ଭୟଙ୍କର ଜଙ୍ଗଲରେ ଯେବେ ମା ଦୂର୍ଗାକୁ ଆସିବାକୁ ପଡିଲା ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ… ତା ପରେ ଯାହା ହେଲା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ 

କୋଲକାତାରେ ରହିଥିବା ଆୟୁଷ ମୁଖାର୍ଜୀ ମା ଦୂର୍ଗାଙ୍କର ପରମ ଭକ୍ତ ଅଟନ୍ତି । ତାଙ୍କର ବିଶ୍ଵାସ ମା ଦୂର୍ଗାଙ୍କ ଉପରେ ବହୁତ ଥିଲା । ତାଙ୍କର ବିଶ୍ଵାସ ଥିଲା ମା ଦୂର୍ଗା ତାଙ୍କୁ କୌଣସି ନା କୌଣସି ରୂପରେ ଆସି ସାହାର୍ଯ୍ୟ କରନ୍ତି । ଛୁଟିରେ ଆୟୁଷ ନିଜ ସାଙ୍ଗ ମାନଙ୍କ ସହିତ ଶ୍ରୀଲଙ୍କା ବୁଲିବାକୁ ଯାଇଥିଲେ । ତାଙ୍କର ସାଙ୍ଗ ବହୁତ ମୌଜ ମସ୍ତି କରି ଶ୍ରୀଲଙ୍କା ଯାଉଥିଲେ । ସେଠାରେ ପହଞ୍ଚି ଜଣେ ଗାଇଡକୁ ହାୟର କରିଥିଲେ । ପୁରା ଦିନ ବୁଲିବା ପରେ ଆୟୁଷ ସାଙ୍ଗ ମାନଙ୍କୁ କହିଲେ ଚାଲ କୌଣସି ଅଲଗା ଜାଗାକୁ ଯିବା ।

ତାଙ୍କର ଜଣେ ସୌରଭ କହିଲା ଚାଲ ଏଠି ଗୋଟିଏ ପ୍ରସିଦ୍ଧ ଜଙ୍ଗଲ ରହିଛି ଶିଙ୍ଘା ରାଜା ଜଙ୍ଗଲକୁ ଯିବା । ସେଇ ଜଙ୍ଗଲ ବହୁତ ଘନା ଓ ବହୁତ ପଶୁପକ୍ଷୀ ରହି ଛନ୍ତି । ଏହା ଶୁଣି ସମସ୍ତେ ଜଙ୍ଗଲକୁ ଯିବାକୁ ମନ କରିଲେ ।


ଏହା ତାଙ୍କର ଗୋଟେ ବହୁତ ଖୁସି ଥିଲେ ଜଙ୍ଗଲରେ ରାତି ବିତାଇବା ପାଇଁ । ଅଧା ଦିନ ଶ୍ରୀ ଲଙ୍କା ଜଙ୍ଗଲରେ ବୁଲିବା ପରେ ସେ ଗାଇଡକୁ କହିଲେକି ଶିଙ୍ଘା ରାଜା ଜଙ୍ଗଲରେ ଗୋଟିଏ ରାତି ବିତାଇବାକୁ ଚାହୁଁ ଛନ୍ତି । ଆମେ ଦେଖିବାକୁ ଚାହୁଞ୍ଚୁ ରାତି ସମୟରେ ଜଙ୍ଗଲର ବାତାବରଣ କେମିତି ହୋଇଥାଏ । ଏହା ଶୁଣି ଗାଇଡ ବହୁତ ଚକିତ ହୋଇଯାଇଥିଲା । ଆଉ କହିଲା ରାତି ସମୟରେ କୌଣସି ଜଙ୍ଗଲର ସୁରକ୍ଷିତ ହୋଇନଥାଏ ।

ଆଉ ସେ ଯିବାକୁ ମନା କରିଥିଲା , ଆଉ ଆୟୁଷ ଓ ତାର ସାଙ୍ଗ ମାନେ ଫୋର୍ସ କରିବା ଦ୍ଵାରା ସେ ଯାଇଥିଲା ତାଙ୍କ ସହିତ । ଆଉ ଶିଙ୍ଘା ରାଜା ଜଙ୍ଗଲ ଜୀବ କଥାଜାଣି କହିଲାକି ସେଇ ଜଙ୍ଗଲ ବହୁତ ବିପଦ ପୂର୍ଣ ଅଟେ ସେଠାରେ ବହୁତ ହିଂଶ୍ର ଜନ୍ତୁ ମାନେ ବାସ କରୁଛନ୍ତି । ତାପରେ ସେ ଯିବାକୁ ବାହାରି ପଡିଲେ ଆଉ ଜଣେ ସାଙ୍ଗ କହିଲା ଚାଲ ଫେରି ଯିବା ଅନ୍ୟ ସାଙ୍ଗ ମାନେ ତାଙ୍କୁ ଡରୁଆ କହି ଚିଡାଇବାକୁ ଲାଗିଲେ । ଆୟୁଷ ଏହି ଜଙ୍ଗଲରେ ଆଗକୁ ଆଗକୁ ବଢିବାକୁ ଲାଗିଲା ଆଉ ବହୁତ ଫୋଟ ମଧ୍ୟ ଉଠାଇଲା ।

ଏହି ସବୁ ସାଙ୍ଗ ମାନେ ସାଙ୍ଗ ହୋଇଚାଲୁଥିଲେ, କିନ୍ତୁ ହଠାତ ଆୟୁସର ଜୋଟା ଲେସ ଖୋଲିଗଲା ଆଉ ସେ ବାନ୍ଧିବାକୁ ରହିଗଲା । ଆଉ ସେଠାରେ କିଛି ମିଳିଲା ତାକୁ ଆଉ ସେ ଗୋଟିଏ ଲୋକର ଲକେଟ ଥିଲା । ଆୟୁଷ ତାର ସାଙ୍ଗ ମାନଙ୍କୁ ଦେଖାଇବାକୁ ଚାହୁଁ ଥିଲା ଆଉ ଦେଖିଲ ତାର ସାଙ୍ଗ ମାନେ ଆଉ ସେଠାରେ ନାହାନ୍ତି । ଜଣା ନଥିଲା ସାଙ୍ଗ ମାନେ କୁଆଡେ ପଳେଈ ଯାଇଥିଲେ କାରଣ ଆୟୁଷ ଯେଉଁଠି ଥିଲା ସେଠାରେ ତିନୋଟି ରାସ୍ତା ଯାଇଥିଲା । ଆୟୁଷ ବୁଝିପାରିଲାନି କଣ କରିବ ଆଉ ସେ ମଧ୍ୟ ଏଇ ଜଙ୍ଗଲ ବିଷୟରେ ମଧ୍ୟ କିଛି ଜାଣି ନଥିଲା ।

ଆବାଜ ଦେଇ ଦେଇ ଆଗକୁ ବଢିବାକୁ ଲାଗିଲା । ଯାଉ ଯାଉ ଜଙ୍ଗଲ ମଝିରେ ପହଞ୍ଚି ଯାଇଥିଲା । ଆଉ ଜଙ୍ଗଲ ମଝିରେ ପହଞ୍ଚି ଯାଇଥିଲା ସେତେବେଳକୁ ରାତି ହୋଇଯାଇଥିଲା ଜଙ୍ଗଲି ଜନ୍ତୁ ମାନେ ବାହାରକୁ ବାହାରି ଆସିଥିଲେ । ଏହା ଦେଖି ସେ ବହୁତ ଡଋ ଯାଇଥିଲା ଆଉ ଆଶା ନଥିଲା ନିଜ ଉପରେ । ତାପରେ ସେ ଜୋର ଜୋରେ ମା ଦୂର୍ଗାଙ୍କୁ ସ୍ମରଣ କରିବାକୁ ଲାଗିଥିଲା । ଆଉ ମାଙ୍କୁ ସ୍ମରଣ କରିବା ମାତ୍ରେ ଜଙ୍ଗଲ ଭିତରୁ ଗୋଟିଏ ବଡ ସିଂହ ଆସି ପହଞ୍ଚିଲା ଆଉ ଏହା ଦେଖି ଆୟୁଷକୁ ଲାଗିଲା ସେ ମଧ୍ୟ ତାକୁ ଜୀବନ୍ତ ଛାଡିବନି ।

କିନ୍ତୁ ସିଙ୍ଘର ଆବାଜରେ ଶୃଗାଳ ଗୁଡିକ ଜଙ୍ଗଲ ଭିତରକୁ ପଳାଇଲେ, ଆୟୁଷ ଯେତେବେଳେ ଆଖି ଖୋଲିକି ଦେଖିଲା ଦେଖିଲ ସିଙ୍ଘଟି ତାକୁ ବାର ବାର ପଛକୁ ବୁଲିକି ଦେଖୁଛି । କିନ୍ତୁ ସିଙ୍ଘଟି ତାକୁ ବାହାର ରାସ୍ତା ଦେଖାଇ ଜଙ୍ଗଲ ବାହାରକୁ ନେଇ ଗଲା । ଆଉ ସିଂହ ଛାଡି ପୁଣି ଜଙ୍ଗଲ ଭିତରକୁ ପଳାଇ ଗଲା । ଆଉ ବହୁତ ସମୟ ପରେ ତାର ସାଙ୍ଗ ମାନେ ତାଙ୍କୁ ଖୋଜି ଖୋଜି ପାଇଗଲେ । ଆଉ ତାର ସାଙ୍ଗ ମାନକୁ ସବୁ କଥା କହିଲା ଆଉ ତାର ମଧ୍ୟ ବିଶ୍ଵାସ ହୋଇଗଲା ସେଇ ସିଂହଟି ମା ଦୁର୍ଗା ଙ୍କର ବାହନ ଥିଲା ।

Leave a Reply

Your email address will not be published. Required fields are marked *