ସୁନା ଆଣି ଆସିଥାଏ ଜୀବନରେ ଶୁଭ ସଂକେତ, ଜାଣନ୍ତୁ ଏହା ବିଷୟରେ

ଆପଣ ଦେଖିଥିବେ କି ଅଧିକାଂଶ ମହିଳାମାନେ ଏବଂ ପୁରୁଷମାନେ ସୁନାର ଗହଣା ପିନ୍ଧିଥାନ୍ତି ଯାହା କି ତାଙ୍କର ଆକର୍ଷଣ ବଢାଇ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସୁନାର ଶାସ୍ତ୍ରରେ ବି ବଡ ମହତ୍ଵ କୁହାଯାଇଛି ଏବଂ ଏହାକୁ ପିନ୍ଧିବା ଦ୍ଵାରା ଜୀବନରେ ଶୁଭ ସଂକେତ ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ କି ସୁନା କିପରି ଆପଣଙ୍କ ଜୀବନରେ ପ୍ରଭାବ ପକାଇଥାଏ ଏବଂ ସବୁ ଚିନ୍ତାକୁ ଦୂର କରିଥାଏ । ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି

Image Courtesy: Google

ଏଥିରେ କୌଣସି ଦୋରାୟ ନାହିଁ କି ସୁନା ସେହି ବ୍ୟକ୍ତି ପିନ୍ଧିପାରେ ଯାହା ପାଖରେ ପ୍ରଥମରୁ ହିଁ ଧନ ଥାଏ । କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟରେ ଆହୁରି ବି ବୃଦ୍ଧି ହେଉ ତାହେଲେ ଆପଣଙ୍କ ହାତରେ ଏବଂ ବେକରେ କିଛି ନା କିଛି ସୁନାରେ ତିଆରି ଗହଣା ନିହାତି ପିନ୍ଧନ୍ତୁ ।

ଆଧ୍ୟାତ୍ମିକ ମହତ୍ଵ

ସୁନା ଗହଣା କରିବା ଦ୍ଵାରା ଆପଣ ସହଜ ଅବସ୍ଥାରେ ରହିଥାନ୍ତି ,ଏଥିରେ ଆପଣଙ୍କୁ ମାନସିକ ସାମଣି ଅନୁଭବ ହୋଇଥାଏ । ଶାସ୍ତ୍ର ଆନୁସାରେ ସୁନା ମୋକ୍ଷ ଦ୍ଵାରର ବି ପ୍ରତୀକ ହୋଇଥାଏ ।

Image Courtesy: Google

ଖରାପ ନଜରରୁ ବଞ୍ଚିବା

ତନ୍ତ୍ର ଶାସ୍ତ୍ର ଆନୁସାରେ ସୁନା ଆପଣଙ୍କୁ ସବୁ ପ୍ରକାରର ଖରାପ ନଜରରୁ ବଞ୍ଚାଇ ଥାଏ । ପୁରୁଣା ଯୁଗରେ ଲୋକ ନବଜାତ ପିଲାଙ୍କୁ ସୁନାର ଏକ ଗହଣା ନିହାତି ପିନ୍ଧାଇ ଥାନ୍ତି ,ଯେମିତି କି ପିଲାକୁ କୌଣସି ଖରାପ ନଜର ଲାଗିବ ନାହିଁ ।

ଆତ୍ମବିଶ୍ଵାସ

ଏଥିରେ କୌଣସି ସନ୍ଦେହ ନାହିଁ କି ସୁନା ପିନ୍ଧିବା ଦ୍ଵାରା ଆପଣଙ୍କର ଆତ୍ମବିଶ୍ଵାସ ବଢି ଥାଏ ,ଯାହା କି ଆଜିର ସମୟରେ ଆପଣଙ୍କ ପାଇଁ ନିହାତି ଆବଶ୍ୟକ ।

Image Courtesy: Google

ଧନ ସହିତ ଯୋଡି ହୋଇଥିବା ଲାଭ

ସୁନା ବୃହସ୍ପତିଙ୍କ ସହିତ ଯୋଡି ହୋଇଥିବା କାରଣରୁ ଏହା ଆପଣଙ୍କ ପାଇଁ ବହୁତ ସାରା ଧନ ଲାଭ ଆଣିଥାଏ । ଏହାକୁ ପିନ୍ଧିଲେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ।

ବୈବାହିକ ଜୀବନ କରିଥାଏ ସୁଖପୂର୍ଣ୍ଣ

ଯଦି ସ୍ଵାମୀ ସ୍ତ୍ରୀଙ୍କ ଭିତରେ ପ୍ରତିଦିନ ଝଗଡା ହେଉଥାଏ ତାହେଲେ ଦୁଇ ଜଣଙ୍କ ଭିତରେ ମତ ଭେଦ ଦୂର କରିବା ପାଇଁ ଦୁଇଜଣ ସ୍ଵାମୀ ସ୍ତ୍ରୀ ମିଶି ବେକରେ ସୁନାର ଚେନ ପିନ୍ଧନ୍ତୁ । ଏମିତି କଲେ ଦୁଇଜଣଙ୍କ ଭିତରେ ଝଗଡା ବହୁତ ଜଲ୍ଦି ଦୂର ହୋଇଥାଏ ।

Image Courtesy: Google

ସନ୍ତାନ ସୁଖ

ବିବାହ ପରେ ଯଦି ସନ୍ତାନ ହେବାରେ ଡେରି ହେଉଥାଏ ତାହେଲେ ସ୍ଵାମୀ ସ୍ତ୍ରୀ ମିଶି ନିଜର ରିଙ୍ଗ ଆଙ୍ଗୁଠିରେ ସୁନା ମୁଦି ପିନ୍ଧନ୍ତୁ । ଏମିତି କଲେ ଆପଣଙ୍କୁ ଜଲ୍ଦି ସନ୍ତାନ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *