SRKଙ୍କ ଘର ସାମ୍ନାରେ Police କଲା ଫ୍ୟାନ ମାନଙ୍କ ଉପରେ ଲାଠି ଚାର୍ଜ… Shah Rukh କହିଲେ ଏମିତି…

ବଲିଉଡ ସେଲିବ୍ରେଟି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏନସିବୀ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ କରିଛି । ଏହି ଖବର ବର୍ତ୍ତମାନ ସାର ଦେଶରେ ଚାଞ୍ଚଲ୍ୟ କର ପରିସ୍ଥିତି ସୃଷ୍ଟି କରିଛି । କୋ-ର୍ଟର ଶୁଣାଣି ଅନୁଯାୟୀ ଆର୍ୟାନଙ୍କୁ ୭ ତାରିଖ ଯାଏଁ ରି-ମା-ଣ୍ଡରେ ରଖିବାକୁ ଏନସିବୀକୁ ଅନୁମତି ମିଳିଥିଲା । ଏହା ପରେ ଏହି ମା-ମ-ଲା ରେ ଆଶ୍ଚର୍ଯ୍ୟ ହେଲା ଭଳି ତଥ୍ୟ ସାମାନାକୁ ଆସିବାରେ ଲାଗିଛି । ଏହି ମା-ମ-ଲାର ପ୍ରତିବାଦ କରି ଶାହରୁଖଙ୍କ ସପକ୍ଷରେ ବଲିଉଡର ଅନେକ କଳାକାର ମାନେ ଆଗକୁ ଆସିଛନ୍ତି । ଏମିତି କି ଶାହରୁଖଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ସମର୍ଥନ କରିଛନ୍ତି ।

ଏହା ସହ ଶାହରୁଖଙ୍କ ଫ୍ୟାନ୍ସ ମାନେ ତାଙ୍କ ଘରେ ଆଗରେ ଭି-ଡ ଜମାଇଛନ୍ତି । ଅନ୍ୟ କ୍ଷେତ୍ର ରେ କିଛି ଲୋକ ମାନେ ଏହାର ପ୍ର-ତି-ବା-ଦ କରିବାର ମଧ୍ୟ ନଜର ଆସୁଛନ୍ତି । ତାଙ୍କର ଫ୍ୟାନ୍ସ ମାନେ ଘର ଆଗରେ ସେଲଫି ନେଇ ଏହାର ମଜା ମଧ୍ୟ ନେଉଛନ୍ତି । ବିଶେଷ କରି ଛୁଟି ଦିନ ମାନଙ୍କରେ ଫ୍ୟାନ୍ସ ମାଙ୍କର ଭିଡ କଳାକାର ମାନଙ୍କ ଘର ଆଗରେ ଦେଖିବାକୁ ମିଳିଥାଏ । କିନ୍ତୁ ଆର୍ୟନଙ୍କ ଗି-ର-ଫ ହେବା ପରେ ଶାହରୁଖ ଙ୍କ ଘର ଆଗରେ ଫ୍ୟାନ୍ସ ମାନଙ୍କ ଭିଡ ଅଧିକ ମାତ୍ରା ରେ ଦେଖିବାକୁ ମିଳୁଛି । କିଛି ଲୋକ ମାନେ ଏୟା ଆଶା କରି ଭିଡ ଜମାଉଛନ୍ତି ଯେ ମନତରେ ପୋ-ଲି-ସର କୌଣସି କାରବାହୀ ହୋଇପାରେ ।

ଅନ୍ୟ କ୍ଷେତ୍ର ରେ କିଛି ଲୋକ ମାନେ ଶାହରୁଖଙ୍କୁ ଦେଖିବା ପାଇଁ ମଧ୍ୟ ଭିଡ ଜମାଉଛନ୍ତି । ଏହା ସହ ଲୋକ ମାନେ ଜାଣିଛନ୍ତି ଯେ କଳାକାର ମାନେ ଅନେକ ସମୟରେ ବାହାରକୁ ଯିବା ଆସିବା କରିଥାନ୍ତି । କିନ୍ତୁ ନିଜ ପୁଅର ଆ-ରେ-ଷ୍ଟ ହେବା ପରେ ଶାହରୁଖଙ୍କର ଏତେ ଯାତାୟାତ ନ ହେବା ହେତୁ ତାଙ୍କର ଫ୍ୟାନ୍ସ ମାନେ ଭିଡ ଜମାଇଛନ୍ତି ।

ଯାହା ଫଳରେ ପୋ-ଲି-ସକୁ ଲୋକ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆକ୍ସନ ନେବାକୁ ପଡୁଛି । ଏହା ସହ ଶାହରୁଖ ଙ୍କ ଘରେ ତାଙ୍କ ଫ୍ୟାନ୍ସ ମାନଙ୍କ ବ୍ୟତିତ ବଲିଉଡ ର ଭାଇଜାନ ସଲମାନ ଖାନଙ୍କ ପୁରା ପରିବାର ମନତରେ ଯାଇ ପହଞ୍ଚିଛନ୍ତି । ତେବେ ଆଗକୁ ଏହି ଡ୍ର-ଗ୍ସ ମା-ମ-ଲା କେଉଁ ମୋ-ଡ ନେବ ତାହା ଦେଖିବାର ଅଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *