ସ୍ତ୍ରୀର ଗୁଲାମ ହୋଇଥାନ୍ତି ଏହି 3ଟି ନାମର ପୁରୁଷ- Jyotisha Shastra

‘ଜୋରୁ କି ଗୁଲାମ’ ଅର୍ଥାତ ଯଦି ଆମେ ଏହାକୁ ଓଡିଆରେ ବୁଝିବା ତେବେ ଏହାକୁ ସ୍ତ୍ରୀକୁ ପୁରୁଷର ମୁନିବ ବୋଲି ବିବେଚନା କରିବା । କିନ୍ତୁ ଚିନ୍ତା କରିବାର କଥା ଏହା ଯେ କଣ ବାସ୍ତବରେ ଏହି ଶବ୍ଦର ଆବଶ୍ୟକତା ରହିଛି? କଣ ସବୁବେଳେ ଗୋଟେ ପୁରୁଷ ନିଜର ପ୍ରଭୁତ୍ଵ ସ୍ତ୍ରୀ ଉପରେ ପକାଇବା ଉଚିତ? ତେବେ ଏମିତି କିଛି ବି ହୋଇ ନଥାଏ । ପୁରୁଷ ଓ ସ୍ତ୍ରୀ ସର୍ବଦା ଏକ ସମାନ ହୋଇଥାନ୍ତି । ସଂସାରରେ ନାରୀର ମହତ୍ଵ ସର୍ବଦା ଅଧିକ ରହିଥାଏ । ନାରୀ ସର୍ବଦା ପୂଜନୀୟ ଓ ଆଦରଣୀୟ ହୋଇଥାଏ । ତେବେ ପୁରୁଷକୁ ନିଜର ସମସ୍ତ ନିଷ୍ପତିରେ ନାରୀ ଅର୍ଥାତ ସ୍ତ୍ରୀର ପରାମର୍ଶ ନେବା ଉଚିତ । ତେବେ ଆମେ କେବେ ଏହା ବିବେଚନା କରିବା ନହିଁ ଯେ ନାରୀ ବା ପୁରୁଷ କେହି ବି କାହାର ମୁନିବ ହୋଇନଥାନ୍ତି ।


ତେବେ ଅନେକ ନାରୀଙ୍କ ମନରେ ଏହି ଆକାଂକ୍ଷା ରହିଥାଏ ଯେ ସେମାନଙ୍କ ସ୍ଵାମୀ ତାଙ୍କର ସମସ୍ତ କଥା ମାନି ଚଲାନ୍ତୁ । କିନ୍ତୁ ସର୍ବଦା ଏହିପରି ହୋଇନଥାଏ । ପରନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷର ନାମର ପ୍ରଥମ ଅକ୍ଷର ମଣିଷର ସ୍ଵଭାବରେ ଅନେକ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ନାମର ପୁରୁଷ ନିଜର ସ୍ତ୍ରୀଙ୍କ ସମସ୍ତ କଥା ମାନି ଚାଲିଥାନ୍ତି ।


1 । ‘ଏ’ ନାମୀ ପୁରୁଷ:-

ଏହି ନାମୀ ପୁରୁଷ ନିଜର ପତ୍ନୀଙ୍କୁ ଅତ୍ୟନ୍ତ ପ୍ରେମ କରିଥାନ୍ତି । ଏହି ନାମୀ ପୁରୁଷ ନିଜ ପତ୍ନୀଙ୍କୁ କେବେ ହେଲେ କଷ୍ଟ ଦେଇ ନଥାନ୍ତି ଓ ସ୍ଵ ଇଛା କ୍ରମେ ନିଜ ସ୍ତ୍ରୀଙ୍କ ସମସ୍ତ କଥା ମାନିଥାନ୍ତି । ପତ୍ନୀଙ୍କ ପ୍ରତି ତାଙ୍କର ଅତ୍ୟନ୍ତ ଭଲ ପାଇବା ତାଙ୍କୁ ସ୍ତ୍ରୀଙ୍କ ସମସ୍ତ କଥା ମାଣିବାକୁ ବାଧ୍ୟ କରିଥାଏ ।


2 । ‘ପି’ ନାମୀ ପୁରୁଷ:-

କୁହାଯାଏ ଏହି ନାମୀ ପୁରୁଷ ନିଜ ସ୍ତ୍ରୀଙ୍କ ପ୍ରେମରେ ପାଗଳ ହୋଇ ଥାନ୍ତି । ଏମାନେ ନିଜ ସ୍ତ୍ରୀର ସମସ୍ତ ଇଛା ପୂରଣ କରିବା ପାଇଁ ତତ୍ପର ଥାନ୍ତି ଓ ଏଥିରେ ଏମାନଙ୍କୁ ଆନଦ ମିଳିଥାଏ । କିନ୍ତୁ ଏହି ନାମୀ ପୁରୁଷ ନିଜର ସମସ୍ତ ନିସ୍ପତି ବହୁତ ଭାବି ଚିନ୍ତି ନେଇଥାନ୍ତି । ଏହି ନାମୀ ପୁରୁଷ ସର୍ବଦା ନିଜ ପତ୍ନୀଙ୍କୁ ଖୁସିରେ ରଖିବା ପାଇଁ ଚେଷ୍ଟାକରଣତି ଓ ପତ୍ନୀଙ୍କ ସମସ୍ତ କଥା ମନି ଚଳନ୍ତି ।


3 । ‘ଆର’ ନାମୀ ପୁରୁଷ:-

ଏହି ନାମୀ ପୁରୁଷ ନିଜ ପତ୍ନୀଙ୍କ ଖୁସି ପାଇଁ କିଛି ବି କରି ପାରନ୍ତି । ଏମାନଙ୍କ ପ୍ରେମ ନିଜ ପତ୍ନୀଙ୍କ ପାଇଁ ଖୁବ ନିବିଡ ଥାଏ । ଏମାନେ ସର୍ବଦା ଏହି ପ୍ରଚେଷ୍ଟାରେ ଥାନ୍ତି ଜୀ କିପରି ତାଙ୍କ ପତ୍ନୀ ସର୍ବଦା ଖୁସି ରହିବେ ଓ କିପରି ତାଙ୍କ ଜୀବନରେ କୌନସି ଅସୁବିଧା ନ ଆସିବ । ଏହି ସବୁ ବିଶେଷ କାରଣ ଥାଏ ଏହି ନାମୀ ପୁରୁଷଙ୍କ ପାଖରେ ଯାହା କାରଣରୁ ସେମାନେ ନିଜ ପତ୍ନୀଙ୍କ ସମସ୍ତ କଥା ମାନି ଚାଲିଥାନ୍ତି ।

Leave a Reply

Your email address will not be published. Required fields are marked *