ଆପଣ ଯଦି ଷ୍ଟେଟବ୍ୟାଙ୍କର ଗ୍ରାହକ ତେବେ ଏହି ଖବର ନିଶ୍ଚୟ ଦେଖନ୍ତୁ, କାହିଁକି ଆଲର୍ଟ ଜାରି କରିଛି Bank

ଯଦି ଆପଣ ସ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଏହି ନୂଆ ସୂଚନା ଆପଣଙ୍କ ପାଇଁ ଜାଣି ନେବା ବହୁତ ଜରୁରୀ ଅଟେ । କହିବାକୁ ଗଲେ ଏସବିଆଇ ତାଙ୍କର ଗ୍ରାହକମାନଙ୍କ ପାଇଁ କିଛି ସତର୍କ ସୂଚନା ଜାରି କରିଛି । ଏସବିଆଇ ସବୁବେଳେ ନିଜର ଗ୍ରାହକମାନଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେଇଥାଏ । ଯାହା ଦ୍ଵାରା ହ୍ୟା-କର ଗ୍ରାହକମାନଙ୍କ ଆକାଉଣ୍ଟକୁ ହ୍ୟା-କ କରି ପାରିବ ନାହିଁ । ଏହି ସବୁ ଦିଗରେ ଏସବିଆଇ ସବୁବେଳେ ସଜାଗ ରହିଥାଏ ।

କିଛି ଦିନ ମଧ୍ୟରେ ଏମିତି ବହୁତ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଗ୍ରାହକମାନେ ଠକାମିର ଶିକାର ହୋଇଛନ୍ତି । ଯେଉଁଥିରେ ଟେକ୍ସ ମ୍ୟାସେଜ ଲୁଚାଇବା ଓ ଗ୍ରାହକମାନଙ୍କୁ ଠ-କି-ବା ମା-ମ-ଲା ସାମ୍ନାକୁ ଆସିଛି । ସବୁ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଅପଡେଟ ରହିବା ପାଇଁ ଓ ସତର୍କ କରିବା ପାଇଁ ମ୍ୟାସେଜ କରୁଛି ।

ଏମିତିରେ ଏହି ସବୁ ମ୍ୟାସେଜ ବ୍ୟାଙ୍କ ତରଫରୁ ପଠା ଯାଇଛି ନା ଆଉ କେହି ପଠାଇଛି ଏହା ଜାଣିବା ପାଇଁ ବ୍ୟାଙ୍କ କିଛି ସୂଚନା ଜାରି କରିଛି । ଏସବିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଟ୍ଵିଟ କରି ସୂଚନା ଦେଇଛି କି ନିଜ ମୋବାଇଲରେ ଆସିଥିବା ମ୍ୟାସେଜ ଖୋଲିବା ପୂର୍ବରୁ ଜାଣିବାକୁ ଚେଷ୍ଟା କରନ୍ତୁ କି ଏହି ମ୍ୟାସେଜ କେତେ ସତ ଅଟେ । ବ୍ୟାଙ୍କ ତରଫରୁ କୁହାଯାଇଛି କି ଏସବିଆଇର ଗ୍ରାହକମାନେ ପ୍ରଥମେ SBI ଓ SB ଆରମ୍ଭ ହେଉଥିବା ଶର୍ଟ କଟ ଯାଞ୍ଚ କରିବା ଉଚିତ ।

ଉଦାହରଣ ସ୍ୱରୂପ SBIBNK, SBIINB, SBIPSG, SBYONO । ବ୍ୟାଙ୍କ ନିଜର ସମସ୍ତ ଗ୍ରାହକକୁ ସତର୍କ କରି ଦେଇଛି କି କୌଣସି ଅଜଣା ମ୍ୟାସେଜ ଆସିଥିଲେ ସେଥିରେ ଆପଣ କୌଣସି ବି ପ୍ରକାରର ନିଜର ମତାମତ ଦିଅନ୍ତୁ ନାହିଁ । ବ୍ୟାଙ୍କ ସବୁଦିନ ନିଜର ଗ୍ରାହକମାନଙ୍କୁ ସତର୍କ ସୂଚନା ଜାରି କରିଥାଏ । ଏସବିଆଇ ନିଜର ଗ୍ରାହକମାନଙ୍କ ଟଙ୍କା ସୁରକ୍ଷିତ ରଖିବା ପାଇଁ ଏସବିଆଇ ସବୁବେଳେ ଚେଷ୍ଟା କରୁଥାଏ । ଏହି କ୍ରମରେ ବ୍ୟାଙ୍କ ନିଜର ଟ୍ଵିଟର ହ୍ୟାଣ୍ଡେଲ ଓ ମ୍ୟାସେଜ ଜରିଆରେ ସମସ୍ତଙ୍କୁ ସତର୍କ ମଧ୍ୟ କରୁଛି ।

ଏସବିଆଇ ଗ୍ରାହକମାନଙ୍କ ସୁବିଧା ପାଇଁ ବ୍ୟାଙ୍କ କସ୍ଟମର କେୟାର ନମ୍ବର ମଧ୍ୟ ଦେଇଛି । ଆପଣ ଯଦି ନିଜର ଆକାଉଣ୍ଟକୁ ନେଇ କୌଣସି ବି ପ୍ରକାରର ଦ୍ଵନ୍ଦରେ ଅଛନ୍ତି, କିମ୍ବା ଅନ୍ୟ କୌଣସି ସମସ୍ୟା ଅଛି ତେବେ ଏସବିଆଇର କସ୍ଟମର କେୟାର ନମ୍ବର ୧୮୦୦ ୧୧୨୨ ୧୧, ୧୮୦୦ ୪୨୫ ୩୮୦୦ କିମ୍ବା ୦୮୦୨୬୫ ୯୯୯୯୦କୁ ଫୋନ କରି ବ୍ୟାଙ୍କ ସମ୍ବନ୍ଧିତ କୌଣସି ସୂଚନା ଦରକାର ତେବେ ଆପଣ ଏଥିରେ ଫୋନ କରି ପାଇ ପାରିବେ ।

Leave a Reply

Your email address will not be published. Required fields are marked *