ସ୍ତ୍ରୀ ର ମୃତ୍ୟୁ ପୂର୍ବରୁ ସ୍ଵାମୀର ମୃତ୍ୟୁ କେଉଁ କାରଣରୁ ହୋଇଥାଏ ? ସଧବା ନାରୀ ନିଶ୍ଚୟ ଥରେ ଦେଖନ୍ତୁ- Garuda Purana

ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜିବନ ସେତେ ଦିନ ଯାଏଁ ଅଧୁରା ରହିଥାଏ ଯେଉଁ ଯାଏଁ ସେ ବିବାହ ବନ୍ଧନରେ ଆବଦ୍ଧ ନ ହୋଇଛି । ତେବେ ସ୍ଵାମୀ ଓ ସ୍ତ୍ରୀ ପରସ୍ପରର ପୂରକ ହୋଇଥାନ୍ତି । ସ୍ତ୍ରୀ ନିଜ ସ୍ଵାମୀ କୁ ବଞ୍ଚାଇବା ପାଇଁ ଏମିତି କିଛି ପ୍ରୟାସ କରିଥାଏ ଯାହା ପାଇଁ ତାର ସ୍ଵାମୀ ମୃତ୍ୟୁରୁ ବଞ୍ଚି ପାରିବ । ଯେମିତିକି ପୂଜା ପାଠ କରିବା, ବ୍ରତ ରଖିବା, ଧାର୍ମିକ ଯାତ୍ରା କରିବା ଇତ୍ୟାଦି ସାମିଲ ରହିଛି । କିନ୍ତୁ ସ୍ଵାମୀ ବୃଦ୍ଧ ହେବା ପରେ ତାର ମୃ-ତ୍ୟୁ ହୋଇଥାଏ । ଗରୁଡ ପୂରାଣରେ କୁହା ଯାଇଛି ଯେ ଯେବେ ସ୍ତ୍ରୀ ଏହି ୩ଟି ଭୁଲ କରିଥାଏ ତେବେ ତା ସ୍ଵାମୀ ମୃ-ତ୍ୟୁ ପ୍ରାପ୍ତ ହୋଇଥାଏ ।

ଅର୍ଥାତ ସ୍ଵାମୀ ଯୁବାବସ୍ଥାରେ ମୃ-ତ୍ୟୁ-ବ-ର-ଣ କରିଥାଏ ଯାହା ପାଇଁ ସ୍ତ୍ରୀକୁ ଏକା ଜୀବନ ସାରା ରହିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ୩ଟି ଭୁଲ କଣ ରହିଛି ଯାହା ସ୍ତ୍ରୀ କରିବା ଦ୍ଵାରା ସ୍ଵାମୀ ମୃ-ତ୍ୟୁ ପ୍ରାପ୍ତ ହୋଇଥାଏ ।

୧- ଯଦି ସ୍ତ୍ରୀ ବାଟା ସାବିତ୍ରୀ ବା କରବା ଚୌଥ ବ୍ରତ କରିଥାଏ । କିନ୍ତୁ ଲୁଚି କରି ପାଣି ବା ଭୋଜନ ଗ୍ରହଣ କରିଥାଏ ତେବଗେ ଆଗାମୀ ଭବିଷ୍ୟତରେ ତାର ସ୍ଵାମୀର ସମୟ ପୂର୍ବରୁ ମୃ-ତ୍ୟୁ ହୋଇଥାଏ । ଏହା ଛଡା ବ୍ରତ କରିବା ସମୟରେ ଭୋଜନର ଲାଳସା ରଖିବା ଅନୁଚିତ । ଶାସ୍ତ୍ର ଅନୁସାରେ ଯଦି ନାରୀ ଅନ୍ୟ କାହାକୁ ନ ଜଣାଇ ବ୍ରତ ଭାଙ୍ଗିଥାଏ ତେବେ ସ୍ଵାମୀର ଯୁବାବସ୍ଥାରେ ମୃ-ତ୍ୟୁ ହୋଇଥାଏ ।

୨- ଅନ୍ୟ ଏକ କାରଣ ହେଉଛି ନାରୀ ଅଳ୍ପ କଥାରେ ସ୍ଵାମୀ ସହ ଝଗଡା କରିବା ବା ମିଛ ରାଣ ଖାଇବା ବା ଖରାପ ଭାଷାରେ ସ୍ଵାମୀକୁ ଗାଳି କରିବା ଘୋର ପାପ ବୋଲି ଶାସ୍ତ୍ରରେ କୁହା ଯାଇଛି । ମାନ୍ୟତା ରହିଛି ଏପରି ନାରୀ କରିବା ଦ୍ଵାରା ସମ୍ପର୍କ ଭାଙ୍ଗିବା ସହ ସ୍ଵାମୀର ଯୁବାବସ୍ଥାରେ ମୃ-ତ୍ୟୁ ହେବା ନିଶ୍ଚିନ୍ତ ହୋଇଥାଏ । ଯଦି ନାରୀ ବ୍ରତ ରଖି ନିଜ ସ୍ଵାମୀକୁ ଗାଳି ଗୁଲଜ କରିବା ସହ ମିଛ ରାଣ ଖାଇଥାଏ ତେବେ ସ୍ଵାମୀର ମୃ-ତ୍ୟୁ ଜଲ୍ଦି ହୋଇଥାଏ ।

୩- ଗରୁଡ ପୁରାଣ ଅନୁସାରେ ଯେବେ ନାରୀ ମାଂସ ଭକ୍ଷଣ କରିଥାଏ ତେବେ ତା ସ୍ଵାମୀ ଉପରେ କଷ୍ଟ ପଡିଥାଏ । ଏହା ସହ ସ୍ଵାମୀର ଯୁବାବସ୍ଥାରେ ମୃ-ତ୍ୟୁ ହୋଇଥାଏ । ଏହା ଛଡା ନାରୀ କେଶ ଧୋଇଲେ ତାର ସ୍ଵାମୀର ଆୟୁ କମିବା ସହ ପିଲାଙ୍କର ମଧ୍ୟ ଆୟୁ କମିଥାଏ । ନିଜ ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ଦ୍ଵାରା ସ୍ଵାମୀର ମୃ-ତ୍ୟୁ ହୋଇଥାଏ । ଏହା ବ୍ଯତୀତ ଅଜଦି ନାରୀ ସିନ୍ଦୁର, ମଙ୍ଗଳସୂତ୍ର, ପାଉଁଜି ବା ଚୁଡି ନ ପିନ୍ଧି ସେମିତି ରହିଥାଏ ତେବେ ବୃଦ୍ଧା ଅବସ୍ଥା ଆସିବା ପୂର୍ବରୁ ସ୍ଵାମୀର ମୃ-ତ୍ୟୁ ହୋଇଥାଏ । ସ୍ଵାମୀ ନ ଖାଇବା ପୂର୍ବରୁ ସ୍ତ୍ରୀ ଖାଇଲେ ବା ସକାଳେ ଓ ରାତିରେ ଡେରିରେ ଶୋଉଥିବା ନାରୀର ସ୍ଵାମୀର ଆୟୁଷ ବହୁତ କମ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *