ଦର୍ଶକ ବନ୍ଧୁ ଏ ପ୍ରେମିକ ମାନେ ନିଜକୁ ନିଜେ କଣ ଭାବୁଛନ୍ତି କି ? ଏମିତି କିଛି ପ୍ରଶ୍ନ ଏବେ ଉଠୁଛି । ପୋଲିସ କିନ୍ତୁ ସମସ୍ତଙ୍କୁ ଆ-ରେ-ଷ୍ଟ କରିଛି । ଖାଲି ପ୍ରେମିକା ନୁହେଁ ପ୍ରେମିକାର ପରିବାରକୁ ବି ଗି-ର-ଫ କରିଛି ପୋଲିସ । ହଁ ଦର୍ଶକ ବାନ୍ଧି ନୀତି ଖବରକାଗଜରେ ଆଉ ଟିଭିରେ ପ୍ରସାର ହେଉଛି ପ୍ରେମର ପ୍ରତାରଣାରେ ପ୍ରେମିକ ଜୀ-ବ-ନ ହା-ରି ଦେଇଛି । କିନ୍ତୁ ପ୍ରେମିକା ନାଁ ରେ 306 ଦ-ଫା ଲାଗିଛି ।
ତଥାପି ପ୍ରେମିକା ବିରୁଦ୍ଧରେ କିଛି ବି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରୁ ନାହି ପୋଲିସ । କିନ୍ତୁ ଏବେ ପୋଲିସ ସତ ଜାଣିବା ପରେ ପ୍ରେମିକା ସହ ପରିବାରକୁ ଟାଣି ଆଣିଲା । ତା ପରେ ଲୋକେ କହୁଛନ୍ତି ବାଃ ବାଃ ରେ ପୋଲିସ । ପ୍ରେମିକା ମାନେ ମିଠା ମିଠା କଥା କହି ପ୍ରେମିକଙ୍କୁ ଫସାଇବା ପରେ ତାପରେ ଜୀବନର କଣ୍ଟା ବୋଲି ଭାବି ନିଅନ୍ତି । ସବୁଦିନ ପାଇଁ ସେ କଣ୍ଟାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରନ୍ତି ।
ଆଉ କେହି କେହି ସଫଳ ହୋଇ ଯାଆନ୍ତି । ଠିକ ଯେମିତି ପ୍ରଥମେ ଘରକୁ ଡାକି କୋଲଡ୍ରିଂକ୍ସ ଦେଲେ । ଆଉ ଯେବେ ପ୍ରେମିକ ଗୁରୁତର ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ ସେତେବେଳେ ପ୍ରେମିକା ଫୋନ କରିଥିଲେ ଏ ଯାଏଁ ତୁମର କିଛି ହୋଇନି । ଆଉ ପ୍ରେମିକା କହୁଛି ତୁମର ଏ ଅବସ୍ଥା ପାଇଁ ମୁଁ ଦାୟୀ । ଏମିତି କିଛି ଶୁଣିବା ପରେ ମେଡିକାଲ ବେଡରେ ସେ ପ୍ରେମିକର ଅବସ୍ଥା କଣ ହୋଇଥିବ ଆପଣ ଭାବି ପାରୁଥିବେ ।
ଆଉ ତାପରେ ପ୍ରେମିକ ଜୀବନ ହାରିଲା । ଯେଉଁ ଝିଅକୁ ଭଲ ପାଉଥିଲେ ତାଠାରୁ ଏମିତି କଥା ଶୁଣିବା ପରେ ଜୀ-ବ-ନ ହା-ରି-ଲେ ପ୍ରେମିକ । ବନ୍ଧୁଗଣ ଆମେ କହୁଛୁ ଉତ୍ତର ପ୍ରଦେଶର କଥା । ଉତ୍ତର ପ୍ରଦେଶର ପ୍ରେମିକା ଚିତ୍ରା ଓ ହାତୋଷ ବାସିନ୍ଦା ପ୍ରେମିକ ଅଙ୍କିତ । ଦୁହିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ ପରିବାର ଲୋକେ ଚିତ୍ରା ର ଅନ୍ୟ ଜାଗାରେ ବାହାଘର କରାଇଦେଲେ ।
ହେଲେ ବାହାଘର ପରେ ଚିତ୍ରା ପ୍ରେମିକ ସହ କଥା ହେଉଥିଲା । ହେଲେ ହଠାତ କଣ ହେଲା କେଜାଣି ପ୍ରେମିକ ଅଙ୍କତିକୁ ରାସ୍ତାରୁ ହଟାଇବା ପାଇଁ ଚିତ୍ରା କୋଲଡ୍ରିଂକ୍ସରେ କିଛି ମିଶାଇ ତା ଜୀବନ ନେବାକୁ ଚେଷ୍ଟା କରିଲା । ଯେତେବେଳେ ଚିତ୍ରା ଶୁଣିଲା ଅଙ୍କିତ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛି ଆଉ ବଞ୍ଚିଯିବ କୁଆଡେ ଆଉ ସେତେବେଳେ ଫୋନରେ ଚିତ୍ରା କିଛି ଏମିତି କହିଲା ଯାହା ପାଇଁ ଜୀ-ବ-ନ ହା-ରି-ଲା ଅଙ୍କିତ ।
ଆଉ ତାପରେ ପୋଲିସ ଚିତ୍ରା ର ସ୍ଵାମୀ ଓ ପରିବାରକୁ ଆ-ରେ-ଷ୍ଟ କରିଲା । ଯାହା ପରେ ଲୋକେ କହିଲେ ବାଃ ବାଃ ରେ ପୋଲିସ । ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ଯଦି ଏଠି ଏମିତି ହୋଇପାରିଲା ତେବେ ଏଠାରେ କାହିଁକି ଗି-ର-ଫ କରିପାରୁ ନାହାନ୍ତି ପୋଲିସ । ଏମାନଙ୍କ ନାଁ ରେ ଦ-ଫା ରୁଜୁ ହୋଇସାରିଛି ତଥାପି ପୋଲିସ କାହିଁକି ଗି-ର-ଫ କରୁ ନାହି । ଏମିତି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡୁଛି । ତାହେଲେ ବନ୍ଧୁଗଣ ଆପଣଙ୍କର ପୁରା ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।