ସୁଗାର ୩୮୦ ହେଉ ବା ୪୮୦, ୩୦ ବର୍ଷ ପୁରୁଣା ହେଉ ପଛେ କେବଳ ୭ ଦିନରେ ଶେଷ ହୋଇଯିବ- Diabetes Treatment

ଆଜିକା ସମୟରେ କାହାକୁ ରୋଗ ହବା କିଛି ବଡ କଥା ନୁହେଁ, ତେବେ ଭୟଙ୍କର ରୋଗ ହେଲେ ମଧ୍ୟ କାହାକୁ ଆଶ୍ଚର୍ଯ୍ୟ ଲାଗି ନଥାଏ କାହିଁକି ନା ଆଜିକା ସମୟରେ ସମସ୍ତଙ୍କୁ ଭୟଙ୍କର ରୋଗ ହେଇ ଚାଲିଛି । କଣ ଆପଣ ମାନେ ଜାଣିଛନ୍ତି ବର୍ତମାନ ସମୟରେ ୮୦% ଲୋକଙ୍କୁ ଭୟଙ୍କର ରୋଗ ଅଛି ଆଉ ସେ ଏହି ରୋଗକୁ ଭଲ କରିବା ପାଇଁ ଘରୋଇ ଉପଚାର କରିଥାନ୍ତି ଏହା ସହ ଡକ୍ଟର ଦ୍ୱାରା ଦିଆ ଯାଇଥିବା ଔଷଧ ମଧ୍ୟ ସେବନ କରିବା ଉଚିତ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ସୁଗାର କଣ୍ଟ୍ରୋଲ ହୋଇଥାଏ । ସୁଗାର କଣ୍ଟ୍ରୋଲ କରିବା ପାଇଁ ମଣିଷ ବହୁତ୍ ପ୍ରକାର କାମ କରିଥାଏ ଏହା ସହ ନିଜ ସ୍ୱାସ୍ଥ୍ୟର ମଧ୍ୟ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ । ଶରୀରରେ ଗ୍ଲୁକୋଜ ମାତ୍ରା ଅଧିକ ହେବାରୁ ଏହାକୁ ଡାଇବେଟିଜ୍ ବୋଲି କୁହା ଯାଇଥାଏ ।

ତେବେ ଆମ ଶରୀର ପ୍ୟାଙ୍କରିଆଜ ଆମ ଶରୀରରେ ଥିବା ଖାଦ୍ୟକୁ ଉର୍ଜା ରେ ପରିଣତ କରିଥାଏ, କିନ୍ତୁ ଯେତେବେଳେ ପ୍ୟାଙ୍କ୍ରିଆଜ ଭଲ ଭାବରେ କାମ କରିନଥାଏ ସେତେବେଳେ ଖାଦ୍ୟ ଊର୍ଜ ରେ ପରିଣତ ନ ହୋଇ ଶୁଗାର୍ ବା ଗ୍ଲୁକୋଜ ରେ ପରିଣତ ହୋଇଥାଏ ଯାହା ପରେ ଶରୀରରେ ଇଁସୁଲିଁ ମାତ୍ରା ବଢ଼ିବାକୁ ଲାଗିଥାଏ ଆଉ ଆମ ରକ୍ତରେ ସୂଗାର ମାତ୍ରା ବଢ଼ିଯାଇ ଥାଏ ।

ଆଜି ଆମେ ଆପଣଙ୍କୁ ଘରୋଇ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ସମସ୍ତଙ୍କ ପାଇଁ ଲାଭକାରୀ ଅଟେ । ଆପଣଙ୍କୁ ଦୁଇ ଗ୍ଲାସ ପାଣି ନେବାର ଅଛି ଏହା ପରେ ତାକୁ ଫୁଟିବା ଆରମ୍ଭ କରନ୍ତୁ ଏହା ପରେ ସେଥିରେ ଗୋଟେ ଚାମଚ ମେଥି, ୧୫ଟି ଭୁସୁଙ୍ଗ ପତ୍ର, ଗୋଟେ ଖଣ୍ଡ ଅଦା ଚେଚିକୀ ଆଉ ଗୋଟେ ଚାମଚ ଡାଲଚିନି ପାଉଡର ଏହା ପରେ ତାକୁ ଫୁଟେଇ ଫୁଟେଇ ଗୋଟେ ଗ୍ଲାସ କରନ୍ତୁ ।

ଆଉ ଥଣ୍ଡା ହବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ତାକୁ ଉଷୁମ ପିଅନ୍ତି କିନ୍ତୁ ମନେ ରଖନ୍ତୁ ଖାଲି ପେଟ ସକାଳେ ଆପଣଙ୍କୁ ଏହି ପାଣି ସେବନ କରିବାକୁ ହବ ଯାହା ଦ୍ଵାରା ଆପଣଙ୍କ ଶରୀରକୁ ସଠିକ ଉପଚାର ପ୍ରାପ୍ତ ହେଉ ଆଉ ଆପଣଙ୍କ ଶରୀର ଭଲ କାମ କରି ପାରୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *