ବିବାହର ୩ମାସ ପରେ ଦେଲେ ଛୁଆକୁ ଜନ୍ମ, ସ୍ତ୍ରୀର ଏହି ଅଭ୍ୟାସରେ ବିରକ୍ତ ହୋଇ ସ୍ଵାମୀ କଲେ ଏମିତିକା ଭୟଙ୍କର କାମ

କର୍ନାଟକ ବେଙ୍ଗଲୁରୁ ରୁ ଗୋଟେ ଚକିତ କରି ଦଉଥିବା ଘଟଣା ସାମ୍ନାକୁ ଆସିଛି, ଏଠାରେ ଗୋଟେ ମହିଳା ବିବାହର ୩ମାସ ପରେ ଗୋଟେ ଛୁଆକୁ ଜନ୍ମ ଦେଇଛନ୍ତି । କିନ୍ତୁ ଏଭଳି ଗୋଟେ କଥା ବିଷୟରେ ଜାଣି ସ୍ଵାମୀ ଏମିତି କିଛି ଭୟଙ୍କର କାମ କଲେ ଯାହା ଶୁଣି ଆପଣ ମଧ୍ୟ ଡରି ଯିବେ । ଖବର ଅନୁଯାଇ ମଦନାୟକନହଲ୍ଲୀ ନିବାଶି ରାଜୁ ଏବଂ ସୁଷମାଙ୍କର ବିବାହ ୬ ମାସ ତଳେ ହୋଇ ଥିଲା । ଦୁହେଁ ଫେସବୁକ ଦ୍ଵାରା ସାଙ୍ଗ ହୋଇ ଥିଲେ, ଏବଂ ଏହା ପରେ ଦୁହିଁଙ୍କୁ ପ୍ରେମ ହୋଇ ଗଲା ଏହା ମଧ୍ୟ ରେ ସୁଷମା ଗର୍ଭବତୀ ହୋଇ ଗଲେ ।

Image Courtesy: Google

ଏହାର ୬ ମାସ ପରେ ଦୁହେଁ ଘର ଲୋକଙ୍କ କଥା ମାନି ବିବାହ କଲେ, ଏହା ପରେ ସୁଷମା ଛୁଆଟିକୁ ଜନ୍ମ ଦେଲେ । ବିବାହ ପର ଠାରୁ ରାଜୁ ନିଜ ସ୍ତ୍ରୀର ଗୋଟେ ଗୁଣ ପାଇଁ ଚିନ୍ତା ରେ ରହୁଥିଲେ ଏବଂ ଗୋଟେ ଦିନ ଏହି ଚିନ୍ତା କ୍ରୋଧ ରେ ପରିବର୍ତ୍ତନ ହେଲା ଯାହା ଫଳରେ ରାଜୁ ନିଜ ସ୍ତ୍ରୀ ଓ ୩ ମାସ ଛୁଆକୁ ଜୀବନରୁ ମାରି ଦେଲେ ।

Image Courtesy: Google

ଏହା ପରେ ଅଭିଯୋଗୀ ସ୍ଵାମୀକୁ ପୋଲିସ ଗିରଫତାର କରିଛନ୍ତି ଏହି ଘଟଣା ବେଙ୍ଗଲୁରୁ ର ରାମନଗର ଜିଲ୍ଲାର ଅଟେ । ପୋଲିସ ପଚାରିଲା ପରେ ଆରୋପି କହିଲା ଯେ ସେ ନିଜ ସ୍ତ୍ରୀର ଫେସବୁକ ଓ ଇଂଷ୍ଟାଗ୍ରାମ ରେ ଅପରିଚିତ ଲୋକଙ୍କ ସହ ଚାଟିଙ୍ଗ ପାଇଁ ବିରକ୍ତ ହେଉଥିଲା । ଆରୋପି କହିବା ଅନୁଯାଇ ତା ସ୍ତ୍ରୀ ଅନ୍ୟ କାମ ଯେମିତିକି ଘର ସଫା ରଖିବା, ରୋଷେଇ କରିବା ଏହା ଛଡା ନିଜ ୩ ମାସ ଛୁଆ ପାଇଁ ବି ସମୟ ଦେଉ ନଥିଲା ତା ଅନୁଯାଇ ସ୍ତ୍ରୀ ସୁଷମା ସବୁବେଳେ ଫୋନ ରେ ଲାଗି ରହୁଥିଲା ।

Image Courtesy: Google

ସ୍ତ୍ରୀ ର ସୋଶିଅଲ ମିଡିଆ ନିଶା ଦ୍ଵାରା ହଇରାଣ ହୋଇ ଗୋଟେ ଦିନ ଆରୋପି ରାଜୁ ସ୍ତ୍ରୀ ଓ ଛୁଆ ଦୁହିଁଙ୍କୁ ନେଇ ଜଙ୍ଗଲ ଗଲା ଓ ପଥର ରେ ଛେଚି ଛେଚି ହତ୍ୟା କରି ଦେଲା ଏବଂ ଏହା ପରେ ବାଇକରୁ ପେଟ୍ରୋଲ ବାହାର କରି ଶବକୁ ନିଆଁ ରେ ପୋଡି ଦେଲା । କେବଳ ଏତିକି ନୁହଁ ୩ ମାସ ଛୁଆ ବେକ ଚିପି ହତ୍ୟା କରି ଦେଲା ଓ ଜଙ୍ଗଲ ରେ ଫିଙ୍ଗି ଦେଇ ଗଲା । ଏହି ଘଟଣା ଉପରୁ ପରଦା ସେତେବେଳେ ଉଠିଲା ଯେତେବେଳେ ବନ ବିଭାଗ କର୍ମଚାରୀ ଅଧାଜଳିଥିବା ଶବ ଜଙ୍ଗଲ ରେ ଦେଖିବାକୁ ପାଇଲେ । ଏହା ପରେ ପୋଲିସ ତଦନ୍ତ କରିବା ଆରମ୍ଭ କଲା ଯାହା ପରେ ସନ୍ଦେହ ଦ୍ଵାରା ସ୍ଵାମୀ ରାଜୁକୁ ଗିରଫତାର କଲେ ଯାହା ପରେ ଆରୋପି ନିଜ ଦୋଷ ସ୍ଵୀକାର କଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *