Supreme Courtଙ୍କ ବଡ ନିଷ୍ପତ୍ତି, ମୂଲ ଲାଗୁ ପଛେ ସ୍ତ୍ରୀ ଓ ପିଲାଙ୍କ ଭରପୋଷଣ କରିବାକୁ ସ୍ଵାମୀ ବାଧ୍ୟ ! ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ପାରିବାରିକ ମାମଲା ରେ ବଡ ରାଏ ଦେଲେ ପ୍ରିମ କୋର୍ଟ । ସ୍ତ୍ରୀ ଓ ପିଲା ଙ୍କ ଭରଣପୋଷଣ କରିବାକୁ ସ୍ଵାମୀ ଏବେ ହେବ ବାଧ୍ୟ । ପିଲାଙ୍କ ଦାୟିତ୍ଵ ବୁଝିବାରୁ ବାପା ବିରୋଧ ହୋଇ ପାରିବେ ନାହି ବୋଲି ସୁପ୍ରିୟ କୋର୍ଟ ରାଏ ଦେଇଛନ୍ତି । ଏମିତିକି କୋର୍ଟ ରାଏ ଦେଇଛନ୍ତି କି ଯଦି ସ୍ତ୍ରୀ ଆଉ ପିଲା ପାଇଁ ସ୍ଵାମୀ କୁ ଶାରୀରିକ ପରିଶ୍ରମ କରିବାକୁ ପଡେ ତେବେ ସେମାନେ କରିବାକୁ ବାଧ୍ୟ ହେବେ । ଏହା ସହ କୋର୍ଟ କହିଛନ୍ତି ସ୍ତ୍ରୀ ଆଉ ପିଲା କୁ ପୋଷିବା ଏକ ପବିତ୍ର ବ୍ରତ ବୋଲି ଭାବିବା ଉଚିତ ।

କେବଳ ଏତିକି ନୁହେଁ ବରଂ ବିବାହ ବିଚ୍ଛେଦ ହୋଇଥିଲେ ବି ନାବାଳକ ପିଲାର ଭରଣପୋଷଣ ବାପା ର ଦାୟିତ୍ଵ । ଜଷ୍ଟିସ ଦିନେଶ ମାହେଶ୍ଵରୀ ଓ ଜଷ୍ଟିସ ବେଳା ଏମ ତ୍ରିବେଦୀ ଙ୍କ ଖଣ୍ଡପ ଏହି ଶୁଣାଣୀ କରିଛି । ଆଉ ଶୁଣାଣୀ ହେବା ପରେ ଏହି ଖବର କୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ କୋର୍ଟ ଙ୍କ କହିବା ଅନୁଯାୟୀ ସ୍ତ୍ରୀ ଓ ପିଲାଙ୍କ ପାଇଁ ଦରକାର ପଡିଲେ ସ୍ଵାମୀ କରିବେ ଶାରୀରିକ ପରିଶ୍ରମ । ଧାରା ସିଆରପିସି ୧୨୫ ଅନୁସାରେ ପିଲା ଓ ସ୍ତ୍ରୀ ଙ୍କ ଦାୟିତ୍ଵ ଏବେ ସ୍ଵାମୀ ।

ଏହି ବଡ ଦାୟିତ୍ଵ ରୁ ନିଜକୁ ଖସାଇ ପାରିବେ ନାହି ବାମୀ । ଶାରୀରିକ ସକ୍ଷମ ନ ଥିଲେ ତାହା ଅନ୍ୟ କଥା । ତେବେ ସୁପ୍ରିମ କୋର୍ଟ ଖଡା ପିଠା କୁ ଏକ ମାମଲା ଯାଇଥିଲା । ଏହି ମାମଲ ରେ ଭରଣପୋଷଣ ପାଇଁ ସୁପ୍ରିମ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ସ୍ତ୍ରୀ । ସେପଟେ ସ୍ତ୍ରୀ ଙ୍କ ଅଭିଯୋଗ ଆଧାରରେ ପ୍ରତିକ୍ରିୟା ରଖି ସ୍ଵାମୀ କହିଥିଲେ ବ୍ୟବସାୟ କ୍ଷେତ୍ର ରେ କ୍ଷତି ହୋଇ ଥିବାରୁ ଅର୍ଥ ଦେଇ ପାରୁ ନାହାନ୍ତି । ଏଆହ ଶୁଣିବ ପାଇଁ କୋର୍ଟ କହିଛନ୍ତି ସ୍ତ୍ରୀ ଆଉ ପିଲା ଙ୍କ ଦାୟିତ୍ଵ ନେବା ସ୍ଵାମୀ ଙ୍କ ଅର୍ଥ ନୈତିକ କର୍ତ୍ତବ୍ୟ ଅଟେ ।

ଏଥିପାଇଁ ଆପଣ ନିଜେ ପରିଶ୍ରମ କରନ୍ତୁ ବୋଲି କୋର୍ଟ ରାଏ ଦେଇଛନ୍ତି । କେବେଳ ଏତିକି ନୁହେଁ ବରମ ସ୍ଵାମୀ ଙ୍କ ଏଭଳି ଯୁକ୍ତି କୁ ଖାରଚ କରିବା ସହ ସ୍ତ୍ରୀ ଙ୍କୁ ମାସିକ ୧୦ ହଜାର ଟଙ୍କା ଓ ପିଲାର ଖର୍ଚ୍ଚ ପାଇଁ ମାସିକ ୬ ହଜାର ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏ ନେଇ ଦାମ୍ପତ୍ୟ ଙ୍କ ଉପରେ କେଉଁ ଭଳି ପ୍ରଭାବ ପଡିବ ତାହା ତ ସମୟ କହିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *