ଲଗାତର ହ୍ରାସ ହେଉଛି ସୁନାର ଦାମ, ଆଜି ପୁଣି କମିଛି ଏତେ ଟଙ୍କା…

ସୁନା ଓ ରୂପା ଏମିତି ଗୋଟେ ପଦାର୍ଥ ଯାହା ମୂଲ୍ୟ କେବେ କମି ନଥାଏ କାହିଁକିନା ଏହି ଭଳି ଜିନିଷ କେବେ ନଷ୍ଟ ହୋଇ ନଥାନ୍ତି, ତେବେ ବର୍ତମାନ କରୋନା ସ୍ଥିତି ପାଇଁ ସୁନା ରେଟ କିଛି ମାସ ଧରି କମିବାକୁ ଲାଗିଛି । ତେବେ ବାହାଘର ହେଉ ବା ଅନ୍ୟ ସ୍ପେଶଲ ଅକେଜନ ସବୁ ପାଇଁ ସୁନା ଗହଣା ବହୁତ ଆବଶ୍ୟକ ହୋଇଥାଏ, ତେବେ କରୋନା ପାଇଁ ଇଣ୍ଟରନେସନଲ ମାରକେଟରେ ସୁନାରେଟ କମିବାକୁ ଲାଗିଛି ଓ କିଛି ଲୋକ ଏହାର ଲାଭ ନେଇ ପାରିବେ ତେବେ ଆମେ ଆପଣଙ୍କୁ ଆଜି ସୁନା ରେଟ ବିଷୟରେ କହିବାକୁ ଯାଉଛୁ ।

ତେବେ ଆଜି ଚାନ୍ଦିରେଟ କମିଛି ଓ ଆପଣଙ୍କ ଗୋଟେ ଗ୍ରାମ ଚାନ୍ଦି ରେଟ ହାଉଛି ୬୭.୨୦ଟଙ୍କା, ୮ଗ୍ରାମ ରେଟ ହାଉଛି ୫୩୭.୬୦ଟଙ୍କା ଓ ୧୦ ଗ୍ରାମ ଚାନ୍ଦି ରେଟ ହାଉଛି ୬୭୨ ଟଙ୍କା ଚାଲିଛି ।

Image Courtesy: Google

ତେବେ ଚାନ୍ଦି ଏମିତି ଗୋଟେ ପଦାର୍ଥ ଯାହା ଶରୀରରେ ହବା ବହୁତ ଆବଶ୍ୟକ ଅଟେ, ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଚାନ୍ଦି ଗହଣା ଧାରଣ କରିବା ଉଚିତ । ଚାନ୍ଦି ପାଣି ଶରୀରକୁ ବାଜିଲେ ବହୁତ ଭଲ କାମ କରିଥାଏ ଓ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇନଥାଏ, ତେବେ ଚାନ୍ଦି ଧାରଣ କରନ୍ତୁ ଆପଣଙ୍କ ପାଇଁ ବହୁତ ଭଲ କାମ କରିଥାଏ ।

Image Courtesy: Google

ବିଜ୍ଞାନ ବିଶ୍ଳେଷଣଙ୍କ କହିବା ଅନୁଯାଇ ସେପ୍ଟେମ୍ବର ମାସ ଅନ୍ତ ପର୍ଯ୍ୟନ୍ତ ସୁନା ରେଟ ଆଉ କମିବ ବୋଲି କୁହା ଯାଉଛି । ତେବେ ଆଜି ୧୮କେରେଟ ସୁନା ଦାମ ଆଜି ଏହି ପ୍ରକାର ଅଛି ଗୋଟେ ଗ୍ରାମ ସୁନା ୪ହଜାର ଟଙ୍କା ଅଛି, ୮ଗ୍ରାମ ସୁନା ରେଟ ୩୨.୭୦୪ଟଙ୍କା ଅଛି ଓ ୧୦ଗ୍ରାମ ସୁନା ରେଟ ୪୦.୮୮୦ଟଙ୍କା ଚାଲିଛି ।

Image Courtesy: Google

ତେବେ ଏହା ଥିଲା ୧୮କେରେଟ ସୁନା ରେଟ କହିଲୁ ବର୍ତମାନ ଜାଣିବା ୨୨କେରେଟ ସୁନା ଦାମ, ତେବେ ଗୋଟେ ଗ୍ରାମ ସୁନା ରେଟ ୪,୯୫୦ ଟଙ୍କା ଚାଲିଛି ଓ ୮ଗ୍ରାମ ରେଟ ୩୯,୬୦୦ ଟଙ୍କା ଚାଲିଛି ଓ ୧୦ଗ୍ରାମ ସୁନା ରେଟ ୪୯,୫୦୦ ଚାଲିଛି ।

ତେବେ ଆସନ୍ତୁ ଜାଣିବା ୨୪କେରେଟ ସୁନା ରେଟ, ଗୋଟେ ଗ୍ରାମ ସୁନା ରେଟ ୫,୪୧୦ଟଙ୍କା ଅଛି, ୮ଗ୍ରାମ ସୁନା ରେଟ ହଉଛି ୪୩,୨୮୦ ଓ ୧୦ଗ୍ରାମ ସୁନା ରେଟ ୫୪,୧୦୦ଟଙ୍କା ଚାଲିଛି । ତେବେ ସୁନା ରୂପା ବହୁତ ଶୁଭ ପଦାର୍ଥ ଅଟନ୍ତି ଯେଉଁ ଲୋକ ଏହାକୁ ବ୍ୟବହାର କରିଥାଏ ଓ ନିଜ ତିଜୋରିରେ ରଖିଥାଏ ତାଙ୍କ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *