ସୁନ୍ଦର ଓ ଚମକଦାର ଚେହେରା ଚାହୁଁଥିଲେ ସକାଳୁ ଉଠି କରନ୍ତୁ ଏହି ସହଜ କାମ- ପୁଅ ହେଉ କି ଝିଅ ସମସ୍ତଙ୍କ ପାଇଁ ଏହି ଉପାୟ

ହେଲ୍ଲୋ ଫ୍ରେଣ୍ଡ୍ସ, ଆଜିକାଲି ଦୁନିଆରେ କିଏ ବା ସୁଦର ଦେଖା ଯିବାକୁ ନ ଚାହେଁ । ଏବଂ ସେଥିପାଇଁ ତ ଅନେକ କମ୍ପାନି ଅନେକ ପ୍ରକାରର ପ୍ରୋଡକ୍ଟ ମଧ୍ୟ ମାର୍କେଟ ରେ ଛାଡୁଛି । କିନ୍ତୁ ଆପଣ ବି ଜାଣିଛନ୍ତି ଏହି ସବୁ ପ୍ରଡ଼କ୍ଟ ର ସତ୍ୟତା କେତେ । ଏହା କେବଳ ଲୋକକଙ୍କୁ ବୋକା ବନେଇବା ପାଇଁ । କିନ୍ତୁ ଆଜି ଆମେ ଆପଣଙ୍କୁ  ଏମିତି ସବୁ ସହଜ ଉପାୟ କହିବୁ ଯାହା ଦ୍ଵାରା ଆପଣ ନ୍ୟାଚୂରାଲ ଚମକ ପାଇ ପାରିବେ ଆପଣଙ୍କ ଫେସ ରେ ।

Image Courtesy: Google

ତେବେ ଏହି ସବୁ ଗୁଡିକ କଣ ସେ ବିଷୟରେ ଜାଣିବା

ବଜାରରେ ମିଳୁଥିବା କେମିକାଲ ଯୁକ୍ତ ବ୍ୟୁଟି ପ୍ରୋଡକ୍ଟ ବ୍ୟଭାର କରି ଅନେକ ଲୋକଙ୍କ ଚେହେରାରେ ଚମକ ତ ଆସିନୀ କିନ୍ତୁ ବ୍ରଣ ବା ଅନ୍ୟ କୌଣସି  ପାଶଵ ପତିକ୍ରିୟା ନିଶ୍ଚୟ ଦେଖିବାକୁ ମିଳିଛି । ସେଥିପାଇଁ ଆପଣ ମାନେ ଯଦି ଏହି ସହଜ ଉପାୟ ଗୁଡିକ କରନ୍ତି ତେବେ ନିଶ୍ଚିନ୍ତ ପ୍ରକୃତିକ ଚମକ ଆସିବା ଆପଣଙ୍କ ଫେସ ରେ  ।

ଶୀଘ୍ର ଉଠିବା

Image Courtesy: Google

ସଜକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ । ଆଜିକାଲିର ଟେକ୍ନୋଲୋଜୀ ଦୁନିଆରେ ଲୋକମାନେ ଡେରି ରାତି ପର୍ଯ୍ୟନ୍ତ ମୋବାଇଲ ଦେଖି ଶୋଊଛନ୍ତି ଓ ସକାଳେ ମଧ୍ୟ ଡେରି ରେ ଉଠୁଛନ୍ତି । ସକାଳେ ଡେରିରେ ଉଠିଲେ ଏହା ଅମା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ, ସେଥିପାଇଁ ସକାଳୁ ଶୀଘ୍ର ଉଠି ନିଜର ନିତ୍ୟ କର୍ମ ସାରି ସକାଳର ଶୁଦ୍ଧ ବାତାବରଣ ରେ ଟିକେ ଚାଲି ଆସନ୍ତୁ ।

ବ୍ୟାୟାମ କରନ୍ତୁ

Image Courtesy: Google

ପ୍ରତ୍ୟକ ଦିନ ସକାଳଉ ଉଠି ବୟାମ ବା ଯୋଗ କରନ୍ତୁ । ଏହା ଆପଣଙ୍କ ରକ୍ତ ସଞ୍ଚାଳନ ଠିକ କରିଥାଏ ଓ ଆପଣଙ୍କ ମୁହଁରେ ଏକ ଅଲଗା ପ୍ରକାରର ଚମକ ଆଣିଥାଏ । କାହିଁକିନା ବ୍ୟାୟାମ କରିବା ଦ୍ଵାରା ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ଆକାରରେ ବାହାରକୁ ଆସିଥାଏ ।

ପାଣି ପିଅନ୍ତୁ

Image Courtesy: Google

ତ୍ଵଚାକୁ ଚମକ ଡାର ରଖିବା ପାଇଁ ତାକୁ ହାଇଡ୍ରେଟ କରିବା ନିହାତି ଜରୁରୀ  । ଏବଂ ଶରୀରକୁ ହାଇଡ୍ରେଟ କରିବା ପାଇଁ ଆମକୁ ଅଧିକ ମାତ୍ରାରେ ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ । ସେଥିପାଇଁ ସକାଳୁ ଉଠୁ ଉଠୁ ଆଗ ଗୋଟେ ରୁ ୩ ଗ୍ଳାସ ପର୍ଯ୍ୟନ୍ତ ପାଣି ପିଅନ୍ତୁ । ଏହା ଦ୍ଵାରା ସମସ୍ତ ପେଟ ସମସ୍ଯା ମଧ୍ୟ ଦୂର ହୁଏ । ଆଉ ଯେମିତିକି ଆପଣ ଜାଣିଛନ୍ତି ମୁହଁ ରେ କିଛି ବି ହେବାର କାରଣ ଆପଣଙ୍କ ପେଟ ସଫା ନ ରିହାବା । ଏବଂ ଦିନ ଭିତରେ ଅତି କମ ରେ ୨-୪ ଲିଟର ପାଣି ନିଶ୍ଚିନ୍ତ ପିଅନ୍ତୁ । ଆଗକୁ ବି ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ଚାହୁଁଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *