ଦେଖନ୍ତୁ ସ୍ତ୍ରୀ କେମିତି ସ୍ଵାମୀଙ୍କୁ ମାରୁଛି, ସ୍ଵାମୀ ବି କହୁଛି କିଛି ଏମିତି କି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଲଗାତାର ଭାବେ ଦୁଇ ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି ଏହି ଭି-ଡି-ଓ ଟି ଯେଉଁଠାରେ ଜଣେ ସ୍ତ୍ରୀ ନିଜ ସ୍ଵାମୀକୁ ପିଟି ଚାଲିଛି । ଏହି ଘଟଣାଟି ହେଉଛି ଭୁବନେଶ୍ବ ଲକ୍ଷ୍ମୀସାଗର ଅଞ୍ଚଳର । ଏ ନେଇ ବାପା ଓ ପୁଅ ମିଶି ମା ନାଁରେ ଥାନାରେ ଅ-ଭି-ଯୋ-ଗ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ମା ବାପାକୁ ମା-ଡ ମା-ରୁ-ଥି-ବା ବେଳେ ନିଜ ପୁଅ ଏହାର ଭି-ଡି-ଓ କ୍ୟାମେରାରେ କଏଦ କରିଛି । ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ପ୍ରଦୀପ୍ତ ସାହୁ ସୁଲୋଚନା ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ସୁଲୋଚନାଙ୍କ ବାପା ଯୌତୁକ ବାବଦରେ ପ୍ରଦୀପ୍ତଙ୍କୁ ଜମି ଦେଇଥିଲେ ଯେଉଁଥିରେ ସେ ଘର କରି ରହୁଛନ୍ତି ।

ଏ ନେଇ ସୁଲୋଚନା ପ୍ରଦୀପ୍ତଙ୍କ ଉପରେ ପ୍ରତିଦିନ ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର କରିବାରେ ଲାଗିଛନ୍ତି । ପ୍ରଦୀପ୍ତଙ୍କ ପୁଅ କହିଛନ୍ତି ଯେ ତାଙ୍କ ମା ତାଙ୍କ ଉପରେ ପାଣି ପକାଇ ତାଙ୍କର ବହିପତ୍ର ସବୁ ଚିରି ଦେଇଛନ୍ତି । ତାଙ୍କୁ ମା-ଡ ମା-ରି-ବା ବେଳେ ତାଙ୍କ ବାପା ଆସି ପହଞ୍ଚିଥିଲେ । ଏହା ପରେ ସୁଲୋଚନା ପ୍ରଦୀପ୍ତଙ୍କୁ ଚା-ପୁ-ଡା ମା-ରି-ବା ସହ ତାଙ୍କ ଦେହରେ ନି-ଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ପୁଅ ଏହି ଦୃଶ୍ୟକୁ କ୍ୟାପଚର କରିଥିଲେ । ଏହା ପରେ ସୁଲୋଚନା ତାଙ୍କ ଭାଇ, ଭାଉଜ ଓ ମାଙ୍କୁ ଡକାଇ ପ୍ରଦୀପ୍ତଙ୍କୁ ମା-ଡ ମା-ରି-ଥି-ଲେ ବୋଲି ସେ ଅ-ଭି-ଯୋ-ଗ କରିଛନ୍ତି ।

କିନ୍ତୁ ଏ ନେଇ ସୁଲୋଚନାଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଇ ନାହି । ଅନ୍ୟ କ୍ଷେତ୍ରରେ ସୁଲୋଚନା ମହିଳା ଥାନାରେ ଓଲଟା ଅ-ଭି-ଯୋ-ଗ କରିଛନ୍ତି ଯାହା ପାଇଁ ପ୍ରଦୀପ୍ତଙ୍କୁ ଆଏସି କହିଛନ୍ତି ଯେ ତୁମକୁ ଯେଉଁ ମୂହୁର୍ତ୍ତରେ ଡକାଯିବ ତୁମେ ଆସି ପହଞ୍ଚିବ । ଏହା ସହ ଡିଭୋର୍ସ କେସ ଫାଇଲ ହେବା ପରେ ଭରଣପୋଷଣ ସବୁ ଦେବା ପାଇଁ ମହିଳା ଥାନାରୁ ପ୍ରଦୀପ୍ତଙ୍କୁ କୁହା ଯାଇ ଛି । ଏହି ଘଟଣାକୁ ଆଧାର କରି ପ୍ରତିକ୍ରିୟା ଦେଇଛନ୍ତି ପୁରୁଷ କମିଶନର ଆବାହକ ଦାମକେଶ ତ୍ରିପାଠି । ସେ କହିଛନ୍ତି ଯେ ଏହି ଭା-ଇ-ରା-ଲ ହୋଇଥିବା ଭି-ଡି-ଓର ସଠିକ ଭାବେ ଯାଞ୍ଚ କରି ପୋଲିସ ତଦନ୍ତ ଆରମ୍ଭ କରିବା ଉଚିତ ।

ଦାମକେଶ ତ୍ରିପାଠୀ ନିଜ ରାଏରେ କହିଛନ୍ତି ଯେ ଏହି ଭି-ଡି-ଓ ରେ ପ୍ରଦୀପ୍ତ ତାଙ୍କ ସ୍ତ୍ରୀଙ୍କୁ ମା-ରୁ-ନ ମା-ର, ମା-ରୁ-ନ ମା-ର ଏହିଭଳି ଶବ୍ଦ କହଛନ୍ତି । ଏହି ଜାଗାରେ ଯଦି ମହିଳା ଥାନ୍ତେ ତେବେ ଏବେ ସୁଦ୍ଧା ରାଜରାସ୍ତା ଜାମ ହୋଇ ସାରନ୍ତାଣୀ । ଏହି ଘଟଣା ରେ ସଠିକ ଯାଞ୍ଚ କରାଯାଇ କାର୍ଜ୍ଯାନୁଷ୍ଠାନ କରାଯାଉ ବୋଲି ସାଧାରଣ ଜନତା ପକ୍ଷରୁ ଦାବି କରା ଯାଇଚି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *