ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବା ଦେଖିଥିବେ ସାଧାରଣତ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଥାଏ । କିନ୍ତୁ ଆଜିକାଲି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବା କାରଣରୁ ସେମାନେ ପରସ୍ପର ଠାରୁ ଅଲଗା ହୋଇ ଯାଉଛନ୍ତି । ଆଉ କିଛି କ୍ଷେତ୍ର ରେ ଏମିତି ଦେଖା ଯାଉଛି ସ୍ଵାମୀ ସ୍ତ୍ରୀ ଉଭୟ ଉଭୟଙ୍କୁ ମାରି ମଧ୍ୟ ଦେଉଛନ୍ତି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ନୂଆ ଆଉ ଭିନ୍ନ ଧରଣର ଭିଡିଓ ସାମନାକୁ ଆସିଛି ।
ସୂଚନା ଅନୁଯାୟୀ ଏହି ଭିଡିଓ ରେ ଯେଉଁ ବୃଦ୍ଧ ବ୍ୟକ୍ତି ଜଣଙ୍କ ନଜର ଆସୁଛନ୍ତି ସେ ତାଙ୍କ ନିଜ ସ୍ତ୍ରୀ ଙ୍କୁ ହାଣି ତାର କଟା ମୁଣ୍ଡ ଧରି ୧୨ କିମି ରାସ୍ତା ଚାଲି ଚାଲି ଯାଇଛନ୍ତି । ତେବେ ଏହି ଘଟଣା ଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସତ କିନ୍ତୁ ଏହି ଘଟଣା ସତ୍ୟ ଅଟେ । ନିଜ ସ୍ତ୍ରୀ ଙ୍କୁ ହାଣିବା ନିଜ ମୁହଁ ରେ ମାନିଛନ୍ତି ସ୍ଵାମୀ ଜଣକ ।
ତେବେ ସ୍ଵାମୀ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ତାଙ୍କ ସହ ସବୁବେଳେ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିଲେ । ତାଙ୍କର ଦୁଇ ଛୁଆ ଙ୍କୁ ଠିକ ଭାବେ ଖାଇବାକୁ ଦେଉ ନ ଥିଲେ କି ତାଙ୍କର ଠିକ ଭାବେ ଯତ୍ନ ନେଉ ନ ଥିଲେ । ବୃଦ୍ଧ ବ୍ୟକ୍ତି ଜଣକ ଆର୍ମୀ ରେ ଚାକିରି କରିଲେ ପରେ ଗୋଟେ କମ୍ପାନୀ ରେ ମଧ୍ୟ ଚାକିରି କରିଲେ କିନ୍ତୁ ତାଙ୍କ ସ୍ତ୍ରୀ ଜଣକ ଏଥିରେ ସନ୍ତୁଷ୍ଟ ନ ଥିଲେ ।
ବର୍ତ୍ତମାନ ବୃଦ୍ଧ ବ୍ୟକ୍ତି ଜଣକ ଦିନ ମଜୁରିଆ ଅଟନ୍ତି । ଆଉ ସକାଳୁ ଯାଇ ରାତିରେ ୧୦ ଟା ବେଳେ ଫେରିବା ବେଳ ସ୍ତ୍ରୀ ଜଣକ ପିଲା ଙ୍କୁ ଖାଇବାକୁ ଦେଇ ନ ଥିବେ ବୋଲି ବୃଦ୍ଧ ବ୍ୟକ୍ତି ଜଣକ କହିଛନ୍ତି । ତାଙ୍କ ସ୍ତ୍ରୀ ସବୁବେଳେ ତାଙ୍କ ସହ ଝଗଡା କରୁଥିଲେ ଯାହା କୁ ସହ୍ୟ ନ କରିପାରି ଅତିଷ୍ଠ ହୋଇ ବୃଦ୍ଧ ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀ ର ବେକ କାଟି ହାଣି ଦେଇଛନ୍ତି ।
ତେବେ କଟା ବେକ କୁ ସେ ରାସ୍ତା ରେ ଧରି ପ୍ରାୟ ୧୨ କିମି ଦୂର ଯାଏଁ ଚାଲି ଚାଲି ଆସିଥିଲେ ଯାହାକୁ ଲୋକ ମାନେ ଦେଖି ମଧ୍ୟ ସ୍ତବ୍ଧ ହୋଇ ଯାଇଛନ୍ତି । ତେବେ ନିଜର ଅପରାଧ ମାନିବା ପରେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି । ତେବେ ବୃଦ୍ଧ ବ୍ୟକ୍ତି ଜଣକ ଏପରି କାଣ୍ଡ ଘଟାଇ ନିଜର ଦୋଷ ନିଜେ ସ୍ଵୀକାର କରିଛନ୍ତି ।
ତେବେ ବୃଦ୍ଧ ବ୍ୟକ୍ତି ଜଣକ ଏହି ବୟସରେ ଏମିତି କାଣ୍ଡ ଘଟାଇବେ ତାହା କେହି ସହଜରେ ବିଶ୍ଵାସ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।