ସ୍ତ୍ରୀ ପ୍ରେମରେ ପାଗଳ ହୋଇଥାନ୍ତି ଏହି ୪ଟି ନାମର ପୁଅ, ଆସନ୍ତୁ ଜାଣିବା ଏହି ନାମ ଗୁଡିକ

ଭଲ ପାଇବା ମଣିଷ ଜୀବନରେ ବହୁତ ମହତ୍ଵ ରଖିଥାଏ ତେବେ ଭଲ ପାଇବା କେବଳ ସ୍ଵାମୀ ସ୍ତ୍ରୀ ମଧ୍ୟରେ ହୋଇ ନଥାଏ ମା ଛୁଆ ଏବଂ ସବୁ ସମ୍ପର୍କ ରେ ଭଲ ପାଇବା ହୋଇଥାଏ, ବୀନା ଭଲ ପାଇବା ଜୀବନ ଅଧା ହୋଇଥାଏ, ଏହି କାରଣ ପାଇଁ ପ୍ରତି ବ୍ୟକ୍ତି ପ୍ରେମ ଖୋଜିବାରେ ଲାଗିଥାଏ । ଭଲ ପାଇବା ବହୁତ ପ୍ରକାରରେ ହୋଇଥାଏ, ଯେମିତିକି ମା ବାପା ଭଲ ପାଇବା, ଭାଇ ଭଉଣୀ ଭଲ ପାଇବା, ପ୍ରେମୀ ପ୍ରେମିକା ଭଲ ପାଇବା ଏବଂ ଜୀବନସାଥୀ ଭଲ ପାଇବା । ଯଦି ଜୀବନ କଠିନ ରାସ୍ତା ରେ ଚାଲିବା ପାଇଁ କୌଣସି ଜୀବନସାଥୀ ହୋଇଥାଏ ତେବେ କଠିନ ରାସ୍ତା ମଧ୍ୟ ସହଜ ହୋଇଥାଏ ।

Image Courtesy: Google

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପୁରୁଷଙ୍କ ନାମ କହିବାକୁ ଯାଉଛୁ ଯିଏ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି, ଯାହା ଦ୍ଵାରା ଅଙ୍କ ଏବଂ ନାମ ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତି ବିଶେଷତା ଜାଣି ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ଅକ୍ଷର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ସ୍ତ୍ରୀକୁ ସବୁବେଳେ ଖୁସି ଏବଂ ଭଲ ପାଇବା ଦିଅନ୍ତି, ତେବେ ଆସନ୍ତୁ ଜାଣିବା ।

୧. କେ :

କେ ନାମ ବ୍ୟକ୍ତି ସ୍ଵଭାବରୁ କିଛି ଜିଦି ହୋଇଥାନ୍ତି କିନ୍ତୁ ଭଲ ପାଇବା କଥା ଆସିଲେ ଏହି ଲୋକ ବହୁତ ନରମ ସ୍ଵଭାବ ର ହୋଇଯାନ୍ତି ଏହି ନାମ ପୁରୁଷ ମହିଳାଙ୍କ ସହ ବହୁତ ନମ୍ର ବ୍ୟବହାର କରିଥାନ୍ତି, ବିବାହ ଆଗରୁ ଏହି ନାମ ବ୍ୟକ୍ତି ଯେତେ ରାଗି ହୋଇଥାନ୍ତି ବିବାହ ପରେ ସେତେ ବଦଳି ଯାଇଥାନ୍ତି । ଏହି ନାମ ବ୍ୟକ୍ତି ବିବାହ ପରେ ନିଜ ସ୍ତ୍ରୀ ସବୁ କଥା ମାନନ୍ତି ଓ ନିଜ ସ୍ତ୍ରୀକୁ ସବୁ ପ୍ରକାର ସୁଖ ଦବା ପାଇଁ ପ୍ରୟାସ କରି ଥାନ୍ତି ।

Image Courtesy: Google

୨. ଏ :

ଏ ନାମ ବ୍ୟକ୍ତି ବିବାହ ପରେ ନିଜ ସ୍ତ୍ରୀ ଛଡା କାହାକୁ ବି ମହତ୍ଵ ଦିଅନ୍ତି ନାହିଁ, ଏହି ଭଳି ଲୋକଙ୍କ ସ୍ତ୍ରୀ ଭଲ ହେଲେ ମଧ୍ୟ ସେ ବହୁତ ଭଲ ପାନ୍ତି ନଚେତ ଖରାପ ହେଲେ ବି ସେ ତାଙ୍କ ଦିବାନା ହୋଇ ବୁଲନ୍ତି । ଏହି ନାମ ବ୍ୟକ୍ତି ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ସବୁ ଭୁଲ କ୍ଷମା କରନ୍ତି ।

୩. ଆର :

ଆର ନାମ ବ୍ୟକ୍ତି ନିଜ ଜୀବନରେ ବହୁତ ରାଗି ସ୍ଵଭାବ ର ହୋଇଥାନ୍ତି କିନ୍ତୁ ତାଙ୍କ ଜୀବନରେ କେହି ଆସିଲା ପରେ ସେ ବହୁତ ବଦଳି ଯାଇଥାନ୍ତି, ଏହି ଲୋକ ସତ କଥା ପାଇଁ କିଛି ବି କରି ପାରନ୍ତି ମିଛ ତାଙ୍କୁ ଜମା ବି ପସନ୍ଦ ନୁହ ।

Image Courtesy: Google

୪. ପି :

ଏହି ନାମ ବ୍ୟକ୍ତି ସ୍ଵଭାବରେ ବହୁତ ସରଳ ଓ ଶାନ୍ତ ହୋଇଥାନ୍ତି ଏହି ନାମ ବ୍ୟକ୍ତିକୁ ସ୍ତ୍ରୀ କିଛି ନକହିଲେ ମଧ୍ୟ ସେ ସବୁ ବୁଝି ପାରନ୍ତି, ଏହି ନାମ ବ୍ୟକ୍ତି ବହୁତ ଭାଉକ ହୋଇଥାନ୍ତି, ଏହି ନାମ ବ୍ୟକ୍ତି କେବେ କାହାକୁ କଷ୍ଟ ଦେଲା ଭଳି କଥା କୁହନ୍ତି ନାହିଁ ।

Leave a Reply

Your email address will not be published. Required fields are marked *