ଥିଲେ ଝିଅ ହେଲେ ପୁଅ: ମୟୂରଭଞ୍ଜର Suman ଅପରେସନ ପରେ ହେଲେ ଝିଅରୁ ପୁଅ, କିନ୍ତୁ କାହିଁକି? ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ । ଥିଲି ଝିଅ ହେଲି ପୁଅ ଏହା ହେଉଛି ଏକ ସତ କାହାଣୀ ଯାହାଙ୍କର ଉପରେ ଆଧାରିତ ସେ ହେଉଛନ୍ତି ମୟୂରଭଞ୍ଜର ସୁମନ ମହାକୁଡଙ୍କର । ଏହା କୌଣସି ନାଟକ ଉପରେ ଆଧାରିତ ନୁହେଁ । ସମାଜରେ ନିଜର ପରିଚୟ ପାଇଁ ତାଙ୍କୁ ଅନେକ ଅ-ଗ୍ନି ପ-ରୀ-କ୍ଷା ଦେବାକୁ ପଡିଛି । ସୁମନଙ୍କ କାହାଣୀ ହେଉଛି ସେ ଝିଅ ହୋଇ ଜନ୍ମ ହୋଇଥିଲେ କିନ୍ତୁ ଆଜି ପୁଅ ବେଶ ସାଜି ରହୁଛନ୍ତି । ସେ ପିଲାଦିନୁ ପ୍ଯାଣ୍ଟ ସାର୍ଟ ପୁଅଙ୍କ ଭଳି ପିନ୍ଧିବାକୁ ଭଲ ପାଉଥିଲେ । ଯେତେବେଳେ କଲେଜରେ ପଢିଲେ ସେତେବେଳେ ତାଙ୍କ ଡ୍ରେସ ଉପରେ ରୋକ ଲଗାଗଲା । କାରଣ ବିନା କଲେଜ ଡ୍ରେସରେ କଲେଜରେ ପ୍ରବେଶ ନ ଥିଲା ।

ସ୍ଥିତି ଦିନେ ଏମିତି ହେଲା ଯେ ସୁମନ କେବଳ ପରୀକ୍ଷା ଦିନ କଲେଜ ଯାଉଥିଲେ । ସୁମନ ନିଜର ମନ କଥା ନିଜ ପରିବାର ଲୋକଙ୍କୁ କହିଥିଲେ ଏୟା ଭାବି ଯେ ସେମାନେ ଏହାକୁ ଗ୍ରହଣ କରିବେ । କିନ୍ତୁ ସୁମନଙ୍କ ପରିବାର ଲୋକେ ତାଙ୍କୁ ବୁଝି ନ ଥିଲେ । ଝିଅର ଚେହେରା ଓ ତାଙ୍କର ଗତିବିଧି ସୁମନଙ୍କ ପରିବାରକୁ ବୋଝ ଭଳି ଲାଗୁଥିଲା । ସୁମନ ଜଣେ ଝିଅ ନୁହେଁ ବରଂ ଜଣେ ଟ୍ରା-ନ୍ସ-ମ୍ୟା-ନ ଏ କଥା ପରିବାର ଲୋକଙ୍କଉ ବୁଝାଇବା ସହଜ ନ ଥିଲା । ଟ୍ରା-ନ୍ସ-ମ୍ୟା-ନ-ଙ୍କ ଉପରେ ଆଧାରିତ ଭିଡିଓ ଦେଖାଇ ସୁମନ ନିଜ କଥା ପରିବାର ଲୋକଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ ।

ସୁମନ ନିଜ ବାପାଙ୍କୁ ଚିଠି ମାଧ୍ୟମରେ ଏହି କଥା ଜଣାଇଥିଲେ ମଧ୍ୟ କେହି ବି ଏ କଥାକୁ ଗ୍ରହଣ କରିଲେ ନାହି । ନିଜ ପରିବାର ଲୋକଙ୍କ ସମର୍ଥନ ନ ପାଇଁ ଶେଷରେ ରାତିରେ ଗାଡି ଧରି ସୁମନ ଭୁବନେଶ୍ବର ଚାଲି ଆସିଲେ । ଏହା ପରେ ତାଙ୍କ ମନକୁ ବୁଝିବା ଭଳି କିଛି ବନ୍ଧୁ ପାଇଛନ୍ତି ସୁମନ । ଲ-କ ଡା-ଉ-ନ ସମୟରେ ସୁମନ ଅନେକ ସମସ୍ୟାର ସମୁଖିନ୍ନ ହୋଇଛନ୍ତି । ବନ୍ଧୁଙ୍କ ସହଯୋଗ ଦ୍ଵାରା ତାଙ୍କୁ ଜୀବନରେ ବଞ୍ଚିବା ପାଇଁ ଏକ ରାସ୍ତା ମିଳିଛି । ସୁମନ ନିଜର ଅ-ସ୍ତ୍ରୋ-ପ-ଚା-ର କରାଇ ଝିଅରୁ ପୁଅ ହୋଇଛନ୍ତି । ବର୍ତ୍ତମାନ ପୁରୀ ମୁନିସିପାଲିଟି କାର୍ଜ୍ଯାଳୟରେ ସୁମନ କାମ କରୁଛନ୍ତି ।

ସେ ଘରୁ ଆସିବା ପରେ ଦୀର୍ଘ ଗୋଟେ ବର୍ଷ ଯାଏଁ ତାଙ୍କୁ କୌଣସି କାମ ମିଳି ନ ଥିଲା ବୋଲି ସୁମନ କହିଛନ୍ତି । ତାଙ୍କର ଝିଅ ଠାରୁ ଟ୍ରା-ନ୍ସ-ମ୍ୟା-ନ ହେବାର ଯାତ୍ରାକୁ ସମାଜ ଗ୍ରହଣ କରିବ କି ନାହି ତାହା ସୁମନ ଜାଣି ନାହାନ୍ତି । କିନ୍ତୁ ଏ କଥାକୁ ତାଙ୍କ ପରିବାର ଲୋକେ ଗ୍ରହଣ କରିବେ ବୋଲି ସୁମନ ଆଶା ରଖିଛନ୍ତି । ଆଜି ବି ଅନେକ ଟ୍ରା-ନ୍ସ-ମ୍ୟା-ନ ଘରେ ଲୁଚି ରହି ଅନେକ ନି-ର୍ଯ୍ୟା-ତ-ନା ପାଉଛନ୍ତି । ନିଜର ପରିଚୟ ନେଇ ସମାଜ ରେ କିପରି ଭାବେ ବଞ୍ଚିବାକୁ ତେବେ ତାହାର ଉଦାହାରଣ ଦେଇଛନ୍ତି ସୁମନ ।

ବନ୍ଧୁଗଣ ଆପଣ ମାନଙ୍କର ସୁମନଙ୍କର ଏହି ଟ୍ରା-ନ୍ସ-ମ୍ୟା-ନ ଯାତ୍ରାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *