ସ୍ତ୍ରୀ ଓ ଶ୍ଵଶୁର ଘରକୁ ନେଇ କିଛି ଏଭଳି ଅଭୋଯୋଗ ଆଣିଛନ୍ତି ଏହି ବ୍ୟକ୍ତି କି ଶୁଣି ଆପଣଙ୍କ ମୁଣ୍ଡ ବି ଘୁରିବ… ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ । ଜଣେ ବ୍ୟକ୍ତି ଯାହାଙ୍କର ନାଁ ହେଉଛି ସୋମ୍ୟରଞ୍ଜନ ନାୟକ ଯିଏ ତାଙ୍କ ଶ୍ଵଶୁର ଘର ନାଁ ରେ ବଡ ସଙ୍ଗିନ ଅଭିଯୋଗ ଆଣିଛନ୍ତି । ସୋମ୍ୟ ଙ୍କ କହିବା ଅନୁଯାୟୀ ତାଙ୍କ ଶ୍ଵଶୁର ଘର ଲୋକେ ଆତଙ୍କ ଠାରୁ ବହୁତ ଟଙ୍କା ଲୁଟ କରି ନେଇ ସାରିଲେଣି । ସୋମ୍ୟ ଙ୍କ ଶ୍ଵଶୁର ଘର ତାଙ୍କ ଘର ଠାରୁ ୫-୬ କିମି ଦୂରରେ ହେବ । ବର୍ତ୍ତମାନ ସେମାନେ ଡୁମଡୁମା ରେ ରହୁଛନ୍ତି । ସୋମ୍ୟ ଙ୍କ ସ୍ତ୍ରୀ ଓ ଛୁଆ କୁ ଶ୍ଵଶୁର ଘର ଲୋକେ ଛାଡୁ ନାହାନ୍ତି । ଏମିତିକି ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ତାଙ୍କ ଛୁଆ ଜନ୍ମ ହେବା ପରେ ମାସକୁ ୩୦ ହଜାର ଟଙ୍କାର ସେରଲାକ ଖାଉଛି ତାଙ୍କ ଠାରୁ ପଇସା ଲୁଟ କରିବାରେ ଲାଗିଛନ୍ତି ।

ସୋମ୍ୟ ଆଗକୁ କହିଛନ୍ତି ତାଙ୍କ ଠାରୁ ସାଢେ ୩ ଲକ୍ଷ ୪ ଲକ୍ଷ ଅଟଙ୍କା ନେଇ ସାରିଲେଣି । ଏମିତିକି ତାଙ୍କ ସ୍ତ୍ରୀଙ୍କ ଠାରୁ ମଧ୍ୟ ଅନର୍ଗଳ ତାଙ୍କ ନେଇ ସାରିଛନ୍ତି । ତାଙ୍କ ପୁଅ ଜନ୍ମ ହେବ ପରେ ୩୦ ହଜାର ଟଙ୍କାର ସେରଲାକ ମାସକୁ ଖାଉଥିଲା ବୋଲି ଶ୍ଵଶୁର ଘର ଲୋକେ ଟଙ୍କା ଲୁଟ କରୁଥିଲେ । ବୁଲେଇବାକୁ ଝିଅକୁ ନେଇ ଆଉ ସ୍ଵାମୀ ପାଖକୁ ଛାଡୁ ନାହାନ୍ତି ଶ୍ଵଶୁର ଘରେ ଲୋକେ ।

ସୋମ୍ୟ ଙ୍କ ଶ୍ଵଶୁର ଘର ଲୋକେ କହୁଛନ୍ତି ଯଦି ସ୍ତ୍ରୀ ଛୁଆକୁ ନେଇ ରଖିବ ତେବେ ତାଙ୍କ ଘରର ୫୦୦ ମିଟର ଭିତରେ ଘର ଭଡା କରି ରହିବାକୁ । କିନ୍ତୁ ଏଟା ସମ୍ଭବ ନୁହେଁ ବୋଲି ସୋମ୍ୟ କହିଛନ୍ତି । ସୋମ୍ୟ ବର୍ତ୍ତମାନ ଏସି ମେଣ୍ଟେନାନ୍ସ ଡିପାର୍ଟମେଣ୍ଟ ରେ କାମ କରୁଛନ୍ତି । ଏ ସବୁ କଥା ସୋମ୍ୟ ଙ୍କୁ ତାଙ୍କ ଶାଳା ଓ ଶ୍ଵଶୁର କରିବାକୁ କହୁଛନ୍ତି ।

କାରଣ ତାଙ୍କ ଶଳା ଯିଏ ସେ ଘରେ ବସିକି ଖାଉଛି କିଛି କାମ ଧନ୍ଦା କରୁ ନାହି । ଯେତେବେଳେ ଖାରବେଳ ନଗର ପୋଲିସ ସୋମ୍ୟ ଙ୍କ ଶ୍ଵଶୁର ଘର ଲୋକଙ୍କୁ କହିଲା ଯଦି ସୋମ୍ୟ ତାଙ୍କ ଦେଇ ନାହାନ୍ତି ତେବେ ବ୍ଯାଙ୍କ ଷ୍ଟେଟ ମେଣ୍ଟ କାଢିବା ପାଇଁ । ସୋମ୍ୟ ଆଗକୁ କହିଛନ୍ତି କି ସେ ବାହା ହୋଇଛନ୍ତି ୨୦୧୯ ରେ କିନ୍ତୁ ଶ୍ଵଶୁର ଘରେ ଲୋକ ତାଙ୍କ ଠାରୁ ୨୦୧୫ ରୁ ପଇସା ଲୁଟ କରିବାରେ ଲାଗିଛନ୍ତି ।

ସୋମ୍ୟ ଙ୍କ ଶାଶୁ ଦୁଇ ଦୁଇ ଥର ସମ ହସ୍ପିଟାଲ ରେ ଅପରେସନ ହୋଇଛନ୍ତି ଯାହାର ସବୁ ଖର୍ଚ୍ଚ ନିଜେ ସୋମ୍ୟ କରିଛନ୍ତି । ଯିଏ ଯେତେବେଳ ପଇସା ମାଗିଛନ୍ତି ସେ ସମସ୍ତଙ୍କୁ ଦେଇଛନ୍ତି । ସୋମ୍ୟ ନିଜ ମତ ରେ କହିଛନ୍ତି କି ଯଦି ମୋ ଶ୍ଵଶୁର ଘର ଲୋକେ ନିଜ ଝିଅ ଆଉ ନାତି କି ରଖିବାକୁ ଚାହୁଁଛନ୍ତି ତେବେ ସବୁ ଦିନ ପାଇଁ ରଖନ୍ତୁ ଆଉ ସବୁ କିଛି କ୍ଲିୟର କରନ୍ତୁ ।

ନଚେତ ସବୁ ଦିନ ପାଇଁ ତାଙ୍କ ପାଖକୁ ସ୍ତ୍ରୀ ଆଉ ଛୁଆ କୁ ଛାଡିବାକୁ ଗଣ ମାଧ୍ୟମ ଜରିଆରେ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *