Breaking News: ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଆସିଲା ବହୁତ ବଡ ଖବର

ସୁଶାନ୍ତ ସିଂହ ରାଜପୁତଙ୍କ ଅଚାନକ ମୃତ୍ୟୁର ଖବର ତାଙ୍କର ସମସ୍ତ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଏକ ବର୍ଷ ହେବା ସତ୍ବେ ବି ତାଙ୍କ ମୃତ୍ୟୁର ଅସଲ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । ଅନ୍ୟ ପଟେ CBI ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ କିଛି ଲୋକମାନଙ୍କୁ ଗିରଫ ଜେରା କରି ଛାଡି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ମିଳିଥିବା ଖବର ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ NCB ଗିରଫତାର କରିଛି । ଯାହାକି ସୁଶାନ୍ତଙ୍କ ଫ୍ୟାନମାନଙ୍କ ପାଇଁ ଏକ ବଡ ଖୁସି ଖବର ଅଟେ ।

କିନ୍ତୁ ସୁଶାନ୍ତସିଂହ ରାଜପୁତଙ୍କୁ ନେଇ ଅନ୍ୟ ଏକ ବଡ ଖବର ବି ସାମ୍ନାକୁ ଆସୁଛି । କିଛି ଦିନ ତଳେ ଟାଇମ ମାଗାଜିନ ମୋସ୍ଟ ଡିଜାୟରେବଲ ମ୍ୟାନ ୨୦୨୦ର ଲିସ୍ଟ ଜାରି କରିଛି । ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତ ଟପରେ ଅଛନ୍ତି । ଏହି ଲିସ୍ଟରେ ଅଲଗା aଲଗା ଫୀଲ୍ଡର ୪୦ ବର୍ଷରୁ କମ ସବୁଠୁ ହ୍ୟାଣ୍ଡସମ ଓ ଚାର୍ମିଙ୍ଗ ବ୍ୟକ୍ତିମାନଙ୍କୁ ବଛା ଯାଇଥାଏ । ସୁଶାନ୍ତ ସିଂହ ରାଜପୁତ ଏହି ଦୁନିଆରେ ଆଉ ନାହାନ୍ତି ତଥାପି ସେ ଏହି ଲିସ୍ଟରେ ଟପ ରେ ଅଛନ୍ତି । ଅର୍ଥାତ ଲୋକମାନେନ ଆଜି ବି ତାଙ୍କୁ ପସନ୍ଦ କରୁଛନ୍ତି ।

କହିଦେଉଛୁ କି ଏହି ଲିସ୍ଟ ଅନ୍ଲାଇନ ଭୋଟ ଓ ଅନ୍ୟ କିଛି ମାଧ୍ୟମରେ ଜାରି କରାଯାଇଛି । କହିଦେଉଛୁ କି ଗତ ବର୍ଷ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ଇଣ୍ଟର୍ନେଟରେ ସବୁଠୁ ଅଧିକ ସର୍ଚ କରାଯାଉଥିବା ନାଁ ଥିଲା । ଏହି ବର୍ଷ ପୁଣି ଏକ ଉପଲବ୍ଧି । ଯାହାକି ପ୍ରମାଣିତ କରୁଛି କି ଆଜି ବି ସୁଶାନ୍ତ ସିଂହ ରାଜପୁତ ଲୋକମାନଙ୍କ ହୃଦୟରେ ଅଛନ୍ତି । କହିଦେଉଛୁ କି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଗତ ବର୍ଷ ୧୪ ଜୁନରେ ହୋଇଥିଲା ।

ସୁଶାନ୍ତ ସିଂହ ରାଜପୁତ ଜଣେ ଭଲ ଅଭିନେତା ହେବା ସହିତ ଜଣେ ଦାର୍ଶନିକ ବି ଥିଲେ । ସୁଶାନ୍ତ ଐସ୍ଟ୍ରନମୀ ଓ ଐସ୍ଟ୍ରୋଫିଜିକ୍ସ ବହୁତ ପସନ୍ଦ କରୁଥିଲେ । ଏହା ସହିତ ସେ ଅଲଗା ଅଲଗା ବିଷୟର ବହି ବି ପଢୁଥିଲେ । ସାଇନ୍ସରେ ରୁଚି ହେବା କାରଣରୁ ସେ ଆମେରିକାର ନାସା ଓ ଯୂୟୁରୋପିୟନ ନ୍ଯୂକ୍ଲିୟର ରିସର୍ଚ ଲ୍ୟାବ ବି ବୁଲି ଦେଖଛନ୍ତି । କହିଦେଉଛୁ କି ଦ ଟାଇମ୍ସ ମୋସ୍ଟ ଡିଜାୟରେବଲ ମୈମ୍ୟାନ୨୦୨୦ର ଲିସ୍ଟରେ ଟପ ୧୦ରେ ସୁଶାନ୍ତ ସିଂହ ରାଜପୁତଙ୍କ ପରେ ବିଜୟ ଦେବରକୋଣ୍ଡା ଯାହାଙ୍କ ବିଷୟରେ ବି ଆପଣ ସମସ୍ତେ ଜାଣିଥିବେ ।

ସେ ଜଣେ ସାଉଥର ଅଭିନେତା ଅଟନ୍ତି । କିନ୍ତୁ ଏହା ସତ୍ବେ ବି ସେ ଏହି ଲିସ୍ଟରେ ଦ୍ଵିତୀୟ ନମ୍ବରରେ ଆସି ବଡ ବଡ ଅଭିନେତା ଓ ଷ୍ଟାରଙ୍କୁ ପଛରେ ଛାଡି ଦେଇଛନ୍ତି । ଏହି ଲିସ୍ଟରେ ଆଦିତ୍ୟ ରୟ କପୁର, ବିକୀ କୌଶଲ, ଦୁଲକର ସଲମାନ, ବିରାଟ କୋହଲୀ, ଟାଇଗର ଶ୍ରଫ, ରଣବୀର ସିଂହ, ଗୁରଫତେହ ସିଂହ ପୀରଜାଦା ଓ ସିଦ୍ଧାର୍ଥ ମଲ୍ହୋତ୍ରା ନାଁ ସାମିଲ ଅଛି । ଏହା ଟପ ୧୦ ଟାଇମ୍ସ ମୋସ୍ଟ ଡିଜାୟରେବଲ ମ୍ୟାନ ୨୦୨୦ ଅଟନ୍ତି । କିନ୍ତୁ ଏହି ଲିସ୍ଟରେ ମୋଟ ୫୦ ଜଣ ଷ୍ଟାରଙ୍କ ନାଁ ଅଛି । ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଲା, କାର୍ତିକ ଆର୍ୟନ ଓ ରଣବୀର କପୁରଙ୍କ ନାଁ ବି ସାମିଲ ଅଛି ।

Leave a Reply

Your email address will not be published. Required fields are marked *