ଶୁକ୍ରବାର 18 ଜୁନ 2021- ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ୩ ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ ।

ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ । ମେଷ :- ମେଷ ରାଶିର ଲୋକଙ୍କୁ କୌଣସି ନୂଆ ଯୋଜନା ସମୟରେ ପୁରା ହେବ । ପରିବାରର ମହୋଲ ସୁଖମୟ ରହିବ । ବ୍ୟବସାୟରେ ଲାଭ ସହିତ ଆପଣଙ୍କ ଭିତରେ କିଛି ଲୋକଙ୍କୁ ବେରୋଜଗାର ମଧ୍ୟ ଦୂର ହେବ । ନିବେଶ ଚାକିରିରେ ଲାଭ ହେବ । କିନ୍ତୁ ନିଜ ଜୀବନରେ ପୀଡା, ଚିନ୍ତା ଓ ଅସୁବିଧା ବ୍ୟଥିତ କରିବ । କାର୍ଯ୍ୟ କ୍ଷେତ୍ରରେ ବହୁତ ଭଲ ସୁବିଧା ମିଳିବ । ଆଜି ଆପନ୍ନକୁ ମତ ପିତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ବୃଷ :- ଧର୍ମ କର୍ମ ପ୍ରତି ଶ୍ରଦ୍ଧା ଜାଗୃତ ହେବ ଓ କୌଣସି ମହାନ ବ୍ୟକ୍ତିଙ୍କ ସହିତ ଦେଖା ହୋଇବ । ବ୍ଯବସାୟିକ ସ୍ଥଳରେ ନିଜ କାର୍ଯ୍ୟ ତଥା ଯୋଜନାକୁ କାହା ସହିତ ସେୟାର କରନ୍ତୁ ନହିଁ । କାରଣ ଅନ୍ୟର ହସ୍ତପେକ୍ଷ ଆପଣଙ୍କ କାମକୁ ରୋକୀ ଦେଇପାରେ । ଛାତି ଆଉ ଆଖି କଷ୍ଟ କାରଣରୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ଯାହା ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଅସ୍ଥିରତା ରହିବ ।

ମିଥୁନ :- ଭାଗ୍ୟ ଆପଣଙ୍କୁ କିଛି ଭଲ ସୁଯୋଗ ଦେବ । ଧର୍ଯ୍ୟ ପୂର୍ବକ ଦ୍ଵାରା କରାଯାଇଥିବା କଥା ବାର୍ତା ଆପଣଙ୍କ ଫେବରରେ ଆସିବ । ନୂଆ ବିଜନେସକୁ ନେଇ ପାର୍ଟନରସିପର ଯଦି ଅଫର ମିଳେ, ତେବେ ତାର ସ୍ଵୀକାର କରି ପାରନ୍ତି । ରହି ଯାଇଥିବା କାର୍ଯ୍ୟରେ ଗତି ଆସିବ । ଅଫିସରେ ନିଜ ରାୟ ପାଇଁ ସୁଯୋଗ ମିଳିବ । ସନ୍ତାନଙ୍କ ଅସଫଳ ଦ୍ଵାରା ମନ ଦୁଃଖୀ ରହିବ ।

କର୍କଟ :- ବ୍ୟବସାୟ ବା ବ୍ୟାପାର ସହିତ ସମ୍ବନ୍ଧିତ ବହୁତ ଅନୁଭବ ରହିଛି । କୌଣସି ଅସୁବିଧା ଭଳି ସ୍ଥିତି ରହିବ । ତେବେ ଆପଣ ତାକୁ ବହୁତ ସାବଧାନର ସହିତ ହ୍ୟାଣ୍ଡେଲ କରନ୍ତୁ । ସମାଜ ସେବା ସମ୍ପର୍କୀୟରେ ଆପଣଙ୍କ ଯୋଗଦାନ ଓ ନିଷ୍ଠା କାରଣରୁ ସମାଜରେ ମାନ ପ୍ରତିଷ୍ଠା ବା ଯଶରେ ବୃଦ୍ଧି ହେବ । ସନ୍ତାନ କୌଣସି ଶୁଭ ସମାଚାର ଆଣିବେ ।

ସିଂହ :- ଧନ ଲାଭ ହୋଇବ । ମହତ୍ଵ ପୂର୍ଣ ଲୋକଙ୍କ ସହିତ ଦେଖା ହେବାର ଯୋଗ ରହିଛି । ପ୍ରେମ ଜୀବନ ପାଇଁ ଦିନ ବହୁତ ଭଲ ଅଟେ । ଆଜିର ଦିନ ସେହି ଲୋକଙ୍କ ପାଇଁ ବହୁତ ଭଲ ଦିନ ଅଟେ, ଯାହାକୁ ବିଦେଶରେ ବ୍ୟାପାର କରିବାର ଅବସର ମିଳିବ । ଶିକ୍ଷା କ୍ଷେତ୍ରରେ ପ୍ରଗତି ହେବ । ବେରୋଜଗାରକୁ ଆଜି ରୋଜଗାର ମିଳିବ ।

କନ୍ୟା :- ଆଜି କୌଣସି କାମରେ ଆପଣଙ୍କୁ ପରିଶ୍ରମ ଅଧିକ କରିବାକୁ ପଡିବ । ଅଧିକ ଉଶ୍ଚାହ ଓ ତତ୍ପରତା ସହିତ କାର୍ଯ୍ୟ ବିଗିଡି ପାରେ । ଲାଭ ସମ୍ବନ୍ଧୀୟ ଲାଭ ମିଳିବ । କ୍ରୋଧ ନକରି ଶାନ୍ତିରେ ରୁହନ୍ତୁ । ଆଜି କୌଣସି ଯୋଜନାକୁ ମନା କରିବା ଠିକ ନୁହେଁ । ପଇସା ସହିତ ଜଡିତ କୌଣସି ବଡ ନିସ୍ପତି ନିଅନ୍ତୁ ନହିଁ ।

ତୁଳା :- ଆଜି ଆପଣଙ୍କୁ ଜୀବନ ସାଥି ଠାରୁ ଏମିତି କିଛି ଜିନିଷ ମିଳିବ ଯାହାକୁ ଆପଣ ବହୁତ ଦିନରୁ ଅପେକ୍ଷା କରିଥିଲେ । ଆଜି ଆପଣଙ୍କ କୌଣସି ପୁରୁଣା ସାଙ୍ଗ ସହିତ ଦେଖା ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ଛୋଟ ପିଲାଙ୍କ ସହିତ ଉତ୍ତମ ସମୟ ବ୍ଯତୀତ କରିବେ । ପ୍ରେମ ସମ୍ବନ୍ଧରେ ଉପହାର ବା ସନମାନର ପ୍ରାପ୍ତି ହେବ ।

ବିଛା :- ସମ୍ପତି କାମ କାର୍ଯ୍ୟରେ ଧ୍ୟାନ ଦେବେ । ଆଜି କୌଣସି ଶୁଭ ସମାଚାର ଆପଣଙ୍କୁ ପ୍ରାପ୍ତ ହୋଇପାରେ ଭାଗ୍ୟ ଆପଣଙ୍କର ବହୁତ ତେଜ ରହିଛି । କଥାରେ ନିୟତ୍ରଣ ରଖନ୍ତୁ । ପାରିବାରିକ ପରିବେଶ ଆଜି ଆପଣଙ୍କୁ ଭାବନାତ୍ମକ ରୂପରେ ଚିନ୍ତିତ କରିବ । କାହାକୁ କହିଥିବା ଗୋଟିଏ କଥା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।

ଧନୁ :- ଆଜି ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କୁ ଫାଇଦା ଦେବ । ଆଜିର ଦିନ ବ୍ୟବସାୟରେ ସଂଘର୍ଷ ହେବ । ଧନର ବ୍ୟୟ ହୋଇପାରେ । ବ୍ୟାପାରରେ ପାର୍ଟନରଶିପ ଦ୍ଵାରା ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ରହିବ । ଜବରେ ପ୍ରମୋଶନ ଆଡକୁ ଅଗ୍ରସର ହେବେ । ଆଜି ଆପଣଙ୍କୁ ଆପଣଙ୍କ ପୁରୁଣା କାମ କାର୍ଯ୍ୟରେ ବହୁତ ଭଲ ଫଳ ମିଳିବ ।

ମକର :- ଆଜି କୌଣସି ବହୁତ ସମ୍ପତିର ପାରିବାରିକ ବିବାଦକୁ ଦୂର କରିବାର ଆବଶ୍ୟକତା ରହିଛି । ପାରିବାରିକ ଜୀବନରେ ସୁଖ ସମୃଦ୍ଧି ଆସିବ । ଯଦି କୌଣସି ନିବେଶ ସମ୍ବନ୍ଧୀୟ ଯୋଜନା କରୁଛନ୍ତି ତେବେ ତୁରନ୍ତ ତା ଉପରେ କାମ କରନ୍ତୁ । ପ୍ରେମ ସମ୍ବନ୍ଧରେ ପୂର୍ବରୁ ଆସୁଥିବା କିଛି ସମସ୍ୟାର ସମାଧାନ ହେବ ।

କୁମ୍ଭ :- ସାହିତ୍ଯ ସହିତ ଜଡିତ ଲୋକଙ୍କୁ ତାଙ୍କର କାବିଲିୟତ ପାଇଁ ସଂମାନିତ କରାଯିବ । ଆଜି ବ୍ୟବସାୟକୁ ନେଇ ଚିନ୍ତା ବଢିବ । ଛାତ୍ର ଲାଭବିତ ହେବେ । ସମଯରେ ଆପଣଙ୍କ ମାନ ସନମାନ ବଢିବ । ଆଜି ଆପଣ ଅନ୍ୟର ଆବଶ୍ୟକତାକୁ ପୁରା କରିବାର ଚେଷ୍ଟା କରିବେ ।

ମୀନ :- ମିନା ରାଶିର ଲୋକ ଦାଂପତ୍ଯ ସମ୍ବନ୍ଧରେ ପୂର୍ଣ ସହଯୋଗ ବା ବିଶ୍ଵାସ ଅନୁଭବ କରିବେ । ଧାର୍ମିକ କାର୍ଯ୍ୟରେ ସଲଗ୍ନତା ବଢିବ । କୌଣସି ଲାଭ ଦାଯକ ମହତ୍ଵ ପୂର୍ଣ ସୂଚନା ଦ୍ଵାରା ମନ ପ୍ରସନ ରହିବ । ଏହି ସମୟରେ ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ । ଧର୍ମ କର୍ମ ଓ ଅଧ୍ୟାତ୍ମରେ ବିଶ୍ଵାସ ରଖନ୍ତୁ । ନିବେଶ କରିବା ଦ୍ଵାରା ଶୁଭ ଫଳ ରହିବ । ଆପଣଙ୍କ ଭିତରୁ କାହାକୁ ରୋଜଗାର ମିଳିବ ।

Leave a Reply

Your email address will not be published. Required fields are marked *