ସୂର୍ଯ୍ୟ, ବୁଧ, ମଙ୍ଗଳ, ଶନି ହେଲେ ଏକତ୍ର, 16 ମଇ ଭୟଙ୍କର ଚନ୍ଦ୍ର ଗ୍ରହଣ, 4ଟି ରାଶି ହେବେ ମାଲାମାଲ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଚଳିତ ବର୍ଷ ମେ ୧୬ ତାରିଖରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଏହି ଗ୍ରହଣ ବହୁତ ଭୟଙ୍କର ହେବା ସହ ଲମ୍ବା ଗ୍ରହଣ ରହିବ । ଏହି ଗ୍ରହଣ ସବୁ ରାଶି ମାନଙ୍କ ଉପରେ ଅଲଗା ଅଲଗା ପ୍ରଭାବ ପକାଇବ । କିନ୍ତୁ ଏମିତି ୪ଟି ରାଶି ଅଛନ୍ତି ଯେଉଁ ମାନେ ଗ୍ରହଣ ପ୍ରଭାବରେ ଭାଗ୍ୟଶାଳୀ ହେବା ସହ ମାଲାମାଲ ହେବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ଚନ୍ଦ୍ର ଗ୍ରହଣ ଲାଗିବାର ସୁତଳ କାଳ ଓ କେଉଁ ରାଶି ଉପରେ ଶୁଭ ପ୍ରଭାବ ପଡିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଚଳିତ ବର୍ଷ ଚନ୍ଦ୍ରଗ୍ରହଣର ଲାଗିବାର ସମୟ ହେଉଛି ୭ଟା ୫୮ ମିନିଟରେ ଆରମ୍ଭ ହୋଇ ଦ୍ଵିପହର ୧୧ଟା ୨୫ ମିନିଟରେ ଶେଷ ହେବ । ଏହି ଗ୍ରହଣ ପୁରା ୩ଘଣ୍ଟା ୨୭ ମିନିଟ ଯାଏଁ ରହିବ । ଏହାର ସୁତଳ କାଳ ଗ୍ରହଣ ଲାଗିବାର ଠିକ ୯ ଘଣ୍ଟା ପୂର୍ବରୁ ହୋଇଯିବ । ଗ୍ରହଣ ସମୟରେ ଗର୍ଭବତୀ ମାନେ ସାବଧାନ ରହିବା ଉଚିତ । ଏହି ସମୟରେ ବୃଦ୍ଧ ବ୍ୟକ୍ତି, ପିଲା ରୋଗୀଙ୍କୁ ଛାଡି ଅନ୍ୟ କେହି ଭୋଜନ କରିବା ଅନୁଚିତ । ଗର୍ଭବତୀ ମହିଳା କିଛି କଟା କଟି କରିବା ବା ଶୋଇବା ଅନୁଚିତ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି –

ମେଷ ରାଶି : ଏହି ରାଶିର ଲୋକ ଧନରେ ମାଲାମାଲ ହେବାରେ କେହି ଅଟକାଇ ପାରିବେ ନାହି । ଜୀବନରେ ଉନ୍ନତି ହେବ । ଅନେକ କ୍ଷେତ୍ରରେ ଲାଭବାନ ହେବେ । ବେପାର କ୍ଷେତ୍ରରେ ଧନ ଲାଭ କରିବେ । ଚାକିରି କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ଖୁଶିର ଲହର ଖେଳିଯିବ । ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ଅଚାନକ ଧନ ଲାଭ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଜୀବନ ସାଥି ଙ୍କ ସହ ସମ୍ପର୍କ ଭଲ ରହିବ । କାର୍ଯ୍ୟ ସ୍ଥଳରେ ଚାଲିଥିବା ବିବାଦ ଦୂର ହେବ । ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ଜୀବନରେ ନୂଆ ଆଶାର କିରଣ ଦେଖାଯିବ । ସ୍ୱାସ୍ଥ୍ୟ ସମସ୍ଯା ହୋଇପାରେ । ମାତା ପିତାଙ୍କ ସହଯୋଗ ପାଇବେ ।

ମିଥୁନ ରାଶି : ଆପଣଙ୍କ ଦ୍ଵାରା କରା ଯାଇଥିବା ପ୍ରତେକ ଟି କାମରେ ପରିବର୍ତ୍ତନ ହେବ । ଆପଣ ବାଦ ବିବାଦରୁ ଦୂରେଇ ରହିବେ । ନିଜର ବାଣୀ ଦ୍ଵାରା ଆପଣ ଲୋକ ମାନଙ୍କୁ ଆକର୍ଷଣ କରିବେ । ଆପଣଙ୍କର ଧନ ଓ ରାଜଯୋଗ ନିର୍ମାଣ ହେଉଛି । ଜରୁରୀ ଲୋକଙ୍କୁ ଆପଣ ସହାୟତା କରିବେ । ଆପଣଙ୍କୁ ବିଶେଷ ଲାଭ ମିଳିବ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କୁ ସାବଧାନ ରହିବାକୁ ଉଚିତ । ଅଚାନକ ଧନ ଲାଭ ହେବ । ଜୀବନରେ ଖୁଶିର ଲହର ଖେଳିଯିବ । ସମାଜରେ ମାନ ସମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବେତନରେ ବୃଦ୍ଧି ହୋଇପାରେ । କାହାକୁ ଉଧାର ଦିଅନ୍ତୁ ନାହି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *