ଯଦି ଇଚ୍ଛା ନଥିଲା କାହିଁକି ବାହା ହେଉଥିଲ, ବାହା ହେଇକି ଆଉ ଗୋଟେ ଟୋକା ସହ….. ଦେଖନ୍ତୁ Video କଣ କହୁଛନ୍ତି ଏହି Advocate

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନନ୍ଦିନୀ ନାମକ ଝିଅ ବଳରାମ ନାମକ ପୁଅଙ୍କୁ ବିବାହ କରିଥିଲେ ଗତ ୧୨ ତରାଇଖରେ । କିନ୍ତୁ ବିବାହର ଚତୁର୍ଥୀ ରାତିରେ ସ୍ତ୍ରୀ ଉଲଗ୍ନ ଅବସ୍ଥାରେ ନ୍ୟୁଡ ଭିଡିଓ କଲ କରି ଭିଣୋଇ ସହ ମଗ୍ନ ଥିଲେ । ଏହି ଦୃଶ୍ୟ ଦେଖିବା ପରେ ସ୍ଵାମୀ ବଳରାମ ଅବାକ ହେବ ସହ ଜୋରରେ ରାଗିଜାଇ ଏ ସବୁ କଣ ହେଉଛି ତାହା ପ୍ରଶ୍ନ କରିଥିଲେ । ପର ଦିନ ବଳରାମ ନନ୍ଦିନୀଙ୍କୁ ନେଇ ଲିଙ୍ଗରାଜା ମନ୍ଦିର ଯିବା ସହ ତାଙ୍କୁ ମାଡ ମାରିବାର ଅଭିଯୋଗ ହୋଇଛି ।

ତେବେ ଏହି ଘଟଣା ବାବଦରେ ଜଣେ ଓକିଲ ମତ ଦେଇଛନ୍ତି କି ଯଦି ଇଚ୍ଛା ନ ଥିଲା ତେବେ କଣ ପାଇଁ ବାହା ହେଉଥିଲ ଯଦି ବାହା ହେଉଥିଲା ତେବେ ଗୋଟେ ସଂସାରକୁ ଭାଙ୍ଗିକି ଅନ୍ୟ ଦିନ ଆଉ ଗୋଟେ ଟୋକା ସହ ଫେରାର ହେଲା ଏଭଳି ମତ ଦେଇଛନ୍ତି ଓକିଲ । ସେ କହିଛନ୍ତି ଅଳ୍ପ ବିଦ୍ୟା ଭୟଙ୍କର, ସୁନ୍ଦର କାରଣରୁ ସେମାନେ ଅଧିକ ଗର୍ବୀ ମନେ କରିଥାନ୍ତି ।

ସୁନ୍ଦରୀ ଯେଉଁ ମାନେ ସେମାନଙ୍କ କ୍ଷେତ୍ରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଉଦାହରଣ ସମାଜସେବୀ ଦାସ ଦାସ, ଆଦିତ୍ୟ ଦାସ, ଏସିଏଫ ସୋମ୍ୟରଞ୍ଜନ, ସୋନାଲୀ ରଥ ଓ ସୋମ୍ୟ ପାଣିଗ୍ରାହୀ, ଗତ ଦୁଇ ଦିନ ତଳେ ଭୁବନେଶ୍ଵର ରେ ଝିଅଟି ବାହା ହୋଇ ପର ଦିନ ସ୍ଵାମୀକୁ ଅଟାକାଇ କରି ଅନ୍ୟ ଟୋକା ସହ ଘରୁ ସୁନା ଟଙ୍କା ନେଇ ପଳାୟନ କରିଛି ।

ଏଭଳି ଝିଅ ନିଜକୁ ଗର୍ବିତ ମାନେ କରନ୍ତି ବହୁତ ସୁନ୍ଦରୀ ବୋଲି । ତେଣୁ ଏମାନଙ୍କର ନାନାଦି ଛନ୍ଦ କପଟ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଆଜିକାଲି ଲୋକଙ୍କର ବାହାଘରରେ ଆନ୍ତରିକତା ନାହି । ଏମାନେ ସୋ ବାଜି କରୁଛନ୍ତି । ଏମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ହେଲେ ଏମାନେ କଣ୍ଟ୍ରୋଲ ହେବ ।

ଆଜି ଯାଏଁ ସୋନାଲୀଙ୍କ କେସ ରେ ହାଇ କୋର୍ଟର ନିର୍ଦେଶ ପରେ ଚୁପ ବସିଛନ୍ତି । କୌଅଂଶୀ ସ୍ଟେପ ନେଲେ ନାହି । ଠିକ ସେହିପରି ଆଦିତ୍ୟ ଦାସ ଓ ସୋମ୍ୟରଞ୍ଜନ କେସ ମଧ୍ୟ ସନ୍ଦେହ ଘେରରେ ରହିଲା । ଏଭଳି ଝିଅ ମାନେ ଏମିତି କାଣ୍ଡ ସଙ୍ଗେ ସଙ୍ଗେ କରିଥାନ୍ତି ନଚେତ ଜୀବନରେ ଅନେକ ବର୍ଷ ପରେ ମଧ୍ୟ କରିଥାନ୍ତି ।

ଏଭଳି ନାରୀ ଙ୍କୁ ଦୁରୁ ଜୁହାର କରି ଏମାନଙ୍କୁ ହଟାଇ ଦେବା ଉଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି ପ୍ରେମ କରିବା ବହୁତ ଭଲ କଥା । କିନ୍ତୁ ଯେଉଁଠି ପରିବାର ପ୍ରଭାବିତ ହେଉଛି ବା ତାଙ୍କ ମନରେ ଆଶଙ୍କା ରହୁଛି କି ଯାହା ଫଳରେ ବାପା ମା ଚାହୁଁ ନାହନ୍ତି ଝିଅ ସେଠାରେ ବାହା ହେଉ ।

ଅନ୍ୟ କ୍ଷେତ୍ରରେ ଝିଅ ଯେଉଁଠି ଇଚ୍ଛା କରୁଛି ସେଠାରେ ଜିଦି କରୁଛି ବାହା ହେଉବାକୁ । କିନ୍ତୁ ବାପା ମା ଝିଅଙ୍କ ଅନିଚ୍ଛା ସତ୍ଵ ବିବାହ କରିବାକୁ ଏଭଳି ଘଟଣା ସାମନାକୁ ଆସୁଛି । ବାପା ମା ମଧ୍ୟ ପିଲାଙ୍କର ମତାମତକୁ ସମାନ ଦେବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *