ଦ୍ଵାରା ଖୋଲନ୍ତି ଆଉ ହଜାର ହଜାର ଭକ୍ତ ବି ଆଳତି ଦେଖିବାକୁ ଅନାଇ ବସିଥାନ୍ତି । ଅନ୍ୟ ସେବାୟତ ମାନେ ବୃଦ୍ଧ ସେବାୟତଙ୍କୁ ଦେଖି ପଚାରିଲେ କାଲି ରାତିରେ କଣ ହୋଇଥିଲା କେମିତି ଭିତରେ ରହିଗଲା ତୁମେ ? ଏଲେ ବୃଦ୍ଧ ସେବାୟତଙ୍କ ପାଖରେ ଉତ୍ତର ନ ଥିଲା ଖାଲି ଆଖିରେ ଲୁହ ଥିଲା ।

ବହୁତ ଭାବି ବୃଦ୍ଧ ବଡ ଦାଣ୍ଡରେ ପହଞ୍ଚି ନୀଳଚକ୍ରକୁ ଅନାଇ କହିଲେ ପ୍ରଭୁଙ୍କ ଦର୍ଶନ ମିଳିବାର ରହସ୍ୟ ଯାହା ପରେ ସେଠାରେ ଟଳି ପଡିଲେ ବୃଦ୍ଧ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *