ସ୍ତ୍ରୀର ଜୁଇକୁ ଡେଇଁ ସ୍ଵାମୀ କଲା ଆତ୍ମଦାହ, ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣ ବି କାନ୍ଦି ପକାଇବେ

ଆଜିକାଲି ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ସ-ମ୍ପ-ର୍କ କିଛି ଦିନ ମଧ୍ୟରେ ଭା-ଙ୍ଗି ଯାଉଛି । କିନ୍ତୁ ଏମିତି ବି କିଛି ସ-ମ୍ପ-ର୍କ ଅଛି ଯେଉଁମାନେ ମୃ-ତ୍ୟୁ ପର୍ଯ୍ୟନ୍ତ ସ୍ତ୍ରୀ ନିଜ ସ୍ଵାମୀର ଓ ସ୍ଵାମୀ ନିଜ ସ୍ତ୍ରୀର ହାତ ଛାଡି ନ ଥାଏ । କହିବାକୁ ଗଲେ ଏହିଭଳି କିଛି ଉଦାହରଣ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି । ଯାହା ବିଷୟରେ ଶୁଣିଲେ ଆପଣଙ୍କ ଆଖିରୁ ବି ଲୁହ ଚାଲି ଆସିବ । କଳାହାଣ୍ଡି ଜିଲ୍ଲାର ଜଣେ ସ୍ତ୍ରୀ ନିଜ ସ୍ଵାମୀକୁ ଏକୁଟିଆ କରି ଆର ପରିକୁ ଚାଲି ଗଲା ।

ଯାହାକୁ ସ୍ଵାମୀ ସହି ପାରିଲା ନାହିଁ ଓ ଶେଷରେ ନିଜେ ସ୍ତ୍ରୀର ସହି ଜ-ଳ-ନ୍ତା ଜୁ-ଇ-କୁ ଡେ-ଇଁପ୍ରା-ଣ ହା-ରି-ଦେ-ଲା । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଶିଳାଉଚୁଡି ଗାଁରେ ଆଖିରୁ ଲୁହ ନେଇ ଆସୁଥିବା ଘଟଣା ଘଟିଛି । ସୂଚନା ଅନୁସାରେ ନୀଳମଣି ଶ-ବରଙ୍କ ସ୍ତ୍ରୀ ରାଏବାରୀଙ୍କ ମୃ-ତ୍ୟୁ ହୃ-ଦ-ଘା-ତ କାରଣରୁ ହୋଇଗଲା ।

ମୃ-ତ୍ୟୁ ପରେ ହିନ୍ଦୁ ନୀତି ନିୟମ ଅନୁସାରେ ରାଏବାରୀଙ୍କ ଶ-ବକୁ ତାର ୪ ପୁଅ, ସ-ମ୍ପ-ର୍କୀୟ ଓ ଗ୍ରାମାସୀମାନେ ମିଶି ଗାଁ ମଶାଣିରେ ଅନ୍ତିମ ସତ୍କାର କରିବା ପରେ ସମସ୍ତେ ନିଜ ନିଜ ଘରକୁ ଫେରିବାକୁ ଲାଗିଲେ । କିନ୍ତୁ ଏହି ସମୟରେ ଏକ ଏମିତି ଘଟଣା ଘଟିଲା ଯାହା ବିଷୟରେ କେହି କଳ୍ପନା ବି କରି ନ ଥିଲେ । ନିଜ ସ୍ତ୍ରୀ ର ମୃ-ତ୍ୟୁ ପରେ ସ୍ଵାମୀ ନୀଳମଣି ଦୁଃଖରେ ପୂରାପୂରି ଭା-ଙ୍ଗି ଯାଇଥିଲେ । ସେ ନିଜ ସ୍ତ୍ରୀ ହ-ରା-ଇ-ଲେ ନାହିଁ କି ଯେମିତି ପୁରା ଦୁନିଆ ତାଙ୍କୁ ଛାଡି ଚାଲିଗଲା ଏହିଭଳି କିଛି ତାଙ୍କୁ ଲାଗୁ ଥିଲା ।

ସେ ନିଜ ସ୍ତ୍ରୀକୁ ହ-ରା-ଇ-ବା କଥା ତାଙ୍କ ମନକୁ ବହୁତ ଆଘାତ କରିଲା । ଶେଷରେ ତାଙ୍କ ସ୍ତ୍ରୀ ଯେଉଁ ଜୁ-ଇରେ ଜଳୁଥିଲେ ସେ ବି ସେହି ଜୁ-ଇକୁ ଡେଇଁ ପଡିଲେ । ଏହା ଦେଖିବା ମାତ୍ରେ ନୀଳମଣିଙ୍କୁ ବଞ୍ଚାଇବା ପାଇଁ କିଛି ଲୋକମାନେ ସେହି ଜୁ-ଇ ନିକଟକୁ ଆସିଲେ । କିନ୍ତୁ ନିଆଁର ଧାସ ଏତେ ପ୍ରଖର ଥିଲା କି କେହି ବି ସାହାସ କରି ସେହି ଜୁ-ଇ ପାଖକୁ ଗଲେ ନାହିଁ ଓ ଦେଖୁ ଦେଖୁ ନୀଳମଣି ଓ ତାଙ୍କର ମୃତ ପତ୍ନୀ ରାଏବାରୀ ଜଳି ପାଉଁଶ ହୋଇଗଲେ ।

ଏହି ଘଟଣା ଘଟିବା ପରେ ପୁରା ଗାଁରେ ଶୋ-କ-ର ଛାୟା ଖେଳି ଯାଇଛି । ସମସ୍ତେ ଏହି ଘଟଣା ବିଷୟରେ ଶୁଣିବା ପରେ ଆଶ୍ଚର୍ଯ୍ୟ ହେବା ସହିତ ଦୁଖିତ ମଧ୍ୟ ହେଉଛନ୍ତି । କହିବାକୁ ଗଲେ ୭୦ ବର୍ଷ ବୟସରେ ସ୍ତ୍ରୀକୁ ହ-ରା-ଇ-ବା ପରେ ନୀଳମଣି ନିଜକୁ ଅସହାୟ ମନେ କରିଲେ । ଯେଉଁ କାରଣରୁ ସେ ନିଜ ପତ୍ନୀ ସହ ଆର ପାରିକୁ ଯିବେ ବୋଲି ନିଷ୍ପତି ନେଇ ଜୁ-ଇରେ ଧା-ସ ଦେଇ ଦେଲେ । ଏଥିରୁ ଜଣା ପଡୁଛି କି ନୀଳମଣି ଓ ତାଙ୍କର ପତ୍ନୀଙ୍କ ସ-ମ୍ପ-ର୍କ କେମିତି ଥିଲା ।

ଶୁଣିବାକୁ ମିଳୁଛି କି ନୀଳମଣି ଓ ତାଙ୍କର ପତ୍ନୀଙ୍କ ୪ ପୁଅ ଓ ବୋହୁ ଅଛନ୍ତି । କିନ୍ତୁ କୌଣସି କାରଣରୁ ସେମାନେ ସମସ୍ତଙ୍କ ଠାରୁ ଅଲଗା ରହୁଥିଲେ । ପତ୍ନୀ ବି-ଚ୍ଛେ-ଦ ପରେ ବୁଢା ବୟସରେ ଆହୁରି କଷ୍ଟ ଭୋଗିବାକୁ ପଡିପାରେ ଭାବି ଶେଷରେ ସେ ଏହି ନିଷ୍ପତି ନେଲେ ବୋଲି ବର୍ତ୍ତମାନ ଚର୍ଚା ଚାଲିଛି । ଅନ୍ୟ ପଟେ ପୋ-ଲି-ସ ସ-ନ୍ଦେ-ହ କରୁଛି କି ପୁଅମାନେ ନିଜ ପିତା ଓ ମାତାଙ୍କର ଧ୍ୟାନ ରଖୁ ନ ଥିଲେ ଯେଉଁ କାରଣରୁ ପିତା ଏହିଭଳି ନିଷ୍ପତି ନେଇଛି । ଅନ୍ୟ ପଟେ ପୋ-ଲି-ସ ଏହାକୁ ଏକ ଅପମୃ-ତ୍ୟୁ ମା-ମ-ଲା ରୁଜୁ କରି ମା-ମ-ଲାର ଯା-ଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *