ସୁନ୍ଦରତାରେ ଶିଲ୍ପା ଶେଟ୍ଟୀଙ୍କ ଠାରୁ କିଛି କମ ନୁହନ୍ତି ରାଜ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀ, ଫଟୋ ଦେଖିଲେ ବିଶ୍ଵାସ କରିବେ

ଶିଲ୍ପା ଶେଠୀ ବଲିଉଡର ଜେନ ଜଣାଶୁଣା ଅଭିନେତ୍ରୀ । ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଶିଲ୍ପା ବାଜିଗର ଚଳଚିତ୍ରରୁ ନିଜର କ୍ଯାରିଆର ଆରମ୍ଭ କରିବା ପରେ ବଲିଉଡ ଜଗତକୁ ଗୋଟେ ପର ଗୋଟେ ହିଟ ଚଳଚିତ୍ର ଦେଇଛନ୍ତି । ତାଙ୍କର ଚଳଚିତ୍ର ଦୁନିଆ ସଫଳ ରହିଛି । ୨୦୦୯ ରେ ଶିଲ୍ପା ପ୍ରସିଦ୍ଧ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ । ରାଜ ବିଣ୍ଡରା ପ୍ରଥମରୁ ବିବାହିତା ଥିଲେ ଏବଂ ତାଙ୍କର ପ୍ରଥମ ପତ୍ନୀ ସୁନ୍ଦରତାରେ କୌଣସି ନାୟିକାଙ୍କ ଠାରୁ କମ ନୁହନ୍ତି । ଆଜି ଆମେ ରାଯଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ଜାଣିବା ।

ଆମେ ଆପଣଙ୍କୁ କହି ରଖୁଛୁ କୁନ୍ଦ୍ରା ଇଂଲଣ୍ଡରେ ଜେନ ବଡ ବ୍ୟବସାୟୀ ଅଟନ୍ତି ।

୨୦୦୪ ରେ ବ୍ରିଟେନରେ ୧୯୮ ଜଣ ବଡ ବ୍ୟବସାୟୀଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ । ରାଜ ବର୍ତମାନ ଇଂଲଣ୍ଡର ୟୁକେ ଟ୍ରେଡକପ ଲିମିଟେଡର ନିର୍ଦେଶକ ଓ ସିଇଓ ଅଟନ୍ତି ।  ରାଜ କୁନ୍ଦ୍ରାଙ୍କ ପ୍ରଥମ ବିବାହ କବିତା କୁନ୍ଦ୍ରାଙ୍କ ସହ ହୋଇଥିଲା । କିନ୍ତୁ ୨୦୦୬ରେ ବ୍ୟକ୍ତିଗତ କଳହ କାରଣରୁ ସେ ତାଙ୍କୁ ଛାଡପତ୍ର ଦେଇଥିଲେ ।

ଛାଡପତ୍ର ପରେ କବିତା ଶିଳ୍ପାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ । ରାଜଙ୍କ ପ୍ରଥମ ପତ୍ନୀଙ୍କ ଗର୍ଭରୁ ଜାତ ଗୋଟେ ଝିଅ ମଧ୍ୟ ଅଛି । ଶିଲ୍ପା ସେଠୀଙ୍କ କାରଣରୁ ତାଙ୍କ ଛାଡପତ୍ର ହେଇଥିବା କବିତାଙ୍କ ମତ । ରାଜ ଓ ଶିଳ୍ପାଙ୍କ ପ୍ରଥମ ଦେଖା ଲଣ୍ଡନରେ ହେଇଥିଲା । ପ୍ରଥମେ ସେମାନେ ବିଜନେସ ପାଟନର ଓ ପରେ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହେଇଥିଲା ।

ରାଜ ପ୍ରଥମେ ଶିଳ୍ପାଙ୍କୁ ଗୋଟେ ପରଫୁମ ବ୍ରାଣ୍ଡର ପ୍ରମୋଶନ ପାଇଁ ସାହାଜ୍ଯ କରିଥିଲେ । ଗଣମାଧ୍ୟମରେ କୌଣସି ଅଭିନେତା ବା ଅଭିନେତ୍ରୀଙ୍କ ପ୍ରେମ କାହାଣୀ ଲୁଚି ରହି ପାରେ ନାହିଁ । ପରେ ଏମାନଙ୍କ ପ୍ରେମାକାହାଣୀ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହେଇଗଲା । ଏସବୁ ଦେଖି ଶିଳ୍ପାଙ୍କ ମା ବିବାହ କରିବା ପାଇଁ ଶିଳ୍ପାଙ୍କ ଉପରେ ଚାପ ପ୍ରୟୋଗ କାଲେ । ଧୀରେ ଧୀରେ ଏମାନଙ୍କ ପ୍ରେମ ସମ୍ପର୍କରେ ନିବିଡତା ଦେଖି କବିତା ସହିପାରିଲେ ନାହିଁ ଏବଂ ପରେ ତାଙ୍କର ରାଯଙ୍କ ସହ ଛାଡପତ୍ର ହେଇଗଲା । ଏହା ପରେ ସେ ଶିଳ୍ପାଙ୍କ ଉପରେ ଆନେକ ଆରୋପ ଲଗାଇବା ସହ ତାଙ୍କୁ “ମ୍ୟାରେଜ ବ୍ରେକର” ମଧ୍ୟ କହି ଦେଇଥିଲେ ।

Leave a Reply

Your email address will not be published. Required fields are marked *