ଶୁକ୍ରବାର 25 ଜୁନ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି 2 ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ । ମେଷ :- ଆଜି ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ସାରା ଭଲ ପାଇବା ଓ ସାହାନ୍ଭୂତି ମିଳିବ । ପରିଶ୍ରମ ମଧ୍ୟ କରିବାକୁ ପଡିବ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ । ବହୁତ ଦିନରୁ ଅପେକ୍ଷା କରିଥିବା କିଛି କାମର ଯୋଜନା ବନାଇବା ପାଇଁ ଦିନ ବହୁତ ଭଲ ଅଟେ । ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କ ପାଇଁ ବହୁତ ବଡ ସଫଳତା ମିଳିବ । ଜୀବନ ସାଥି ସହିତ ସମ୍ପର୍କ ମଜଭୁତ ରହିବ । ଏହା ସହିତ ଆପଣ ତାଙ୍କର ସବୁ ଇଛା ପୁରା କରିବା ପାଇଁ ଚେଷ୍ଟା କରନ୍ତି ।

ବୃଷ :- ଆଜି ଆପଣଙ୍କ ଧ୍ୟାନ ସମ୍ପର୍କ ସହିତ ଜଡିତ ମାମଲାରେ ରହିବ । ଆଜି କାମରେ ବେକାର ବିବାଦରୁ ଦୂରେଇ ରୁହନ୍ତୁ । କୌଣସି ବଡ ନିସ୍ପତି ନେବା ସମୟରେ ରାୟ ନିଶ୍ଚିତ ରୂପରେ ନିଅନ୍ତୁ । ସ୍ବଭାବରେ ତେଜୀ ବା ଚିନ୍ତିତ ଜଣା ପଡିବେ । ଆପଣ ବୁଝି ସୁଝି କଥା କୁହନ୍ତୁ । ପାର୍ଟନର ସହିତ ବାହାନ ଚଳଉଥିବା ସମୟରେ ସାବଧାନ ରୁହନ୍ତୁ । କୌଣସି ପ୍ରକାର ବିବାଦରୁ ଦୂରେଇ ରୁହନ୍ତୁ ।

ମିଥୁନ :- ଆଜି କୌଣସି ଅଧିକାରୀଙ୍କ ସହଯୋଗ ମିଳିବ । ଆପଣଙ୍କ ସବୁ ମନୋକମାନର ପୂରଣ ହେବ । ଆପଣଙ୍କୁ ସମସ୍ତଙ୍କ କଥା ଧ୍ୟାନର ସହିତ ଶୁଣିବା ଦରକାର । ସାଙ୍ଗ ମାନଙ୍କ ସହିତ ଭଲ ସମ୍ପର୍କ ରହିବ । ଆପଣଙ୍କୁ କୌଣସି ଜରୁରୀ କାମରେ ସଫଳତା ମିଳିବ । ସାଙ୍ଗ ଆଉ ସାଥିରେ କାମ କରୁଥିବା ଲୋକ ଆପଣଙ୍କ ସହିତ କାମ କରି ବହୁତ ଖୁସି ହେବେ ।

କର୍କଟ :- ଆଜି ଅଧିକାରୀଙ୍କ ଠାରୁ ସହଯୋଗ ଓ ଆଉ ସାଙ୍ଗ ମାନଙ୍କ ଠାରୁ ବିଜନେସରୁ ଲାଭ ମିଳିବ । ଆପଣଙ୍କ ପରାକ୍ରମ ବଢିପାରେ । ଆପଣଙ୍କ ଦିନ ପରିବାର ନିଜ ଜୀବନ ଓ ପଇସା ମାମଲାରେ ହିଁ ବିତିବ । କ୍ରୋଧ ଓ ଉତେଜନା ଉପରେ ସଂଯମତା ରକ୍ଷା କରନ୍ତୁ । ସତ କାର୍ଯ୍ୟରେ ରୁଚି ବଢିବ । ପ୍ରିୟଜନଙ୍କ ପୁରା ସହଯୋଗ ମିଳିବ । ନିଜ ଦାୟିତ୍ଵ ଉପରେ ପୁରା ଧ୍ୟାନ ଦିଅନ୍ତୁ ।

ସିଂହ :- ଆଜି ଆପଣଙ୍କୁ ପାଖ ସମ୍ପର୍କୀୟ ଆପଣଙ୍କ ଘରକୁ ଆସିବେ ଯାହା ଦ୍ଵାରା ଘରର ମହୋଲ ବହୁତ ଭଲ ରହିବ । କାମ ପ୍ରତି ସମର୍ପିତ ହେବ ଦ୍ଵାରା ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ହେବେ । ପିଲାମାନଙ୍କର ଭଲ ବ୍ୟବହାର ଦେଖିକି ମାତା ପିତା ଖୁସି ହେବେ । ମିଳିମିଶି ଆଜିର ଦିନ ବହୁତ ଭଲ ରହିବ । ଆଜି ନିଜ ଭାବନା ଆଉ ରାଗ ଉପରେ କଣ୍ଟ୍ରୋଲ ରଖନ୍ତୁ ।

କନ୍ୟା :- ନିଜ ପରିବାର ସହିତ ସମୟ ବିତାଇବା ବା ନିଜ ସଂପର୍କକୁ ମଜଭୁତ କରିବାର ସମୟ ଅଟେ । ସାମୁହିକ କାର୍ଯ୍ୟରେ ସମସ୍ତଙ୍କ ସଜେସନ ନେଇକି ଆଗକୁ ବଢନ୍ତୁ । ରହିଯାଇଥିବା କାର୍ଯ୍ୟ ସିଦ୍ଧ ହେବ । ପ୍ରିୟ ଲୋକଙ୍କ ସହିତ ଭେଟ ହେବ । ଥକାନ ଅନୁଭବ କରିବେ । ବ୍ୟବସାୟରେ ଚିନ୍ତା ରହିବ । ସନ୍ତାନଙ୍କ ବ୍ୟବହାର ଦ୍ଵାରା କଷ୍ଟ ହେବ ।

ତୁଳା :- ଆଜି ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରିବେ । ଏମିତି ଚେଷ୍ଟା କରନ୍ତୁକି ଉଚ ଅଧିକାରୀଙ୍କ ସହିତ ବିବାଦ ନହେଉ । ସାମାଜିକ କାର୍ଯ୍ୟରେ ସଫଳ ହେବେ । ଆପଣଙ୍କ କାମର ଚର୍ଚା ହେବ । ଆପଣଙ୍କର କୌଣସି ଖାସ କାମ ସମୟରେ ପୁରା ହେବ । କିଛି ଲୋକ ଆପଣଙ୍କ ଠାରୁ ସହଯୋଗର ମାଙ୍ଗ କରି ପାରନ୍ତି । ରହିଯାଇଥିବା କାମ ସମୟରେ ପୁରା ହେବା ଦ୍ଵାରା ଆତ୍ମବିଶ୍ଵାସ ବଢିବ ।

ବିଛା :- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଆଧ୍ୟାତ୍ମିକ ଆଡକୁ ଆପଣଙ୍କ ରୁଚି ଅଧିକ ବଢିବ । ଆଜିର ଦିନରେ ମାନସିକ ରୂପରେ ନିଜକୁ ଏକ୍ଟିଭ ରଖିବାର ଅଛି । ଆପଣ ଯେଉଁ କାମକୁ କରିବାକୁ ପ୍ରୟାସ କରିବେ ସେହି କାମରେ ଆପଣଙ୍କୁ ସଫଳତା ମିଳିବ । ଚାକିରିକି ନେଇ ନୂଆ ସୁଯୋଗ ପ୍ରାପ୍ତ କରିବେ, ସେଇ କାମରେ ଆପଣଙ୍କୁ ସଫଳତା ମିଳିବ ।

ଧନୁ :- ଆଜି ଆପଣଙ୍କ ଥକାମୟ ଓ ଉଦାସ ଜୀବନ ଆପଣଙ୍କ ଜୀବନସାଥୀକୁ ଚିନ୍ତା ଦେଇ ପାରେ । ଉଚ ଅଧିକାରୀଙ୍କ ସହିତ କିଛି ମତଭେଦ ହୋଇପାରେ । ଏମିତିରେ ଆପଣଙ୍କୁ ଆପଣଙ୍କ ଭାଷାର ପ୍ରୟୋଗ ଭାବି ଚିନ୍ତି କରିବା ଦରକାର । ପରିବାରର ମହୋଲ ସୁଖମୟ ରହିବ ।

ମକର :- ଜୀବନ ସାଥିର ସହଯୋଗ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଦୁର୍ଘଟଣାରୁ ସାବଧାନ ରୁହନ୍ତୁ । କୌଣସି ପ୍ରକାର ଭାବରୁ ବଞ୍ଚିବା ଉଚିତ । ଟେନସନଆ ଆଉ ଚିନ୍ତା ଆପଣଙ୍କର ଦୂର ହେବ । ବ୍ୟବସାୟ ଯୋଜନାର ଗତି ମିଳିବ । ମାନ ପତିଷ୍ଠାରେ ବୃଦ୍ଧି ହେବ । ଶୀଘ୍ର ଓ ଭାବ ପ୍ରବଣ ହୋଇ ନିର୍ନୟ ଆଗକୁ ଯାଇ ପଶ୍ଚାତପର କାରଣ ହୋଇପାରେ ।

କୁମ୍ଭ :- ଆଜି ଦାଂପତ୍ଯ ଜୀବନରେ ଛୋଟ ଛୋଟ କଥାରେ ଚିନ୍ତା ବଢିପାରେ । ବହୁତ ପ୍ରକାର ବିଚାରରେ ଆପଣ ଫଶୀ ପାରନ୍ତି । ଆପଣ ପଇସା ସମ୍ଭାଳିକି ରକନ୍ତୁ । ପଇସା ପାତ୍ର ଓ ନିବେଶ ମାମଲାରେ ଭାବି ଚିନ୍ତି କାମ କରନ୍ତୁ । କଡା କଥାବାର୍ତା କରନ୍ତୁ ନହିଁ । ଆଜି କୌଣସି ଯୋଜନା କରନ୍ତୁ ନହିଁ, ପୁରୁଣା କାମ ସରାଇ ଦିଅନ୍ତୁ ।

ମୀନ :- ଆଜି ଶୁଭ କାର୍ଯ୍ୟରେ ଧନ ଖର୍ଚ ହୋଇପାରେ । ଏହା ଦ୍ଵାରା ଆପଣଙ୍କ କୀର୍ତିରେ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ । ସନ୍ଧ୍ଯା କାଳରେ କୌଣସି ଅତିଥି ଆସିବା ଦ୍ଵାରା ଖୁସି ଅଣୁଭା କରିବେ । କାର୍ଯ୍ୟ କ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *