ସ୍ତନ କର୍କଟ ଚିହ୍ନିବା ପାଇଁ ନୂଆ ଟେଷ୍ଟ, ଜାଣନ୍ତୁ ଏହା ବିଷୟରେ- ରୋଗ ଆରମ୍ଭରୁ ଜଣା ପଡିବ ଅତି ସହଜରେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵଗତ । ଆଜି ଆମେ ଆପଣଙ୍କୁ ସ୍ତନ  କର୍କଟ ସମ୍ପର୍କରେ କିଛି କହିବାକୁ ଯାଉଛୁ । ଆଜିକାଲି ଅଧିକାଂଶ ମହିଳାମାନେ ସ୍ତନ କର୍କଟର ଶିକାର ହେଉଥିବା କଥା ତ ଆପଣମାନେ ଜାଣିଥିବେ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ ଜାଣିବା ପାଇଁ ଆସିଥିବା ଏକ ନୂଆ ଟେଷ୍ଟ ବିଷୟରେ ଯାହା ଦ୍ଵାରା ଆପଣମାନେ ଏହି ରୋଗ ଆରାମ୍ଭ ହେବା ସମୟରେ ହିଁ ଜାଣି ପାରିବେ ଓ ଚିକତ୍ସା କରି ଭଲ ହୋଇ ପାରିବେ ।

ତେବେ ଆସନ୍ତୁ ଜାଣିବା ଏହି ଟେଷ୍ଟ ବିଷୟରେ, ଏହା ହେଉଛି ମେମୋଗ୍ରାମ । ମେମୋଗ୍ରାମ ହେଉଛି ସ୍ତନ ର X-ray, ସ୍ତନ କ୍ୟାନ୍ସର ପାଇଁ ସାଧାରଣତଃ ମେମୋଗ୍ରାମ ର ବ୍ୟବହାର କରାଯାଏ ।

ଯଦି ସ୍କ୍ରିନିଂ ମେମୋଗ୍ରାମରେ କିଛି ଅସମାନ୍ୟତା ଦେଖା ଯାଏ ତେବେ ଡାକ୍ତର ଆପଣଙ୍କୁ ଦଇଗ୍ନୋଷ୍ଟିକ ମେମୋଗ୍ରାମ ପାଇଁ କହିଥାନ୍ତି । ଯାହା ଫଳରେ ସେହି ଅସାମାନ୍ୟତାର ମୂଲ୍ୟାଙ୍କନ କରାଯାଇ ପାରିବ । ପ୍ରାୟତଃ ଅଧିକାଂଶ ମହିଳା ମାନେ ଏହି ବ୍ରେଷ୍ଟ କ୍ୟାନ୍ସର ର ଶିକାର ହେଉଛନ୍ତି । ସେଥିପାଇଁ ଫୁଡ୍‌ ଏଣ୍ଡ୍ ଡ୍ରଗ୍ ଆଡ୍‌ମିନିସ୍ଟେ୍ରସନ (ଏଫଡିଏ) ମେମୋଗ୍ରାମ ନିୟମରେ ପରିବର୍ତ୍ତନ କରିବା ପାଇଁ ଯାଉଛି ।

ଯେମିତି କି ଆପଣ ଜାଣିଛନ୍ତି ଶରୀରରେ ହୋଇଥିବା ଏକ ସାମାନ୍ଯ ଟ୍ୟୁମର ବା ଘା ର ଯଦି ଚିକିତ୍ସା ଠିକ ସମୟରେ ନ ହୁଏ ତେବେ ଏହା କ୍ୟାନ୍ସର ଆଡକୁ ଗତି କରିଥାଏ । ସେହିଭଳି ବ୍ରେଷ୍ଟ ରେ ହୋଇଥିବା ଟ୍ୟୁମର କୁ ଯଦି ଶୀଘ୍ର ଅପରେସନ କରି ବାହାର ନ କରାଯାଏ ତାହା କ୍ୟାନ୍ସର ରେ ପରିଣତ ହୋଇଥାଏ । ଏହା ବ୍ରେଷ୍ଟର ଟିସୂ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ତେବେ ପ୍ରଥମେ ଏହାକୁ ଜାଣିବା ପାଇଁ ଏଫଡ଼ିଆରର ସାହାଯ୍ୟ ନିଆ ଯାଏ । ଯଦି ଆବଶ୍ୟକ ହୁଏ ତେବେ ଡାକ୍ତର ସ୍କ୍ରିନିଂ କରନ୍ତି । ଏହାକୁ ଭଲଭାବେ ଚିହ୍ନିବା ପାଇଁ ଥ୍ରୀ-ଡି ମେମୋଗ୍ରାମ, ଅଲ୍ଟ୍ରାସାଉଣ୍ଡ ଆଦି କରିଲେ ବ୍ରେଷ୍ଟ କରିଲେ ବ୍ରେଷ୍ଟ କ୍ୟାନ୍ସର ଆରମ୍ଭରୁ ଜଣ ପଡିଯାଏ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *