ସ୍ତ୍ରୀ ସହ ସବୁବେଳେ ଝଗଡା କରିଥାନ୍ତି ଏହି 4 ନାମର ପୁରୁଷମାନେ- Jyotisha Shastra

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବିବାହ ଜୀବନର ବହୁତ ବଡ ଦିନ ହୋଇଥାଏ ଏହି ଦିନ ଦୁଇ ଆତ୍ମା ଗୋଟେ ହୋଇଥାନ୍ତି, ତେବେ ଏହି ଦିନ ଠାରୁ ସ୍ଵାମୀ ସ୍ତ୍ରୀ ନିଜ ସୁଖ ଦୁଃଖ ସବୁ କଥା ପରସ ପରକୁ କହିଥାନ୍ତି ଯାହା ଦ୍ଵାରା ତାଙ୍କ ଜୀବନ ସବୁ ଦୁଃଖ ଦୂର ହୋଇଥାଏ । କିନ୍ତୁ ସବୁ ସ୍ଵାମୀ ଏକା ଭଳି ହୋଇନଥାନ୍ତି କିଛି ପୁରୁଷ ନିଜ ସ୍ତ୍ରୀ ମାନଙ୍କ ମନ କଥା ଦୂରର ଅଟେ କୁହା ଯାଇଥିବା କଥା ମଧ୍ୟ ବୁଝନ୍ତି ନାହିଁ ଆଉ ତାଙ୍କୁ ସବୁବେଳେ ଭଲ ମନ୍ଦ ଶୁଣେଇବାରେ ବ୍ୟସ୍ତ ରହିଥାନ୍ତି ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଆଜି ଆମେ ଆପଣଙ୍କୁ ଏମିତି କିଛି ଅକ୍ଷର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆରମ୍ଭ ହୋଇଥିବା ନାମ ପୁରୁଷ ନିଜ ସ୍ତ୍ରୀ କଥା କିଛି ବୁଝନ୍ତି ନାହିଁ ଆଉ ସବୁବେଳେ ଝଗଡା କରିଥାନ୍ତି ।

ସି ନାମ ପୁରୁଷ :

ଏହି ନାମ ପୁରୁଷ ବହୁତ ରାଗି ସ୍ଵଭାବର ହୋଇଥାନ୍ତି, ଏହି ନାମ ପୁରୁଷ ଟିକେ ଟିକେ କଥା ପାଇଁ ବହୁତ ଅଧିକ ଝଗଡା କରନ୍ତି ଯାହା ତାଙ୍କ ସ୍ତ୍ରୀ ମନକୁ ବହୁତ ଆଘାତ ଦେଇଥାଏ, ଏହି ନାମ ପୁରୁଷଙ୍କୁ ନିଜ ରାଗ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ ନଚେତ ଆପଣଙ୍କ ସମ୍ପର୍କ ଭାଙ୍ଗିବାରେ ସମୟ ଲାଗିବ ନାହିଁ । ଆପଣ ନିଜ ମନ ଶାନ୍ତ କରି ନିଜ ସ୍ତ୍ରୀ କଥା ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

ଏଲ ନାମ ପୁରୁଷ :

ଏହି ନାମ ପୁରୁଷ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି ତାଙ୍କ ନଜରରେ ଯାହା ଉଚିତ ହୋଇଥାଏ ସେ କେବଳ ତାହା କରିବା ପସନ୍ଦ କରିଥାନ୍ତି । ଏହି ନାମ ଲୋକଙ୍କ ମନରେ ନିଜ ସ୍ତ୍ରୀ ପାଇଁ କିଛି ସମ୍ମାନ ନଥାଏ ଯାହା ଦ୍ଵାରା ତାଙ୍କ ସମ୍ପର୍କ ବହୁତ ଶୀଘ୍ର ଖରାପ ହୋଇଥାଏ ।

ପି ନାମ ପୁରୁଷ :

ଏହି ନାମ ପୁରୁଷ ନିଜ ସ୍ତ୍ରୀକୁ କେବେ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ସେ କେବଳ ନିଜ ସ୍ତ୍ରୀକୁ ସବୁ କାମ ପାଇଁ ଦୋଷ ଦେଇଥାନ୍ତି ଆଉ ଜୀବନରେ ଯେତେ କଷ୍ଟ ହେଲେ ମଧ୍ୟ ନିଜ ସ୍ତ୍ରୀକୁ ବୁଝାନ୍ତି ନାହିଁ । ଏହି ଭଳି ଲୋକ ଜୀବନରେ ବହୁତ କଷ୍ଟ ପାଇଥାଏ ।

ଭି ନାମ ପୁରୁଷ :

ଏହି ନାମ ପୁରୁଷ ବାହାର ଲୋକଙ୍କ ପାଇଁ ଅଲଗା ହୋଇଥାନ୍ତି ଆଉ ନିଜ ଘର ଲୋକଙ୍କ ପାଇଁ ଅଲଗା ହୋଇଥାନ୍ତି, ଏହି ଲୋକ ବାହାରେ ଭଲ ଦେଖେଇ ହୁଅନ୍ତି କିନ୍ତୁ ମନରେ ବହୁତ ଛଳନା ରଖିଥାନ୍ତି । ଏହି ଭଳି ଲୋକ କେବେ କାହାକୁ ବୁଝିବା ପାଇଁ ଚେଷ୍ଟା କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *