ଶୋଇବା ପୂର୍ବରୁ ସ୍ତ୍ରୀ ର ଏହି ଅଙ୍ଗ କୁ ଛୁଇଁବା ଦ୍ୱରା ବଦଳିବ ଆପଣଙ୍କ ଭାଗ୍ୟ … ମିଳେ ପୁର୍ଣ୍ଣ୍ୟ ଫଳ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଏକ ଏଭଳି ବିଷୟରେ ଯାହା ଆପଣ କେବେ ବି ଶୁଣି ନଥିବେ କି ଜାଣି ନଥିବେ । ଆମ ଶାସ୍ତ୍ର ପୁରାଣ ଅନୁସାରେ ନାରୀ ହେଉଛନ୍ତି ସାକ୍ଷାତ ଶକ୍ତିଙ୍କର ସ୍ୱରୂପ । ମାତା ଦୂର୍ଗା, ଲକ୍ଷ୍ମୀ, ସରସ୍ଵତୀ ଆଦି ଦେବୀଙ୍କ ଅବତାର । ସେହି ନାରୀ ମାନଙ୍କ ବିଷୟରେ ଶାସ୍ତ୍ର ପୁରାଣରେ ବହୁତ କିଛି ଉଲ୍ଲେଖ ଅଛି । ସେଥିରୁ କିଛି ଜ୍ଞାନ ଆଜି ଆମେ ଆପଣଙ୍କୁ ଦେବୁ । ଆମେ ଆପଣଙ୍କୁ କହିବୁ କି କେମିତି ଆପଣ ନିଜର ଭାଗ୍ୟ ପରିବର୍ତ୍ତନ କରି ପାରିବେ ତାହା ବି କେବଳ ନିଜ ପତ୍ନୀଙ୍କର କେବଳ ଏହି ଜାଗାରେ ସ୍ପର୍ଶ କରି ।

ସଂସାରରେ ସ୍ଵାମୀ ର ସୁଖ ଦୁଃଖର ସାଥି ହେଉଛି ତାର ପତ୍ନୀ । ତେବେ ଆପଣଙ୍କ ପତ୍ନୀ ହିଁ ଆପଣଙ୍କ ଜୀବନ ବର୍ବାଦ କରି ପାରେ ଏବଂ ଆବାଦ ମଧ୍ୟ କରିପାରେ । ତେବେ ଆଜି ଆମେ ଆପଣଙ୍କୁ ଆଜି ଏକ ଏଭଳି ରହସ୍ୟ କହିବାକୁ ଯାଉଛୁ ଯାହା ଜଣାଇବା ପରେ ଆପଣ ବିଶ୍ଵାସ କରିପାରିବେନି କି ସତରେ ଏମିତି ହୁଏ ବୋଲି କିନ୍ତୁ ଏହା ସତ୍ୟ ଅଟେ । ତେବେ ଆମେ ଯାହା ଆମେ ଆଜି ଆପଣଙ୍କୁ କହିବା ପାଇଁ ଜାଉଛୁ କି ଶୋଇବା ପୂର୍ବରୁ ପତ୍ନୀ ଙ୍କ କେଉଁ ଅଙ୍ଗ କୁ ଛୁଇଁବା ଦ୍ବାରା ମିଳିଥାଏ ଦୁନିଆଁ ର ଅପୂର୍ବ ଶାନ୍ତି ଓ ସୁଖ ସମୃଦ୍ଧି ।

ତେବେ ସମସ୍ତେ ଭାବନ୍ତି  ସେମାନଙ୍କ ସ୍ତ୍ରୀ ତାଙ୍କ ଠୁ ସାନ ଓ ପଦ ରେ ମଧ୍ୟ ତଳେ । ସେଥିପାଇଁ ସ୍ଵାମୀ ମାନେ ସ୍ତ୍ରୀ ମାନଙ୍କ ଉପରେ ବହୁତ ଜୁଲୁମ କରନ୍ତି ବା ଅତ୍ୟାଚାର କରନ୍ତି । ତେବେ ଯଦି ଆପଣ ବି ସେହି ଭଳି ଏକ ସ୍ଵାମୀ ଯିଏ ନିଜ ପତ୍ନୀଙ୍କୁ ନିଜଠୁ ନିଚ୍ଚ ଭାବୁଛ ଓ ତାଙ୍କ ଉପରେ କୌଣସି ପ୍ରକାରର ଅତ୍ୟାଚାର କରୁଛନ୍ତି ତେବେ ଆଜି ଠୁ ହିଁ ଏହିସବୁ କରିବା ବନ୍ଦ କରନ୍ତୁ ନଚେତ ଶନିଦେବଙ୍କ କୋପ ଦ୍ରୁଷ୍ଟି ଆପଣଙ୍କ ଉପରେ ନିଶ୍ଚୟ ପଡିବ ।  ଏବଂ ଆପଣ ଜାଣିବି ପାରିବେନି ଏତେ ତଳିତଳାନ୍ତ ହୋଇଯିବେ ।

ତେବେ ପ୍ରଥମେ ତ ଏଭଳି ଭୁଲ କରନ୍ତୁ ନାହିଁ, ଏବଂ ଯଦି ବି ଏଭଳି ଭୁଲ ହେଇଯାଇଛି ତେବେ ରାତିରେ ଶୋଇବାକୁ ଯିବା ଆଗରୁ ତାଙ୍କ ପାଦ ଛୁଇଁ ତାଙ୍କୁ କ୍ଷମ ମାଗି ନିଅ । କେବଳ ନିଜ ସ୍ତ୍ରୀ ନୁହେଁ ଅନ୍ୟ କୌଣସି ବି ମହିଳା , ଯାହାକୁ ବି ଆପଣ ଖରାପ ବ୍ୟବହାର କରିଥିବେ ତାଙ୍କର ପାଦ ଛୁଇଁ ଭୁଲ ମାଗନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିବା ସହ ସମସ୍ତ ଦେବା ଦେବୀଙ୍କ ଆଶୀର୍ବାଦ ମଧ୍ୟ ରହିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *