SRKଙ୍କ ପୁଅ Aryanଙ୍କୁ ସମର୍ଥନ କରି Salmanଙ୍କ ବାପା କହିଲେ କିଛି ଏମିତି, ଦେଖନ୍ତୁ Video

ବଲିଉଡର ସୁପର ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ର-ଗ୍ସ ମା-ମ-ଲାରେ ଗି-ର-ଫ ହେବା ପରେ ଶାହରୁଖଙ୍କୁ ଭେଟିବା ପାଇଁ ମନତ ଯାଇଛନ୍ତି ବଲିଉଡର ବରିଷ୍ଠ ଲେଖକ ତଥା କାହାନିକା ଓ ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନ । ସଲମାନ ଜେ-ଲ ଯିବା ପରେ ଗୋଟେ ବାପାର ସ୍ଥିତି କଣ ହୁଏ ତାହା ସଲିମ ଖାନ ବେଶ ଭଲ ଭାବେ ବୁଝିଛନ୍ତି । ସଲିମ ଖାନ ନିଜ ରାଏ ଦେଇଛନ୍ତି ଯେ ଏନସିବୀ ଆର୍ୟନ ଖାନଙ୍କୁ ଗି-ର-ଫ କରିବା ଦୁର୍ଭାଗ୍ୟଜନକ ଅଟେ । ଯେ ହେତୁ ଆର୍ୟନ ଗୋଟେ ଛୋଟ ପିଲା ସେଥିପାଇଁ ଏନସିବୀ ତା ପ୍ରତି ନରମ ମନୋଭାବ ରଖିବା ଉଚିତ ।

ଅନେକ ସମୟରେ ପିଲା ମାନେ ଭୁଲ କରିଥାନ୍ତି ତା ମାନେ ନୁହେଁ ଯେ ତାଙ୍କୁ ଏମିତି ଅ-ତ୍ୟା-ଚା-ର କରାଯିବ ବୋଲି ସଲିମ ଖାନ କହିଛନ୍ତି । ଆର୍ୟନଙ୍କୁ ଏମିତି ନି-ର୍ଯ୍ୟା-ତ-ନା ନ ଦିଆଯାଉ ଯାହା ତା ଜୀବନରେ ପ୍ରଭାବ ପକାଇବ କାରଣ ଆର୍ୟନଙ୍କ କ୍ଯାରିୟର ଏବେ ଆମ୍ଭ ହୋଇଛି । ଯଦି ଏପରି ଭାବେ ଆର୍ୟନଙ୍କୁ ମାନସିକ ନି-ର୍ଯ୍ୟା-ତ-ନା ଦିଆଯାଏ ତେବେ ତାଙ୍କ କ୍ଯାରିୟର ଆରମ୍ଭ ହେବା ଆଗରୁ ଶେଷ ହେବ ବୋଲି ସଲିମ ଖାନ କହିଛନ୍ତି । ଭଗବାନ ଅଛନ୍ତି ଆର୍ୟନ ବହୁତ ଜଲ୍ଦି ଜେ-ଲରୁ ବାହାରିବେ ବୋଲି ସଲିମ ଖାନ ମତ ଦେଇଛନ୍ତି । ଏହା ସହ ଆର୍ୟନଙ୍କ ପାଖରେ ଡ୍ର-ଗ୍ସ ନ ଥିଲା ବରଂ ତାଙ୍କ ସାଙ୍ଗ ମାନଙ୍କ ପାଖରେ ଥିଲା ।

ଏହା ଯଥେଷ୍ଟ ପ୍ରମାଣ ଆର୍ୟନଙ୍କୁ ବେ-ଲ ମିଳିବାର । ବଲିଉଡର କଳାକାର ମାନେ ପ୍ରତିଦିନ ମନତକୁ ଯାତ୍ରା କରୁଛନ୍ତି । ଯେଉଁଠାରେ ସଲିମ ଖାନଙ୍କ ଠାରୁ ଆରମ୍ଭ କରି ସଲମାନ ଖାନ, କରଣ ଜୋହରଙ୍କ ଭଳି ବଡ ବଡ ଷ୍ଟାର ମାନେ ମନତ ଆସୁଛନ୍ତି । ଆଜି ହେଉଛି ଆର୍ୟନଙ୍କ ସେଶନ କୋ-ର୍ଟ ଯେଉଁଥିରେ ଶେଷ ନିସ୍ପତି ନେବେ କୋ-ର୍ଟ । ଏହା ପୂର୍ବରୁ ୩ ଥର ଆର୍ୟାନଙ୍କ ବେଲକୁ କୋ-ର୍ଟ ଅଗ୍ରାହ୍ୟ କରି ସାରିଛି । ମାନ୍ୟବର କୋ-ର୍ଟ ଆଗକୁ କଣ ନିସ୍ପତି ନେବେ ତାହା ଦେଖିବାର ଅଛି । ଅନ୍ୟ ପଟେ ଏନସିବୀ ଆଜି ୨୦ ଜଣଙ୍କୁ ଗି-ର-ଫ କରିଛି । ସେମାନଙ୍କ ମଧ୍ୟରୁ ଫରେନର ୩ଜଣ ବ୍ୟକ୍ତି ସାମିଲ ଅଛନ୍ତି ।

ସମୀର ୱାଙ୍ଖଡେ ଏମିତି ପ୍ରମାଣ ଯୋଗାଡ କରିଛନ୍ତି ଯାହା ପାଇଁ ହୁଏ ତ କୋ-ର୍ଟ ତାଙ୍କର ବେଲକୁ ଖାରଚ କରିଦେବ । ଅନ୍ୟ ପରେ ବଲିଉଡର ଅନେକ କଳାକାର ମାନେ ଶାହରୁଖଙ୍କ ସମର୍ଥନରେ ବାହାରିଛନ୍ତି । ଅଭିନେତା ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ଏହି ସମୟ ହେଉଛି ଶାହରୁଖଙ୍କ ଠାରୁ ପ୍ର-ତି-ଶୋ-ଧ ନେବାର ସମୟ, ଯେଉଁ ମାନେ ଶାହରୁଖଙ୍କ ପାଇଁ ପ୍ରତି ହିଂ-ସା-ତ୍ମ-କ ମନୋଭାବ ରଖନ୍ତି ସେମାନେ ତାଙ୍କ ଠାରୁ ପ୍ର-ତି-ଶୋ-ଧ ନେବାକୁ ଚାହିଁବେ । ଅନ୍ୟ କ୍ଷେତ୍ର ରେ ଶାହରୁଖଙ୍କୁ ସପର୍ଟ କରୁଛନ୍ତି ଫରା ଖାନ, ରବିନା ଟଣ୍ଡନ, ସୋମୀ ଅଲ୍ଲୀ, ସଲମାନ ଖାନ, ପୂଜା ଭଟ୍ଟ, ମିକ୍କା ସିଂ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *